ଏଥର ଗ୍ରହଣରେ ହେଉଛି ବାତ୍ୟା, ଜାଣନ୍ତୁ କଣ କହୁଛି ମାଳିକା-Malika Bachana

ମାଳିକା ବଚନ ବହୁତ ଲୋକେ ଜାଣି ନଥିଲେ କିନ୍ତୁ ଯିଏ ମାଲିକ ପାଠ କରିଛି ଆଉ ଭଗବାନ ତାରକୁ ବୁଝି ପାରିଛି ସେହି ଜାଣି ପାରିଛି ଯେ ଆସନ୍ତା ସମୟ କଣ ହବାକୁ ଯାଉଛି । ତେବେ ଏହି ଭୟଙ୍କର ସମୟ ଏପଟ ବାତ୍ୟା ୟଶ ଆଉ ଆର ପଟେ କରୋନା ମହାମାରୀ ଲୋକଙ୍କ ମନରେ ଭୟଙ୍କର ଡର ଭାବ ସୃଷ୍ଟି କରିଛି ।

ବହୁତ ଲୋକ ଅଛନ୍ତି ଯିଏ କୌଣସି ବାତ୍ୟା ବା ଅଣିଷ୍ଠ ହେଲା ପରେ କ୍ୟାମେରା ଆଗକୁ ଆସି କୁହନ୍ତି ଯେ ଏହା ମାଲିକାରେ ଲେଖା ହୋଇଛି କିନ୍ତୁ ଏହା ସତ ନୁହେଁ ମାଲିକାରେ ବାତ୍ୟା ବିଷୟରେ କୁହା ଯାଇଛି ଯେ ଝଡ ଯେତେ ବେଳେ ସୃଷ୍ଟି ହବ ଗାଁ କୁ ଗାଁ ବୁଡାଇ ନବ କିନ୍ତୁ ବାତ୍ୟା ୟଶ ବିଷୟରେ ବିଶେଷ କିଛି କଥା ମାଲିକାରେ ଉଲ୍ଲେଖ କରା ଯାଇ ନାହିଁ । ତେବେ ଆଜି ଆମେ ମାଳିକା ବଚନ ବିଷୟରେ ଆପଣଙ୍କୁ କିଛି ବିଶେଷ କଥା କହିବୁ ।

ତେବେ ମାଳିକା ଅନୁଯାଇ କରୋନା ମହାମାରୀ ବର୍ଷେ ୧୦ ମାସ ଭୋଗ ହବ ଏହା ଦ୍ଵାରା ପୀଡିତ ବହୁତ ଲୋକ ଆମକୁ ଛାଡି ଚାଲି ଯିବେ । ତେବେ ବର୍ତମାନ ବାତ୍ୟା ପରିସ୍ଥିତି ରେ ହଜାର ହଜାର ଲୋକ ବାତ୍ୟା ସ୍ଥଳରେ ଆଶ୍ରୟ ନେବେ ଯାହା ଦ୍ଵାରା କରୋନା ବ୍ୟାପୀବ ଆଉ ଅଜଣା ଅଚିହ୍ନ ଲୋକଙ୍କ ଦ୍ଵାରା ରୋଗ ବଢିବାକୁ ଲାଗିବ ଏହି ପରିସ୍ଥିତିରେ ବହୁତ ଲୋକ କରୋନା ଭଳି ମହାମାରୀ ଭୋଗ କରିବେ ।

ଆଉ ନେତା ଠାରୁ ଅଭିନେତା ସମସ୍ତେ ଆମକୁ ଛାଡି ଚାଲି ଯିବେ ବହୁତ ଲୋକ ନିଜ ପରିବାର ଛାଡି ଚାଲିଯିବେ ଯାହା ଦ୍ଵାରା ସବୁ ଆଡକୁ କେବଳ ଦୁଃଖ ହିଁ ଦୁଃଖ ଦେଖା ଜୀବ । ଶ୍ରୀମଦ ଭାଗବତ ଗୀତାରେ ମହାପ୍ରଭୁ କହିଛନ୍ତି ଯେ ପବନ ମତେ ଡରେ ଆଉ ଦିବାକର ମୋ ଆଜ୍ଞାରୁ ଉଦୟ ହୋଇଥାନ୍ତି ତେବେ ମାଲିକାରେ ଲେଖା ହୋଇଛି ଯେ ଏହି ଭଳି ସଙ୍କଟ ସମୟରେ ଭଗବାନଙ୍କୁ ସ୍ମରଣ କଲେ ହୁଏତ ସମସ୍ୟା ଟଳି ଯାଇ ପାରେ ଆଉ କେତେକ ଜୀବନ ବଞ୍ଚି ଯାଇ ପାରେ ।

ତେବେ ସବୁ ବାତ୍ୟା ବିଷୟରେ ମାଳିକା ରେ ଉଲେଖ କରା ଯାଇ ନାହିଁ । ମାଳିକା ବଚନ ଅନୁଯାଇ ବିପଦ ମାଡି ମାଡି ଜୀବ କାହିଁକିନା ମଣିଷ ମଣିଷକୁ ଚିହ୍ନିବ ନାହିଁ ମନରେ ଅହଂକାର ଭାବ ଆସିଲେ ଆଉ ଧର୍ମ ସଋ ସଋ ଆସିଲେ ବିପଦ ବଢି ବଢି ଜୀବ ତେବେ ମଣିଷ ଯେତେ ସ୍ଵାର୍ଥୀ ହେଇ ହେଇ ଯାଉଛି ଭଗବାନ ତାଙ୍କୁ ବଞ୍ଚାଇ ପାରିବେ ଯଦି ଲୋକ ପାପ ରାସ୍ତା ଛାଡି ପୁଣ୍ୟକୁ ଗତି କରିବେ ।

ଆଜିକା ସମୟରେ ଲୋକ ସମ୍ପର୍କ ଠାରୁ ମହତ୍ଵ ଧନକୁ ଦେଉଛନ୍ତି ତେବେ କଣ ଆପଣ ଜାଣିଛନ୍ତି ଯେ ଧନ ପାଇକି ଗୋଟେ ଦିନ ଆପଣ ଏକୁଟିଆ ହୋଇଯିବେ ଆଉ ସମ୍ପର୍କ ଖୋଜିବେ କିନ୍ତୁ ଆପଣଙ୍କ ପାଖରେ କିଛି ନଥିବ । ତେବେ ଏହି ବିପଦ ସମୟରେ ସେହି ଚକା ଆଖିକୁ ଡାକନ୍ତୁ ସେ ଆପଣଙ୍କ ସବୁ କଷ୍ଟ ଦୂର କରିବେ ।

Leave a Reply

Your email address will not be published. Required fields are marked *