“ସେ ମୋ ଇଜ୍ଜତ ସହ ଖେଳିଲା ଏବେ କହୁଛି 10 ହଜାର ନେଇ…” ଯୁବତୀ ଜଣଙ୍କ ଯାହା କହୁଛନ୍ତି ଶୁଣି ରକ୍ତ ଗରମ ହୋଇଯିବ! ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇ ଗଲାଣି ଯାହା ପାଇଁ କିଛି ନା କିଛି ଘଟଣା ପ୍ରତି ଦିନ ସାମନା କୁ ଆସୁଛି । ବର୍ତ୍ତମାନ ସମୟରେ ଅଧିକାଂଶ ଘଟଣା ପ୍ରେମୀ ଯୁଗଳଙ୍କୁ ନେଇ ଆସୁଛି ଯାହାକୁ ନେଇ ଅନେକ ସମୟରେ ଚର୍ଚ୍ଚା ବି ହେଉଛି ତ ଆଉ କିଛି ସମୟରେ ବିବାଦ ମଧ୍ୟ ଦେଖା ଯାଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଯୁବତୀ ଜଣକ କହୁଛନ୍ତି ତାଙ୍କ ସହ କଣ ସବୁ ହୋଇ ଯାଇଛି ।

ତାଙ୍କୁ ତାଙ୍କର ପ୍ରେମିକ କେମିତି ପ୍ରେମ କରି ଧୋକା ଦେଇଛନ୍ତି ସେ ବିଷୟରେ ଗଣ ମାଧ୍ୟମରେ ଯୁବତୀ କହିଛନ୍ତି । ଯୁବତୀ ଜଣକ କହୁଛନ୍ତି ମୁଁ ତୋତେ ଆଉ ରଖିବୀ ନାହି ତୋତେ ୧୦ ହଜାର ଟଙ୍କା ଦେଇ ଯିବା ପାଇଁ କହୁଛନ୍ତି । ଏମିତିକି ଯଦି ଯୁବତୀ ଜଣକ ନ ଯାଆନ୍ତି ତେବେ ଯିବାରୁ ମାରି ଦେବେ ବୋଲି ଧମକ ଦେଉଛନ୍ତି ପ୍ରେମିକ । ଯୁବତୀ ଜଣକ ଆଗକୁ କହୁକନ୍ତି ତାଙ୍କ ଘରେ ରାଏଗଡା ଗୁଡାରି ଗାଁ ରେ । ଯୁବତୀଙ୍କର ବାହାଘର ଯେଉଁଠି ଠିକ ହୋଇଥିଲା ସେ ଜାଗାର ନାଁ ହେଉଛି ଇଶାନ ସାହି ବସ୍ତି ଆଉ ତାଙ୍କ ନାଁ ହେଉଛି ଜଜ ।

ଯୁବକଙ୍କ ମା ଥିବା ଅବସ୍ଥାରେ ବାହାଘର ହୋଇଥିଲା ବୋଲି ଯୁବତୀ କହିଛନ୍ତି । ଯୁବକ ମଧ୍ୟ ବାହଘରେ ରାଜି ଥିଲେ । କିନ ତୁ ଏବେ ଯୁବତୀ ଙ୍କୁ ଆଣିବା ପରେ ଆଉ ରଖିବେ ନାହି ବୋଲି କହୁଛନ୍ତି ଯୁବକ । ଏମିତିକି ଟଙ୍କା ୧୦ ହଜାର ନେଇ ଯିବାକୁ ଧମକ ଦେଉଛନ୍ତି ଯୁବକ । ଆଗକୁ ଯୁବତୀ କହୁଛନ୍ତି ଯୁବକ ଜଣଙ୍କ ତାଙ୍କର ଇଜତ ଲୂଟିଛନ୍ତି ଆଉ ଇଜ୍ଜତ ସହ ଖେଳିଛନ୍ତି ସେହି କଥା କହିବାରୁ ୧୦ ହଜାର ଟଙ୍କା ନେଇ ଯିବାକୁ କହୁଛନ୍ତି ଯୁବକ । ଦୁହିଙ୍କର ନିର୍ବନ୍ଧ ସଋ ଯାଇଛି ଉଭୟଙ୍କ ପରିବାରର ସହମତିରେ ।

ଆଉ ଏହା ପରେ ଯବକ ଜଣକ ଯୁବତୀ ଙ୍କ ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ଏବେ ତାଙ୍କୁ ବାହା ହେବାକୁ ମନା କରି ଦେଇଛନ୍ତି ଯୁବକ ଜଣକ । ଯୁବତୀ କହୁଛନ୍ତି ୧୦ ହଜାର ଟଙ୍କା ମୋର ଦରାକର ନାହି । ସେ ଏମିତି ଯଦି କହୁଛି ମାରି ଦେବ ତେବେ ମୋର ଜୀବନ ପ୍ରତି ବିପଦ ଅଛି ବୋଲି ଯୁବତୀ କହୁଛନ୍ତି । କିନ୍ତୁ ତାଙ୍କ ପାଖରେ ମୁଁ ରହିବି ନାହି ବୋଲି ଯୁବତୀ କହିଛନ୍ତି ।

ସେଥିପାଇଁ ଯୁବତୀ ମହିଳା କମିଶନ ର ଆଶ୍ରୟ ନେବେ ବୋଲି ଗଣ ମାଧ୍ୟମ ଆଗରେ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *