ଭିଡ଼ିଓ କଲ କରି ସାର୍ଟ ଓ ପ୍ୟାଣ୍ଟ ଖୋଲିବାକୁ କହିଲା..ଫଟୋ ଓ ଭିଡ଼ିଓ ଭାଇରାଲ….” ବ୍ୟକ୍ତି ଜଣଙ୍କ ଯାହା କହୁଛନ୍ତି ନା ଶୁଣି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବନ୍ଧୁଗଣ ରାତିରେ ଅଜଣା ନମ୍ବରରୁ ଯୁବକ ଙ୍କୁ ଆସିଥିଲା ୱ୍ହାଟସପ ଭିଡିଓ କଲ । ଏହା ପରେ ଯେବେ ଯୁବକ ଜଣକ ଭିଡିଓ କଲ ଉଠାଇଲେ ସେତେବେଳେ ସେ ଯାହା ଦୃଶ୍ୟ ଦେଖିଥିଲେ ତାହା ବୟାନ କରି ହେବ ନାହି । ଯେବେ ଯୁବତୀ ଜଣକ ଉଲଗ୍ନ ଅବସ୍ଥାରେ ଭିଡିଓ କଲରେ ଥିଲେ ସେ ପରବର୍ତ୍ତୀ ସମୟରେ ଯୁବକଙ୍କୁ ବ୍ଳାକମେଲ କରିଥିଲେ । ଏହା ପରେ ଯୁବକ ଜଣକ ସାଇବର ଥାନାରେ ଏତାଲା ଋଜୁ କରିଛନ୍ତି । ଏ ନେଇ ଯୁବକ କହିଛନ୍ତି ଯୁବତୀ କଲ କରି କହିଲା ଆପଣଙ୍କର ପ୍ଯାଣ୍ଟ ସାର୍ଟ ଖୋଲନ୍ତୁ ମୁଁ ଜାଣିପାରିଲି ନାହି କିନ୍ତୁ ମୁଁ କିଛି ଖୋଲିନି ।

ଏହା ପରେ ଯୁବତୀ କହିଲା ତୁମେ ପଇସା ନ ଦେବା ଯାଏଁ ସବୁ ଫୋଟୋ ଭିଡିଓ ଭାଇରାଲ କରିଦେବୀ । ଯେବେ ଯୁବକ ଫୋନ ରିସିଭ କରିଲେ ଯୁବତୀ ଉଲଗ୍ନ ଅବସ୍ଥାରେ ଥିଲେ ତେଣୁ ହଠାତ ଜାଣିପାରି ନ ଥିଲେ କାରଣ ସେ ସୋଇଥିଲେ । ଫୋନ କାଟିବା ପରେ ଯୁବକ ଯୁବତୀ ୧୦ ମିନିଟ ପରେ ଆଉ ଥରେ ଫୋନ କରିଲା ଆଉ କହିଲା ଫୋଟୋ ଓ ଭିଡିଓ ଭାଇରାଲ କରିଦେବୀ । ପ୍ରଥମେ ଯୁବତୀ ଯୁବକଙ୍କୁ ୱ୍ହାଟସପ ନମ୍ବରରେ ମ୍ଯାସେଜ କରିଲା ଆଉ କହିଲା ନମ୍ବର ଦିଅ ।

ନମ୍ବର ଦେବାର ୧୦ ମିନିଟ ପରେ ଯୁବତୀ ଫୋନ କରିଲା । ଆଉ ଫେସବୁକରେ ଯୁବତୀ କେମିତି ତାଙ୍କ ସହ ଫ୍ରେଣ୍ଡ ଲିସ୍ଟରେ ଥିଲେ ଯୁବକ ଜାଣି ନାହାନ୍ତି । ଫୋନ ରିସିଭ କରିବା ପରେ ଯୁବତୀ ଯୁବଙ୍କର ଫୋଟୋ ଉଠାଇଛି କି ନାହି ସେ ଜାଣି ନାହାନ୍ତି । ଗତ କାଲି ଦିଲ୍ଲୀ କ୍ରାଇମ ବ୍ରାଞ୍ଚରୁ ଫୋନ ଆସିଲା ଯୁବକ ଙ୍କ ପାଖକୁ ଆଉ ସେମାନେ କହିଲେ ସେ ଯୁବତୀଙ୍କୁ ପଇସା ଦେବା ପାଇଁ ନ ହେଲେ ଆରେଷ୍ଟ କରିବେ । ଏହା ପରେ ଭୟ ରେ ଯୁବକ ୭୧ ହଜାର ଟଙ୍କା ଦେଇ ଦେଲେ ।

କ୍ରାଇମ ବ୍ରାଞ୍ଚ ଭିଡିଓ କଲ କରିଥିଲେ ଯାହା ପାଇଁ ଯୁବକ ଭାବିଲେ ସତରେ ପୋଲିସ ଫୋନ କରିଛି । ଆଉ ପୋଲିସ ହିନ୍ଦୀ ଭାଷାରେ କଥା ହେଲେ ଆଉ ତାଙ୍କୁ କହିଲେ ସେ ଝିଅ ସହ କଣ କରିଛନ୍ତି ଯଦି ପଇସା ନ ଦେବେ ତେବେ ଆରେଷ୍ଟ ହେବେ । ସାଇବର ଥାନାରେ ଏତାଲା ରୁଜୁ କରିଛନ୍ତି ଯୁବକ ଆଉ ନିଜର ଟଙ୍କା ଫେରି ପାଇବାକୁ ଚେଷ୍ଟା କରୁକନ୍ତି । ଯୁବକ ଜଣକ ହେଉଛନ୍ତି ଜଟଣୀ ର । ପ୍ରଥମେ ଫେସବୁକରେ ହାଏ ମ୍ୟାସେଜ କରିଥିଲେ ଯୁବତୀ ଯୁବକଙ୍କୁ ।

ଯେବେ ଯୁବକ ପଇସା ନ ଦେବାକୁ ମନା କରି ଦେଉଛନ୍ତି ସେହି ସମୟରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ରୁ ଫୋନ କରିବାର ବାହାନ କରି ପଇସା ଲୁଟ କରିଛନ୍ତି ଯୁବକ ଙ୍କ ଠାରୁ । ଯୁବକ ଜଣକ ସାଇବର ଠକାମିର ଶିକାର ହୋଇଛନ୍ତି । ତେବେ ନିଜର ପଇସା ସବୁ ଫେରି ପାଇବାକୁ ଆଶା ରଖିଛନ୍ତି ଯୁବକ ଜଣକ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *