ପ୍ଲାଟଫର୍ମରେ ଶୋଇଲେ Sonu Sood! ବିସିଲାରି ପାଣି ଛାଡ଼ି ପ୍ଲାଟଫର୍ମ ଟ୍ୟାପରୁ ପିଇଲେ ପାଣି, Video ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସୋନୁ ସୂଦ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ସହ ବ୍ୟକ୍ତିଗତ ଜୀବନୀ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଉ କିଛି ଏମିତି ମହତ କାମ କରିଥାନ୍ତି ଯାହାକୁ ଦେଖି ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିବା ସହ ତାଙ୍କର ତାରିଫ ବି କରିଥାନ୍ତି । ପ୍ଲାଟଫର୍ମ ରେ ସୋଇଲେ ଅଭିନେତା ସୋନୁ ସୂଦ । ଘରର ଡଲପ ଗାଡି ଛାଡି ଟ୍ରେନର ପ୍ଲାଟଫର୍ମରେ ପଡି ରହିଥିବା ଲୁହା ଚେୟାର ରେ ସୋଇଲେ ସୋନୁ ସୂଦ ।

ବିଶିଲାରି ପାଣି ଛାଡି ନରମାଲ ଟ୍ୟାପ ରୁ ପାଣି ପିଇଲେ ସୋନୁ ସୂଦ । ଆଉ କହିଲେ ଏହା ଠାରୁ ଭଲ ପାଣି ଦୁନିଆରେ ନାହି । ଦର୍ଶକ ବନ୍ଧୁ ବଲିଉଡ ଆକ୍ଟର ସୋନୁ ସୂଦ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତାଙ୍କର କ୍ରେଜ ସବୁବେଳେ ବଢି ବଢି ହାଲିଛି । ସେ ତାଙ୍କର କାର୍ଯ୍ୟ ପାଇଁ ଲୋକ ମାନଙ୍କ ହୃଦୟରେ ଏକେ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ବର୍ତ୍ତମାନ ସମୟରେ ଅଭିନେତା ସୋନୁ ସୂଦ ଏମିତି କରି ଦେଇଛନ୍ତି ଯେଉଁଥି ପାଇଁ ସେ ଏବେ ପୁଣି ଠାରେ ହରଚ୍ଚା କୁ ଆସିଛନ୍ତି ।

ସେ ନିଜର ଟ୍ଵିତର ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ରେ ସେ ମୁମ୍ବାଇର ବଇଶ ଷ୍ଟେସନ ପ୍ଲାଟଫର୍ମ ରେ ଯାତ୍ରୀ ମାନଙ୍କର ଚେୟାର ରେ ସୋଇ ଥିବାର ଦେଖା ଯାଉଛି । ଆଉ ଟ୍ରେନ ର ଶବ୍ଦ ରେ ସୋନୁ ସୂଦ ଙ୍କ ନିଦ ଭାଙ୍ଗି ଯାଉଛି । ଆଉ ସୋନୁ ନିଦରୁ ଉଠି କହୁଛନ୍ତି କଣ ଭାଇ କାହିଁକି ମୋତେ ଡିଷ୍ଟର୍ବ କରୁଛ ? ଷ୍ଟେସନ ରେ ବି କେହି ଟିକେ ଭଲ ଭାବେ ଶୋଇବାକୁ ଦେଉ ନାହାନ୍ତି ବୋଲି କହିଛନ୍ତି ଅଭିନେତା ସୋନୁ ସୂଦ । ସେ ଆଗକୁ କହିଛନ୍ତି ଷ୍ଟେସନ ର ଜୀବନ ଠାରୁ ଆଉ କିଛି ଭଲ ନାହି ।

ଶୁଟିଙ୍ଗ ସାରିବା ପରେ ସେ ବ୍ୟାକ ଅପ କରି ଘରକୁ ଫେରିଛନ୍ତି କହି ଲୋକାଲ ଟ୍ରେନ ରେ ଚଢିଗଲେ । ଖାଲି ଏତିକି ନୁହେଁ ଟ୍ରେନ ସିଟ ରେ ସୋଇଲେ ଆଉ ଟ୍ରେନ ଧରି ଝୁଲିଲେ ମଧ୍ୟ । ତେବେ ଏହି ଭିଡିଓ ରେ ସୋନୁ ସୂଦ ପୁରା ଛୋଟ ପିଲା ଭଳି ହେଉଛନ୍ତି । ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ସହ ମଜା କରିବା ସହ ତାଙ୍କ ସହ ସେଲଫି ମଧ୍ୟ ନେଇଛନ୍ତି ସୋନୁ ସୂଦ ।

କିନ୍ତୁ ଏତିକିରେ ସଋ ନ ଥିଲା ତାଙ୍କର ମଜା ଆଉ ମସ୍ତି ସେ ପ୍ଲାଟଫର୍ମ ରେ ଓଲହାଇବା ପରେ ସେଠାରୁ ପାଣି ପିଇଲେ । ମିନେରାଲ ୱାଟର ଆଗରେ ଷ୍ଟେସନ ପାଣି ଫିକା ପଡିବ ବୋଲି ସୋନୁ ସୂଦ କହିଛନ୍ତି । ଏମିତି କହି ମୁମ୍ବାଇ ରେ ବହୁତ ମଜା କରିଲେ ସୋନୁ ସୂଦ । ବନ୍ଧୁଗଣ ଆପଣ ମାନଙ୍କର ସୋନୁ ସୂଦଙ୍କ ଏଭଳି ମଜା ମସ୍ତି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *