ଯଦି ଘରେ ଚୁଚୁନ୍ଦ୍ରା ବାସ କରୁଛନ୍ତି, ତେବେ ଜାଣନ୍ତୁ ଏହି ଭୟଙ୍କର କଥା

ଆମେ ଆଜି ଆଲୋଚନା କରିବା ଘରେ ଚୁଚୁନ୍ଦ୍ରା ରହିଲେ ଶୁଭ ନା ଅଶୁଭ । ଆସନ୍ତୁ ଜାଣିବା ଚୁଚୁନ୍ଦ୍ରା ଦ୍ଵାରା କଣ କ୍ଷତି ଓ ଅଶୁଭ ସବୁ ହୋଇଥାଏ । ଏବଂ ଏଥିରେ କଣ ଶୁଭ ଫଳ ମିଳିଥାଏ ତାହା ମଧ୍ୟ ଜାଣିବା । ଚୁଚୁନ୍ଦ୍ରା ବହୁତ ଭୟଙ୍କର ଓ ସାହାସକାରି ହୋଇଥାଏ ।

ମୂଷା ଓ ସାପକୁ ଦେଖିବା କ୍ଷଣି ତାକୁ ଖାଇ ଦେଇଥାଏ । କୁକୁର, ବିଲୁଆ, ଓ ଅନ୍ୟ ପଶୁମାନେ ମଧ୍ୟ ଏହାର ପାଖକୁ ଆସିବା ପାଇଁ ସାହସ କରନ୍ତି ନହିଁ । ପାଖିମାନଙ୍କ ମଧ୍ୟରେ କେବଳ ପେଚା ହିଁ ତାକୁ ମାରି ପରେ । କିନ୍ତୁ ଏହାକୁ ଖାଇବା କ୍ଷଣି ହିଁ ପେଚର ଦେହ ଖରାପ ହୋଇଥାଏ ।

Image Courtesy: Google

ତେଣୁ ପେଚା ମଧ୍ୟ ଏହାକୁ ଖାଇ ନଥାଏ । ଚୁଚୁନ୍ଦ୍ରାକୁ ଅନ୍ୟ ପକ୍ଷୀ ମାନେ ଖାଇବାକୁ ଏଠି ପାଇଁ ଡରିଥାନ୍ତିକି ତାର ଲାଳରେ କଳା ନାଗ ପରି ଭୟଙ୍କର ବିସ ରହିଥାଏ । ଏହାର ଦନ୍ତ ବାଜିବା କ୍ଷଣି ହିଁ ଶିକାରୀକୁ କିଛି ବୁଦ୍ଧି ବାଟ ଦେଖାଯାଇ ନଥାଏ ଓ ମସ୍ତିସ୍କ କାମ କରିବା ବନ୍ଦ କରିଦେଇଥାଏ, ନିଶ୍ଵାସ ନେବାରେ ବହୁତ କଷ୍ଟ ହୋଇଥାଏ । ଏହା ପରେ ସେ ମରିଯାଇଥାଏ ।  ଚୁଚୁନ୍ଦ୍ରା ଲଗାତର ତାର ପାଟିରୁ ଏକ ପ୍ରକାର ଗନ୍ଧ ଛାଡିଥାଏ । କୌଣସି ଭୟଙ୍କର ଜୀବ ତା ପାଖକୁ ଆସିନଥାଏ ।

Image Courtesy: Google

ମୂଷା, ଗୁଣ୍ଡୁଚି ମୁସା, ଓ ଚୁଚୁନ୍ଦ୍ରା ଜୀବ ମଧ୍ୟରେ ଯେଉଁଠାରେ ମୁସର ଆୟୁଷ କାଳ ତିନିରୁ ଚାରିବର୍ଷ ହୋଇଥିବା ବେଳେ, ଚୁଚୁନ୍ଦ୍ରାର ଆୟୁଷ କାଳ ଦସ ବର୍ଷରୁ ୨୦ ବର୍ଷ ହୋଇଥାଏ । ଚୁଚୁନ୍ଦ୍ରା ବିଷୟରେ ଏହିପରି କୁହାଯାଏକି ଯେଉଁ ଘରେ ଚୁଚୁନ୍ଦ୍ରା ଥାଏ ସେଠାରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଏଥିରେ କେତେ ସତ୍ୟତା ରହିଛି ଆମେ ଯାନିନୁ । କିନ୍ତୁ ଗୋଟିଏ କଥାତ ନିଶ୍ଚିତ ଅଟେ  ଯେଉଁଠାରେ ଚୁଚୁନ୍ଦ୍ରା ରହିଥାଏ ସେଠାରେ ସାପ ମୁସା, କୀଟ ପତଙ୍ଗ ଅନ୍ୟ ସମସ୍ତ ଜୀବ ଜନ୍ତୁ ରୁହନ୍ତି ନହିଁ ।

Image Courtesy: Google

କହିବାକୁ ଗଲେ ଏମାନେ ଘରର ସଫା କରିବା କର୍ମୀ ଓ ସୁରକ୍ଷା କର୍ମୀ ହୋଇଥାନ୍ତି । ଏପରି କୁହାଯାଏ ଏମାନେ ଯେଉଁଠାକୁ ଜାଆନ୍ତି ସେଠାରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଚୁଚୁନ୍ଦ୍ରା ଯେମିତି ଅନ୍ୟ ଜୀବଙ୍କ ଭଳି  ଭୟଙ୍କର ହୋଇଥାଏ ସେହି ପରି ଏମାନେ ମଣିଷ ପାଇଁ ମଧ୍ୟ ଭୟଙ୍କର ହୋଇଥାନ୍ତି । ଚୁଚୁନ୍ଦ୍ରା କାମୁଡିଲେ ହାଇଡ୍ରୋ ଫୋବିଆ ନାମକ ଗୋଟେ ରୋଗ ହୋଇଥାଏ । ଏହି ରୋଗ ହେଲେ ଲୋକର ମୃତ୍ୟୁ ମଧ୍ୟ ହୋଇପାରେ ।

Image Courtesy: Google

ଚୁଚୁନ୍ଦ୍ରା କାମୁଡିଲେ ଆଣ୍ଟି- ରାବବି ଇଞ୍ଜେକସନ ନେବାକୁ ପଡିଥାଏ । ତେଣୁ ଆପଣ ଚୁଚୁନ୍ଦ୍ରକୁ ହାଲୁକାରେ ନିଅନ୍ତୁ ନହିଁ, ଏହା ଏକ ଭୟଙ୍କର ଜୀବ ଅଟେ । କୁହାଯାଏକି ଚୁଚୁନ୍ଦ୍ରା ଜେନ ବ୍ୟକ୍ତିଙ୍କ ଚାରିପଟେ ଥରେ ଘୂରିଯାଏ ବୁଝନ୍ତୁ ତାହା ନିକଟ ଭବିଷୟରେ ବହୁତ ଲାଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *