ଭୋଲା (ନିରୀହ) ହେବା ଠିକ ନା ଚାଲାକ? ନିଶ୍ଚୟ ଜାଣନ୍ତୁ- Krishna Vani

ଅଧିକ ଭୋଳା ହେଲେ ଲୋକ ବହୁତ ଠକି ଥାନ୍ତି । ଭୋଳ ଲୋକଙ୍କୁ ସମାଜ ମହା ମୂର୍ଖ ଭାବିଥାଏ । ଭୋଳାପଣ, ସରଳତା ଓ ସିଧା ହେବ ଦ୍ଵାରା ମୂର୍ଖର ନିଶାନି ବୋଲି ଲୋକ କୁହନ୍ତି । ଯିଏ ସରଳ ହୋଇନଥାଏ ଲୋକ ତାଠୁ ଦୂରେଇ ରୁହନ୍ତି, ସରଲ ଲୋକଙ୍କୁ ଦୁନିଆଦାରି ଓ ଚାଲାକ ହେବାର ଶିଖ ଦେଇଥାନ୍ତି ।

କଣ ଭୋଳା ହେବ ଏତେ ବେକାର ହୋଇଥାଏ, କଣ ସେ ମୂର୍ଖତା ହୋଇଥାଏ । କଣ ଭୋଳାନାଥ ଶଙ୍କର ଯାନୀ ନାହାନ୍ତି ଚତୁରାଇ କଣ ହୋଇଥାଏ । କଣ ବିଶ୍ଵ ଗୁରୁ ବୁଦ୍ଧିମାନ ନୁହନ୍ତି, ଭୋଳାପଣ ମାନେ ସବୁକିଛି ଭୁଲିଯିବା ।

Image Courtesy: Google

ଯିଏ ଭୁଲିବା ସେ ଭୋଳା ହୋଇଥାଏ, ଭୁଲିବା ପାଇଁ ମନ ନିର୍ମଳ, ସରଳ, ହୋଇବା ଆବଶ୍ୟକ ହୋଇଥାଏ । ଯିଏ ସରଳ ହୋଇନଥାଏ ସେ ଭୋଳା ହୋଇପାରିବ ନାହିଁ । ଯାହାର ମନରେ ସବୁବେଳେ ଲୋଭ, ଓ ଲାଭର ଭାବ ଚାଲିଥାଏ ସେ ଭୋଳା କେବେବି ହୋଇନଥାଏ । ଭୋଳା କେବଳ ସେଇ ହୋଇପାରିବ ଯିଏ ମନର ଭୁଲା ହୋଇଥିବା ଓ ସମଯରେ ମାନ ମିଳୁ କି ସନମାନ ବ୍ୟକ୍ତି ତାକୁ ଭୁଲେଇକି କାର୍ଯ୍ୟ କରିଥାଏ । ଭୋଳା ବ୍ୟକ୍ତି ଏହା କହିଥାଏକି ବିନା ହିସାବ କିତାବରେ ମଧ୍ୟ ଜୀବନ ବଞ୍ଚି ହେବ ।

Image Courtesy: Google

ଏହାର ମାନେ ହୋଇନଥାଏକି ଭୋଳା ବ୍ୟକ୍ତି ମୂର୍ଖ ହୋଇଥାଏ । ଯଦି ଆମେ ମହାଦେବଙ୍କ ଜୀବନକୁ ଭୋଳା ପଣର ଉଦାହରଣ ଦେଇଥାଉ ତ ଆମକୁ ଏହି କଥା ଶିଖିବାକୁ ମିଳିଥାଏ । ଭଗବାନ ଶଙ୍କର ସେଥିପାଇଁ ଦେବ କା ଦେବ ମହାଦେବ ଅଟନ୍ତି । କାରଣ ସେ ନିଜେ କିଛି କିରିଥିଲେ ଆଶା କେବେବି ରଖିନଥାନ୍ତି । ସମସ୍ତେ ଏହିଭଳି ଲୋକଙ୍କ ପ୍ରତି ଦୁଇଟି ଭାବନା ଆସିଥାଏ, ଏମିତ୍ତି କିଛି ଲୋକ ଥାନ୍ତି ଯିଏ ଭୋଳା ଲୋକଙ୍କ ଲାଭ ଉଠାଇ ଥାନ୍ତି । ଆଉ କିଛି ଲୋକ ଥାନ୍ତି ଭୋଳା ଲୋକଙ୍କୁ ଭଗବାନ ବନାଇ ଦେଇଥାନ୍ତି ।

Image Courtesy: Google

ଶଚା ଭୋଳା ସେଇ ହୋଇଥାଏ ଭଗବାନ କହିବାରୁ ନା ଆନନ୍ଦିତ ହୋଇଥାନ୍ତି ଓ କିଏ ଠକିଲେ କଷ୍ଟ ଅନୁଭବ କରିଥାନ୍ତି । ଭୋଳା ଲୋକଙ୍କ ପାଇଁ କିଛି କଥା ରହିଛି ନା ରଖିଥାନ୍ତି ମନର ଆଶା, ଅପମାନର ଧ୍ୟାନ ସଦା କାମନା ରଖିଥାନ୍ତି ଗୋଟେ ଜଗତ କଲ୍ୟାଣ । ଗୋଟେ ଥର ଭୋଳା ନାଥଙ୍କ ଭୋଳାପଣଙ୍କୁ ମନ୍ତ୍ର ବନାନ୍ତୁ । ଜୀବନକୁ ଗୋଟିଏ ନୂଆ ଅର୍ଥ ମିଳିବ । ଆଶା କରୁଛୁ ଏହି ଲେଖାଟି ଆପଣଙ୍କ ଜୀବନରେ କିଛି ଅର୍ଥ ଭରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *