ମହିଳା ମାନଙ୍କର ବଡ ଥିଲେ ଏହି ଅଙ୍ଗ ସେମାନେ ଅଟନ୍ତି ଭାଗ୍ୟଶାଳୀ

ସୃଷ୍ଟିର ରଚୟିତା ବ୍ରହ୍ମାଙ୍କର ନାରୀ ଏକ ଏମିତି ରଚନା ଅଟେ ଯାହାକୁ ସ୍ଵୟଂ ବ୍ରହ୍ମା ମଧ୍ୟ ବୁଝି ପାରିନଥିଲେ । ପ୍ରାଚୀନ କାଳରେ ଅନେକ ବିଦ୍ଵାନ ନାରୀ ମାନଙ୍କ ଉପରେ ଅନେକ ଗ୍ରନ୍ଥ ଲେଖିଛନ୍ତି । ସେମାନେ ମଧ୍ୟ ନାରୀ ମାନଙ୍କର ସ୍ଵଭାବକୁ ବୁଝି ପାରିନଥିଲେ, ଏମିତି କୁହାଯାଏଲି ଘର ସ୍ତ୍ରୀ ଘରର  ଲକ୍ଷ୍ମୀ ବୋଲି କୁହାଯାଏ ।

ଘର ବୈଭବ ଘର ସ୍ତ୍ରୀ ଲୋକ ଉପରେ ନିର୍ଭର କରିଥାଏ । କୁହାଯାଏକି ସ୍ତ୍ରୀ ଯଦି ଘରକୁ ସ୍ଵର୍ଗ ବନେଇଥାଏ ସେହି ମଧ୍ୟ ନର୍କ ବନେଇଥାଏ । ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର କେତେ ଗୁଡିଏ ଲକ୍ଷଣ ବିଷୟରେ କୁହାଯାଇଛି ।

ସେହି ଲକ୍ଷଣ ଗୋଟେ ସ୍ତ୍ରୀକୁ ଚରିତ୍ର ହୀନା କରିଥାଏ ଓ କିଛି ଲକ୍ଷଣ ସ୍ତ୍ରୀକୁ ଭାଗ୍ୟବତୀ  କରିଥାଏ । ଏମିତି ହିଁ ଗୋଟେ ପ୍ରାଚୀନ ଗ୍ରନ୍ଥ ରହିଛି ଯାହାକି ସମୁଦ୍ରିକ ଶାସ୍ତ୍ରରେ ମଣିଷର ଶରୀରର ଆଧାରରେ ତାର ଶରୀର ଏବଂ ଚରିତ୍ର ବିଷୟରେ ବର୍ଣନା କରାଯାଇଛି । ଏହି ଗ୍ରନ୍ଥରେ ଭାଗ୍ୟଶାଳୀ ସ୍ତ୍ରୀଙ୍କର ଶରୀରର  ଲକ୍ଷଣ ବିଷୟରେ ବର୍ଣନା ରହିଛି । ଯଦି ସ୍ତ୍ରୀ ଶରୀରର ସେହି ଅଙ୍ଗ ବଡ ହୋଇଥାଏ ତାହାକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ ।

ପିତା ମୁହଁ ସହିତ ସମାନ ମୁହଁ ଥିବା ମହିଳା ମାନେ ବାପା ଭଳି ଝିଅର ମୁହଁ ଓ ମା ଭଳି ପୁଅର ମୁହଁ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ।ଏହିପରି ସ୍ତ୍ରୀ ପରିବାରକୁ ସବୁବେଳେ ଯୋଡିକରି ରଖିଥାଏ ।  ଯେଉଁ ସ୍ତ୍ରୀର ଜିଭ ଲମ୍ବା ଓ ଲାଲ ରଙ୍ଗର ହୋଇଥାଏ ଏବଂ ମଧୁର ବାଣୀ କହିଥାଏ ଏହି ପରିଷ୍ଟିତିରେ ସ୍ତ୍ରୀ ବହୁତ ସୌଭାଗ୍ୟଶାଳୀ ହୋଇଥାଏ । ଏହିଭଳି ସ୍ତ୍ରୀ ଘରକୁ ସୁଖ ସମୃଦ୍ଧି ଓ ବୈଭବ ଆଣିଥାଏ ।

କଳା ଜିଭ ଥିବା ମହିଳା ଦୁର୍ଭାଗ୍ୟଶାଳୀ ଓ ଧନହାନିର ପ୍ରତୀକ ବୋଲି କୁହାଯାଏ । ଯେଉଁ ସ୍ତ୍ରୀର ନାକ ଲମ୍ବା ହୋଇଥାଏ ଓ ଯେଉଁ ମହିଳାର ନକାର ଆଗ୍ରା ଭାଗରେ କଳାଜାଇ ଥାଏ ତାଙ୍କୁ ବହୁତ ଶୁଭ ବୋଲି ମନାଯାଏ । ନକାର କାଉନସିବୀ ସ୍ଥାନରେ କଳାଜାଇ ଥିଲେ ତାକୁ ଶୁଭ ବୋଲି କୁହାଯାଏ । ଯେଉଁ ସ୍ତ୍ରୀର ମୁହଁ ଗୋଲ ବା ଚମକିବା ବାଲା ମୁହଁ ହୋଇଥାଏ ସେହିଭଳି ସ୍ତ୍ରୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ପୁରୁଷର ମୁହଁ ସ୍ତ୍ରୀର ମୁଖଭଳି ହୋଇଥାଏ  ସେ ସନ୍ତାନ ହୀନ ହୋଇଥାଏ ।ସ୍ତ୍ରୀର ଆଙ୍ଗୁଠି ବହୁତ ଲମ୍ବା ହୋଇଥିଲେ ସେଇ ସ୍ତ୍ରୀ ବହୁତ ଦୁର୍ଲଭ ହୋଇଥାଏ । କିନ୍ତୁ ଛୋଟ ଆଙ୍ଗୁଠିଥିବା ମହିଳା ଅନ୍ୟମାନଙ୍କ ପାଇଁ ଭାଗ୍ଯବାନ ହୋଇଥାଏ । କିନ୍ତୁ ଏମାନଙ୍କୁ ନିଜ ଜୀବନରେ ଖାଲି ଦୁଃଖ ଓ କଷ୍ଟ ମିଳିଥାଏ । ଯେଉଁ ସ୍ତ୍ରୀର କାନ ଦିତୀୟା ଚନ୍ଦର ପରି ହୋଇଥାଏ ଏବଂ ଲୋମ ହୀନା ହୋଇଥାଏ ଅତ୍ୟନ୍ତ ଶୁଭ ଓ ଭାଗ୍ୟଶାଳୀ କୁହାଯାଏ ।

Leave a Reply

Your email address will not be published. Required fields are marked *