ଯମ ଜଗିଥିଲା ଗଙ୍ଗାରେ, ଏକା ସଙ୍ଗେ ନେଇଗଲା 6 ଭାଇ ଭଉଣୀଙ୍କୁ! ମୁଣ୍ଡ ପିଟି କାନ୍ଦୁଛନ୍ତି ବାପା ମା’, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଆଉ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଛାତି ଥଋ ଉଠି ଯାଉଛି । ତେବେ ମୃତ୍ୟୁ କଣ ସତରେ ଏମିତି ଆସେ ତାହା କହି ଲୋକେ ସ୍ତବ୍ଧ ହୋଇ ଯାଉଛନ୍ତି ଭାଇରାଲ ଭିଡିଓ କୁ ଦେଖି । ବର୍ତ୍ତମାନ କିଛି ସମୟ ହେବ ସେଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି କହିବେ ସତରେ କଣ ମୃତ୍ୟୁ ଏମିତି ଆସେ ? ଆପଣ ମାନେ ଏହି ଭିଡିଓ ରେ ଯେଉଁ ଫୋଟୋ ସବୁ ଦେଖୁଛନ୍ତି ସେମାନେ ସମ୍ପର୍କ ରେ ହେଉଛନ୍ତି ଭାଇ ଓ ଭଉଣୀ ।

ଆଉ ନଈ ରେ ଗାଧୋଇବା ପୂର୍ବରୁ ଏମିତି ଫୋଟୋ ଛାଡିଥିଲେ ଭାଇ ଭଉଣୀ ମିଶି । କିନ୍ତୁ ଏମାନେ କଣ ଜାଣିଥିଲେ ଏହି ଫୋଟୋ ତାଙ୍କ ଜୀବନର ଶେଷ ଫୋଟୋ ଇଯିବ ବୋଲି । ମୃତ୍ୟୁ ର କୋଳରେ କୁନି କୁନି ପିଲାଙ୍କ ଜୀବନ କଣ ଜାଣିବା ଆଗରୁ ଗଙ୍ଗା ନଈ ରେ ୬ ଜଣ ପିଲାଙ୍କର ପାଣିରେ ହେଲା ସମାଧି । ଖୁସି ର ମାହୋଲ ରେ ଛାଇ ଗଲା ଦୁଖର ଲହରୀ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ କାନପୁର ରେ ୬ ଜଣ ସମ୍ପର୍କୀୟ ଭାଇ ଭଉଣୀ ବୁଡି ଯାଇଛନ୍ତି ।

ଆଉ ଏହି ଖବର ଆସିବା ପରେ ଏବେ ସବୁ ଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ନଈ ରୁ ବର୍ତ୍ତମାନ ସୁଧା ଜଣଙ୍କର ମୃତ ଦେହ ଉଧାର ହୋଇଥିବା ବେଳେ ଅନ୍ୟ ମାନଙ୍କର ମୃତ ଦେହକୁ ଖୋଜୁଛି ଅଗ୍ନିସମ ବାହିନୀ ବିଭାଗ । ତେବେ ମୃତ୍ୟୁ ପୂର୍ବର ରୁ ସାମନା କୁ ଆସିଥିବା ଏହି ଫୋଟୋ କୁ ନେଇ ପରିବାର ଲୋକଙ୍କ ମଧ୍ୟରେ ପଡିଛି କାନ୍ଦ ବୋବାଳି । ସୂଚନା ଅନୁଯାୟୀ ନଈ ରେ ପ୍ରଥମେ ଜଣେ ବୁଡି ଯାଇଥିଲା । ଆଉ ତାଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତେ ବୁଡିଗଲେ ।

ସେହି ଭାଇ ଭଉଣି ମାନଙ୍କ ନାମ ହେଉଛି ଅନୁଷ୍କା, ତନୁ, ମନୁ, ଅଂଶିକା, ଅଭୟ ଓ ସୌରଭ ସମସ୍ତେ ଏ ଯାଏଁ ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଧା କେବଳ ସୌରଭ ଙ୍କ ମୃତ ଦେହ ଉଧାର ହୋଇ ପାରିଛି । ସତରେ ବିଜୟା ଦଶମୀ ପରେ ଏମିତି ବଡ ଦୁଖ ଆସିବ ବୋଲି ଏମାନଙ୍କ ପରିବାର କେବେ ଭାବି ନ ଥିଲେ । ତେବେ ଦଶହାର ରେ ଭାଇ ଭଉଣୀ ସମସ୍ତେ ଖୁସି ରେ ଥିବା ବେଳେ ତାଙ୍କ ଜୀବନରେ ଶେଷ ଦିନ ହୋଇଯିବ ବୋଲି ସେମାନେ କେବେ ବି ଭାବି ନ ଥିଲେ ।

ଆଉ ନିଜର ଏତେ ଛୋଟ ଛୋଟ ପିଲାଙ୍କୁ ହରାଇ ପରିବାର ଲୋକଙ୍କ ଅବସ୍ଥା ନ କହିଲେ ସରେ । ବନ୍ଧୁଗଣ ଆପଣ ମାନଙ୍କରେ ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *