Astrology: ଦୀର୍ଘ 100 ବର୍ଷ ପରେ 8 October ରେ “କାଳସର୍ପ ଯୋଗ”, ଏହି 8ଟି ରାଶି ହେବେ ମହାକୋଟିପତି

ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ଖୁସି ଆସିଥାଏ । କିନ୍ତୁ ତାଙ୍କର କୁଦୃଷ୍ଟି ପଡିଲେ ବ୍ୟକ୍ତି ଜୀବନରେ ସମସ୍ୟାମାନ ଆସିଥାଏ ଯାହାର ସମାଧାନ କରିବାରେ ବ୍ୟକ୍ତି ସାରା ଜୀବନ ବିତାଇଥାଏ । ତେବେ ଦୀର୍ଘ ୧୦୦ ବର୍ଷ ପରେ ଅକ୍ଟୋବର ୧ ଶନିବାର ଦିନ ବନିବାକୁ ଯାଉଛି କାଳସର୍ପ ଯୋଗ । ଯାହା କାରଣରୁ ୮ଟି ରାଶିର ଭାଗ୍ୟ ଚମକିବା ସହ ଏମାନେ ହେବାକୁ ଯାଉଛନ୍ତି ମାଲାମାଲ । ଏହି ରାଶିଙ୍କ ଜୀବନରେ ଅପରା ଖୁସି ଆସିବାକୁ ଯାଉଛି । ଭଗବାନ ଶନିଦେବଙ୍କ କୃପାରୁ ଏହି ରାଶି ହେବାକୁ ଯାଉଛନ୍ତି କୋଟିପତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମକର ରାଶି : ଆପଣଙ୍କର ଜୀବନ ବଦଳିବାକୁ ଯାଉଛି ଶନିଦେବଙ୍କ କୃପାରୁ । ଯାହା ବି କାମ ଆପଣଙ୍କର ଅଟକି ରହିଥିଲା ତାହା ଦୂର ହେବ । ଶନିଦେବଙ୍କ ଅପାର କୃପା ଦ୍ରୁଷ୍ଟି ରହିବ । ବ୍ୟାପାର ବ୍ୟବସାୟରେ ବୃଦ୍ଧି ହେବ । ଧନରେ ବୃଦ୍ଧି ହେବାର ଯୋଗ ରହିଛି ।

ମେଷ ରାଶି : ଭଗବାନ ଶନିଦେବଙ୍କ କୃପାରୁ ସମୟ ବହୁତ ଭଲ ଆସିବାକୁ ଯାଉଛି । ମାନ ସମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । ଯାହା କାରଣରୁ ସମାଜରେ ପ୍ରଶଂସା ପାଇବେ । ସଫଳତାର ନୂଆ ନୂଆ ଅବସର ପାଇବେ ।

ବୃଷ ରାଶି : ଭଗବାନ ଶନିଦେବଙ୍କ କୃପାରୁ ବହୁତ ଜଲ୍ଦି ଶୁଭ ସନ୍ଦେଶ ମିଳିବାର ଯୋଗ ରହିଛି । ମେହନତର ଫାଇଦା ପାଇବେ । ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ଭଲ ରହିବ । ବନ୍ଧୁଙ୍କ ସହ ମିଳିମିଶି ରହିବେ । ପରିବାର ଓ ଜୀବନ ସାଥିଙ୍କ ସହଯୋଗ ପାଇବେ ।

କନ୍ୟା ରାଶି : ଭଗବାନ ଶନିଦେବଙ୍କ ବିଶେଷ କୃପା ଆପଣଙ୍କର ଉପରେ ରହିବେ । ଆପଣଙ୍କର ଧନ ଲାଭ ହେବ ସହ ବ୍ୟାପାରରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହେବ ।

ସିଂହ ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ସମୟ ବେହତର ରହିବ । ମାନ ସମାନ ମିଳିବା ସହ ସମାଜରେ ପ୍ରଶଂସାର ପାତ୍ର ହେବେ । ଜୀବନରେ ନୂଆ ଅବସର ପାଇବେ ଯାହା ଦ୍ଵାରା ଭଲ ପରିବର୍ତ୍ତନ ହେବ ।

ଧନୁ ରାଶି : ଆପଣଙ୍କ ଜୀବନରେ ଶନିଦେବଙ୍କ କୃପାରୁ ଭଲ ଖବର ପ୍ରାପ୍ତ ହେବ । ମେହନତର ପରିଣାମ ପାଇବେ । ଅଟକି ରହିଥିବା ଗୁପ୍ତ ଧନ ଫେରି ପାଇବେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ପ୍ରେମୀ ଯୁଗଳ ପରସ୍ପର ସହ ସମୟ ବ୍ଯତୀତ କରିବେ ।

କୁମ୍ଭ ରାଶି : ବିଦେଶରେ ରହି ଚାକିରି କରିବାକୁ ବା ପଢିବାକୁ ଚାହୁଁଥିଲେ ସମୟ ଉତ୍ତମ ରହିବ । ଅଟକି ରହିଥିବା କାମ ପୁରା ହେବ । ଧନ ସମ୍ବଧିତ ସମସ୍ଯା ଦୂର ହେବ । ପରିବାରରେ ଖୁସିର ମାହୋଲ ରହିବ ।

ମିଥୁନ ରାଶି : ମଧୁର ବାଣୀ ଦ୍ଵାରା ସବୁ କାମ ସଫଳତା ପୂର୍ବକ ପୁରା ହେବ । ବିଦେଶରେ ଚାକିରି ହେବାର ସ୍ଵପ୍ନ ପୁରା ହେବ । ଧନ ଲାଭ ହେବ । ବିବାହ ପ୍ରସ୍ତାବ ଆସିପାରେ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠାରେ ବୃଦ୍ଧି ହେବ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *