ଭାରତର ସବୁଠୁ ବିଷଧର ସାପ (Krait)ର କାମୁଡିବା ଦ୍ଵାରା ଝିଅର ଅବସ୍ଥା ଗମ୍ଭୀର, ଦେଖନ୍ତୁ Video କେମିତି ହେଲା

ଆପଣମାନେ ସା-ପ କାମୁଡା ବି-ଷୟରେ ଶୁଣିଥିବେ କିମ୍ବା ଦେଖିଥିବେ । କହିବାକୁ ଗଲେ ସା-ପର ଚୋ-ଟ ବହୁତ ହିଁ ଭ-ୟ-ଙ୍କ-ର ହୋଇଥାଏ । କେତେକ ସା-ପର ଚୋ-ଟ ମା-ରିବା ଦ୍ଵାରା ବ୍ୟକ୍ତିର ମୃ-ତ୍ୟୁ ସେହି ସ୍ଥାନରେ ହୋଇଯାଏ । କିନ୍ତୁ ଏମିତି ବି କିଛି ସା-ପ ଅଛି ଯାହାର ବି-ଷ ସେହିଭଳି ଶକ୍ତିଶାଳୀ ହୋଇ ନ ଥାଏ । ଏହିଭଳି ସା-ପ ଚୋ-ଟ ମା-ରିବା ସଙ୍ଗେ ସଙ୍ଗେ ଯଦି ସଠିକ ସମୟରେ ବ୍ୟକ୍ତିକୁ ମେଡିକାଲ ନେଇଯିବେ ତେବେ ବ୍ୟକ୍ତିର ଜୀବନ ବଞ୍ଚି ଯାଇ ପାରେ ।

ସବୁବେଳେ ମନେ ରଖନ୍ତୁ କି ସା-ପ ଚୋ-ଟ ମା-ରିବା ସଙ୍ଗେ ସଙ୍ଗେ ପ୍ରଥମେ ତାଙ୍କୁ ଡାକ୍ତରୀ ଚିକିତ୍ସା ଦିଅନ୍ତୁ । ଏହା ପରେ ଆପଣ ଅନ୍ୟ କିଛି ଚିକିତ୍ସା କରି ପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ସା-ପ ବି-ଷୟରେ କହିବାକୁ ଯାଉଛୁ ଯାହାର ଚୋ-ଟ ମା-ରିବା ଦ୍ଵାରା ଝିଅର ଜୀବନ ଯାଉ ଯାଉ ବଞ୍ଚି ଗଲା ।

ଭଦ୍ରକର ଏକ ଗାଁରେ ଏକ ପକା ଘରେ ଜଣେ ଝିଅ ନିଜ ଘରେ ଶୋଇଥିଲା । ଏହି ସମୟରେ ରାତି ୯ ଟା ପାଖାପାଖି ସମୟରେ ଗୋଟିଏ ସା-ପ ଆସି ଝିଅର ଡାହାଣ ପାଟ ହାତର କାଣୀ ଆଙ୍ଗୁଠିକୁ କାମୁଡି ଦେଇଥିଲା । ଝିଅ ନିଜ ଘର ଲୋକମାନକୁ ଏହା ବି-ଷୟରେ କହିବା ପରେ ଘର ଲୋକମାନେ ତାକୁ ସଙ୍ଗେ ସଙ୍ଗେ ଭଦ୍ରକର ଏକ ମେଡିକାଲକୁ ନେଇ ଗଲେ । କିନ୍ତୁ ସେଠି ତାକୁ କିଛି ଇଂଜେକସନ ଦେଇ ଡାକ୍ତରମାନେ ତାଙ୍କୁ କଟକର ବଡ ମେଡିକାଲ ନେଇ ଯିବା ପାଇଁ କହିଥିଲେ ।

ଘର ଲୋକମାନେ ତୁରନ୍ତ ଝିଅକୁ କଟକ ମେଡିକାଲ ନେଇ ଯାଇଥିଲେ । ଯେଉଁଠି କିଛି ଦିନ ରହି ଚିକିତ୍ସା ହେବା ପରେ ଘର ଲୋକମାନେ ଝିଅକୁ ଘରକୁ ନେଇ ଆସିଥିଲେ । ଘର ଲୋକମାନଙ୍କ କହିବା ଅଟେ କି ତାଙ୍କର ଝିଅ ପାଖାପାଖି ୩୦ ରୁ ୪୦ ଟି ଇଂଜେକସନ ନେଇଛନ୍ତି । କିନ୍ତୁ ସା-ପ ଚୋ-ଟ ମା-ରିବା କାରଣରୁ ଝିଅର ଦ୍ରୁଷ୍ଟିଶକ୍ତି କମି ଯାଇଛି । ବର୍ତ୍ତମାନ ଝିଅ ବିଶ୍ରାମ କରୁଛି ।

ଚୋ-ଟ ମା-ରିବା ପରେ ଘର ଲୋକମାନେ ସା-ପକୁ ଗୋଟିଏ ସ୍ଥାନରେ ରଖି ଥିଲେ ଓ ସେମାନେ ସା-ପ ଧରୁଥିବା ଲୋକଙ୍କୁ ଡାକି ସେହି ସା-ପକୁ ନେଇଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେତେବେଳେ ସା-ପ ଧରୁଥିବା ବ୍ୟକ୍ତି ଜଣକ ସା-ପକୁ ଦେଖିବାକୁ ଚାହିଁଲେ ତେବେ ସା-ପକୁ ଘର ଲୋକମାନେ ଯେଉଁ ସ୍ଥାନରେ ରଖି ଥିଲେ ସା-ପ ସେହି ସ୍ଥାନରୁ କେଉଁଠିକୁ ଚାଲି ଯାଇଛି ।

ସା-ପ ଧରି ଥିବା ବ୍ୟକ୍ତିକୁ ଏ ଫଟୋ ଦେଖାଗଲା । ଯେଉଁଥିରୁ ସେ କହିଲେ ଏହି ସା-ପ ଏକ ଏମିତି ପ୍ରଜାତିର ସା-ପ ଅଟେ ଯିଏକି ଚୁପଚାପ ଆସି ଚୋ-ଟ ମା-ରି ଚାଲିଯାଏ ଓ ଏହାର ଗୋଟିଏ ଚୋ-ଟ ବ୍ୟକ୍ତିକୁ କୋମାରେ ବି ପଠାଇ ଦେଇ ପାରେ । କିନ୍ତୁ ଭାଗ୍ୟ ବଶତଃ ଝିଅର ଜୀବନ ବଞ୍ଚି ଯାଇଛି ।

Leave a Reply

Your email address will not be published. Required fields are marked *