ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ Silpa Shetty, ପୋଲିସ ଙ୍କ ସାମ୍ନାରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଜୋରସୋର ଝଗଡ଼ା, ଜାଣନ୍ତୁ ପୁରା ଘଟଣା

ଶିଲ୍ପା ଙ୍କ ସ୍ଵାମୀ ରାଜ କୁନ୍ଦରା ଙ୍କୁ କିଏ ନ ଜାଣେ । ସେ ଏକ ଜଣା ଶୁଣା ବ୍ୟବଶାୟୀ ଅଟନ୍ତି । ତାଙ୍କର ବ୍ୟାପାର ଖୁବ ଅଧିକା ଓ ସୁଦୂର ବିସ୍ତାର ମଧ୍ୟ । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ତାଙ୍କର ଅନେକ କମ୍ପାନୀ ଅଛି ।

ସେ ବ୍ୟାପାର ପାଇଁ ଜଣା ଶୁଣା ଥିଲେ ମଧ୍ୟ ତାଙ୍କ ବିବାହ ଯେବେ ଶିଲ୍ପା ଙ୍କ ଶହ ହୋଇ ଥିଲା ସେ ଖୁବ ଲୋକ ଲୋଚନକୁ ଆସିଥିଲେ । ସେମିତିରେ ତ ଦେଖିବା ପାଇଁ ଗଲେ ରାଜ ଙ୍କର ସମ୍ପତି ଅନେକ ଆହୁରି ଲୋଭ କରି ସେ ଏବେ ଆଇନ ର ଘେରରେ । କୁହା ଯାଉଛି କି ସେ ଅଶୀଳ ଚଳଚିତ୍ର କରି ଏବେ ଖୁବ ପଇସା ରୋଜଗାର କରୁଛନ୍ତି କେବଳ ସେତିକି ନୁହେଁ ଏହା ପାଇଁ ସେ ଅନେକ ଝିଅ ମାନଙ୍କୁ ମଧ୍ୟ ଖୁବ ବାଧ୍ୟ କରୁଥିଲେ ।

ଦେଖିବା ପାଇଁ ଗଲେ ପୋ-ଲି-ଶ ଯେତେ ବେଳେ ତାଙ୍କୁ ଧରିବା ପାଇଁ ଯାଇଥିଲା ସେତେ ବେଳେ ସେ ଏହି ଘଟଣା ବିଷୟରେ ଜାଣି ନଥିଲେ । କିନ୍ତୁ ଏହା ପରେ ସେ ଆଉ କିଛି କହିବା ପାଇଁ ଉପାୟ ପାଇ ନଥିଲେ । ଏକ ସୂତ୍ର ରୁ ଜଣା ପଡିଛି କି ଏହା ଜାଣିବା ପରେ ଶିଲ୍ପା ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ଖୁବ ଝଗଡା ହୋଇ ଥିଲା । ପୋ-ଲି-ଶ ଙ୍କ ଆଗରେ ନିଜକୁ ଆଉ ସମ୍ଭାଳି ନ ପାରି କାନ୍ଦି ଦେଇଥିଲେ ଶିଲ୍ପା ।

ସେ କହିଥିଲେ କି ଚାଟିଂ ବିଷୟରେ ସେ କିଛି ଭି ଜାଣି ନଥିଲେ । ଏହା ପରେ ସେ ଖୁବ ରାଗି ଥିଲେ ରାଜ ଙ୍କ ଉପରେ । କେବଳ ସେତିକି ନୁହେଁ ନିଜ ବୟାନ ଦେଉଥିବା ବେଳେ ସେ ଖୁବ ନର୍ଭସ ଦେଖା ଯାଉ ଥିଲେ । କିଛି ସମୟର ପଚରା ଉଚାର ପରେ ସେ ନିଜ ସ୍ବାମୀଙ୍କ ସପକ୍ଷରେ କହିଥିଲେ କି ସେ ଯେଉଁ ଚଳଚିତ୍ର ବନେଇଛନ୍ତି ଏହା ଅଶୀଳ ନୁହେଁ । ଏହା ଆଡଲ୍ଟ କଣ୍ଟେନ ନୁହେଁ ।

ଏହାକୁ ଏରୋଟିକା ବୋଲି କୁହା ଯାଇ ପାରେ କିନ୍ତୁ ଏହା ପାଇଁ ସେ କିଛି ଭୁଲ କାମ କରି ନାହାଁନ୍ତି ବୋଲି କହିଥିଲେ । ଏହି ଭଳି ଅନେକ ଚଳଚିତ୍ର ଆପଣଙ୍କୁ ୱେବ ସିରିଜ ଭଳି ମିଳିବ । ସବୁ ଶୁଣିବା ପରେ ମଧ୍ୟ ତାଙ୍କୁ ପୋ-ଲି-ଶ ନିଜ ସହ ନେଇ ଯାଇଥିଲା । ରାଜ ଙ୍କ ଅଭି ଯୋଗ କୁ ଦେଖିକି ଆହୁରି ୧୧ ଜଣ ଧାରା ହୋଇ ସାରିଲେଣି ।

ଏତେ ପଇସା ଥାଇ ମଧ୍ୟ ନିଜ ଲୋଭ ପାଇଁ ସେ ଆଜି ଅସୁବିଧାରେ । ଜଣା ପଡିଛି କି ପ୍ରାୟ ୨୩ ଟୀ କମ୍ପାନୀ ଅଛି ଶିଲ୍ପା ଙ୍କ ନାମରେ ଓ ୯ ଟି କମ୍ପାନୀ ଅଛି ରାଜ ଙ୍କ ନାମର ଏହା ପରେ ଭି ସେ ଏଭଳି କାମ କରୁଥିଲେ । ଯାହା ଲାଜ୍ୟା ଜନକ ଘଟଣା । ଏଠି ପାଈଁ ସିଲ୍ପା ଖୁବ ଅପମାନିତ ହେଉଛନ୍ତି ଓ ଅନେକ ଥଟାର ଶିକାର ମଧ୍ୟ ହେଉଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *