ହାର୍ନିଆ କଣ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା, Dr Lalatendu Mahapatra

ହା-ର୍ନି-ୟା ହେଉଛି ଏକ ହୋ-ଲ ଯାହା ଆମର ଏ-ମ୍ଦ-ଆ-ବ-ନ-ର-ମା-ଲ ଉପରେ ହୋଇଥାଏ ବ୍ୟକ୍ତି କାଶିବା ବା ପେଟରେ ପ୍ରେ-ସ-ର ପଡିବା ସମୟରେ ପେଟରେ ଗୋଲ ଆକାରର ଦେଖାଯାଏ । ହା-ର୍ନି-ଆ ମୁଖ୍ୟତ ୨ ପ୍ରକାରର । ମହିଳାଙ୍କ ଠାରେ ଇ-ନ୍ସି-ଜେ-ନା-ଲ ହା-ର୍ନି-ଆ ଦେଖାଯାଏ । ଆଉ ଏକ ହା-ର୍ନି-ଆ ହେଉଛି ଗ୍ରୋଇନ ହା-ର୍ନି-ଆ । ପେଟର ନାଭି ପାଖରେ ଯେଉଁ ହା-ର୍ନି-ଆ ହୁଏ ତାକୁ ଅମ୍ବଲିକାଲ ହା-ର୍ନି-ଆ କୁହାଯାଏ ।

ହା-ର୍ନି-ଆ ହେବାର କାରଣ ହେଉଛି ଆମ ଶ-ରୀ-ର-ର ମ-ସ-ଲ ଦୁର୍ବଳ ହେବା ଯୋଗୁ ହୋଇଥାଏ । ହା-ର୍ନି-ଆ-ର ୨ ପ୍ରକାର ଲକ୍ଷଣ ଦେଖାଯାଏ । ପ୍ରଥମ ହେଉଛି କାଶିଲେ ବା ଠିଆ ହେଲେ ବା କୁନ୍ଥେଇଲେ ଆମର ଗ୍ରଏନ ପାଖରୁ ସ୍ଵେ-ଲି-ଙ୍ଗ ହେବ ନ ହେଲେ ପେଟ ଭିତରେ ଥିବା ହା-ର୍ନି-ଆ ସ୍ଵେ-ଲି-ଙ୍ଗ ହେବ ଯାହା ସାଧାରଣ ହା-ର୍ନି-ଆ ହୋଇଥାଏ । ଦିତୀୟରେ ହା-ର୍ନି-ଆ ଯେବେ କ-ମ୍ପ୍ଲି-କେ-ଟେ-ଡ ହୋଇଯାଏ ସେତେବେଳେ ହୋଲ ବାହାରକୁ ଆସିଥାଏ କିନ୍ତୁ ଭିତରକୁ ଯାଇ ନ ଥାଏ । ଏହା ଦ୍ଵାରା ପେଟରେ ବୋ-ମେ-ଣ୍ଟି-ଙ୍ଗ ହେବା ସହ ଯ-ନ୍ତ୍ର-ଣା ହେବ ବା ପେଟ ଫୁଲି ଜୀବ ।

ଯେତେବେଳେ ହା-ର୍ନି-ଆ କମ୍ପ୍ଲିକେଟେଡ ହୋଇଯାଏ ତେବେ ତୁରନ୍ତ ଅ-ପ-ରେ-ସ-ନ କରିବାକୁ ପଡିଥାଏ । ଯେବେ ଇଂଷ୍ଟେନ୍ଟା ବାହାରକୁ ଆସିଯାଏ ତେବେ ରକ୍ତ ସରକୁଲେସନ କମ ହୋଇଯାଏ । ଯଦି ହା-ର୍ନି-ଆ ହୋଇଥାଏ ତେବେ ତାର ପ୍ରତିକାର ହେଉଛି ସର୍ଜରୀ । ହା-ର୍ନି-ଆର ଚି-କି-ତ୍ସା ହେଉଛି କ୍ଲି-ନି-କା-ଲି ଡା-ଇ-ଗ୍ନୋ-ସୀ-ସ । ଯେତେବେ ହା-ର୍ନି-ଆ ହେବାର କିଛି ଲକ୍ଷଣ ଦେଖାଯାଏ ତେବେ -ଅ-ଲ୍ଟ୍ରା-ସା-ଉ–ଣ୍ଡ ବା ସି-ଟି ସ୍କ୍ଯା-ନ କରାଯାଏ । ହା-ର୍ନି-ଆର କିଛି ମେଡିକାଲ ଟ୍ରି-ଟ-ମେ-ଣ୍ଟ ନାହି । କାରଣ ହା-ର୍ନି-ଆର କିଛି ବି ମେ-ଡ଼ି-ସି-ନ ଏ ଯାଏଁ ବାହାରି ନାହି ।

ଲାପ୍ରୋସ୍କୋପ ସ-ର୍ଜ-ରୀ ମାନେ ହେଉଛି କେ ହୋଲ ସ-ର୍ଜ-ରୀ ଯାହା ଛୋଟ ଛୋଟ ହୋଲ ଦେଇ ୧ସେଣ୍ଟିମିଟର .୫ ମିଲିମିଟରର ହୋଲ ଦେଇକି ଇନଷ୍ଟୁମେଣ୍ଟ ଯାଏଁ ବା କ୍ୟାମେରା ଯାଏଁ କରାଯାଏ । ହା-ର୍ନି-ଆର ଚିକିତ୍ସାରେ ଗୋଟେ ଜାଲି ଦିଆଯାଏ ଯେଉଁ ହୋଲକୁ ବନ୍ଦ କରିବାକୁ ଜାଲି ଦିଆଯାଏ । ହା-ର୍ନି-ଆ ସର୍ଜରୀ ପରେ ପୁଣି ଥରେ ହା-ର୍ନି-ଆ ହେବାର କମ ଚା-ନ୍ସ-ର-ହି-ଥା-ଏ । କାରଣ ବର୍ତ୍ତମାନର ଆଧୁନିକ ଯୁଗରେ ବିଭିନ୍ନ ପ୍ରକାରର ମେସ ନେଟ ବାହାରିଲାଣି ଯାହାର ବ୍ୟବହାର ଦ୍ଵାରା ହା-ର୍ନି-ଆକୁ ବ-ନ୍ଦ କରା ଯାଇ ପାରୁଛି ।

ଯଦି ରୋଗୀର ସ-ର୍ଜ-ରୀ ପରେ ପରିସ୍ରାରେ ଅ-ସୁ-ବି-ଧା ହେଉଥାଏ ତେବେ ତାକୁ ସେଥିପାଇଁ ମେ-ଡ଼ି-ସି-ନ ଦିଆଯାଏ । ଯଦି ଶରୀରର ଇଂ-ଷ୍ଟେ-ଷ୍ଟା-ଣ୍ଟ ମ-ରି-ଯା-ଏ ତେବେ ହା-ର୍ନି-ଆ ହେବାର ଅଧିକ ଚା-ନ୍ସ ରହିଥାଏ ଓ ସ-ର୍ଜ-ରୀ ସମୟରେ ମେସ ଲଗାଇବେ ଅସୁବିଧା ହୋଇଥାଏ । ଯୁବ ପିଢୀଙ୍କ ଠାରେ ହା-ର୍ନି-ଆ କମ ଦେଖାଯାଏ କାରଣ ସେମାଙ୍କର ମଶଲ ଅଧିକ ଷ୍ଟ୍ର-ଙ୍ଗ ରହିଥାଏ । ବିଶେଷ କରି ବୃଦ୍ଧ ବ୍ୟକ୍ତିଙ୍କ ଠାରେ ବା ଯେଉଁ ମାନଙ୍କର ପ୍ରଥମରୁ ଅ-ପ-ରେ-ସ-ନ ହୋଇଥାଏ ସେମାନଙ୍କ ଠାରେ ହା-ର୍ନି-ଆ ଅଧିକ ଦେଖାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *