ମହାଦେବଙ୍କ ଅତି ପ୍ରିୟା ଅଟେ ଏହି 4 ଟି ନାମ, ହୋଇଥାନ୍ତି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ମଣିଷ- Name Astrology

ଭଗବାନ ଶିବ ବହୁତ୍ ଦାନି ଅଟନ୍ତି ସେ ନିଜ ଭକ୍ତଙ୍କୁ ଦେଲା ବେଳେ କିଛି ଭାବନ୍ତି ନାହଁ । ତେବେ ଯେତେ ଶିଘ୍ର ଭୋଲେନାଥ ମାନି ଥାନ୍ତି ଭୁଲ ହେଲେ ସେତେ ଶିଘ୍ର ରାଗି ମଧ୍ୟ ଯାନ୍ତି । ତେବେ ଭଗବାନ ଶିବଙ୍କ କ୍ରୋଧକୁ ସମସ୍ତେ ଡରନ୍ତି ଓ ସମସ୍ତେ ଏହି ପ୍ରୟାସ କରନ୍ତି ଯାହା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତୁ ନା କି ରାଗି ଯାନ୍ତୁ । ଆଜିକା ସମୟରେ ବହୁତ୍ ଏମିତି ଲୋକ ଅଛନ୍ତି ଯିଏ ସବୁ ସୋମବାର ମନ୍ଦିର ଯାଇଥାନ୍ତି କିନ୍ତୁ କିଛି ନାମ ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି ଯାହାଙ୍କ ଉପରେ ଭଗବାନ ଶିବଙ୍କ କୃପା ସବୁବେଳେ ରହିଥାଏ ।

୧- ଏ :

ଯେଉଁ ଲୋକଙ୍କ ନାମ ଏ ଅକ୍ଷର ରେ ଆରମ୍ଭ ହୋଇଥାଏ ସେହି ଲୋକଙ୍କ ଜୀବନରେ କେବେ ବି ବଡ ଅନିଷ୍ଠ ଘଟି ନଥାଏ । ଏହି ନାମ ବ୍ୟକ୍ତିଙ୍କୁ ଭଗବାନ ଶିବ ବହୁତ୍ ଖରାପ୍ ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିଥାନ୍ତି । ଏହି ନାମ ବ୍ୟକ୍ତି କେବେ କାହାକୁ କିଛି ଖରାପ କୁହନ୍ତି ନାହଁ ଓ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି । ଏହି ନାମ ଲୋକଙ୍କୁ ବ୍ୟବସାୟ ଓ ଅନ୍ୟ କ୍ଷେତ୍ର ରେ ଲାଭ ଦେଖିବାକୁ ମିଳିଥାଏ ।

୨- ଆର :

ଯେଉଁ ଲୋକଙ୍କ ନାମ ଆରରେ ହୋଇଥାଏ ସେହି ଭଳି ଲୋକଙ୍କ ଜୀବନରେ କିଛି ଅସୁବିଧା ଆସିଲେ ମଧ୍ୟ ସେ ବହୁତ୍ ସହଜରେ ତାକୁ ହରେଇଥାନ୍ତି । ଆର୍ ନାମ ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କ ବହୁତ୍ କୃପା ହୋଇଥାଏ । ଆର ନାମକ ବ୍ୟକ୍ତି ଭଗବାନ ଶିବଙ୍କ ବହୁତ୍ ବଡ ଭକ୍ତ ହୋଇଥାନ୍ତି ଓ ଏହି ଭଳି ବ୍ୟକ୍ତି ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପସନ୍ଦ କରନ୍ତି ।

୩- ଡି :

କେଉଁ ଲୋକଙ୍କ ନାମ ଡି ଅକ୍ଷର ରେ ଆରମ୍ଭ ହୋଇଥାଏ ସେହି ଭଳି ଲୋକଙ୍କ ଜୀବନରେ କେବେ ବି କିଛି ଅସୁବିଧା ଆସୀନଥାଏ କାହିଁକିନା ତାଙ୍କ ଉପରେ ଭଗବାନ ଶିବ ଛାଇ ଭଳି କୃପା କରନ୍ତି । ଏହି ନାମ ବ୍ୟକ୍ତିଙ୍କ ମନ ଅନ୍ୟ ଲୋକଙ୍କ ପାଇଁ ବହୁତ୍ ନରମ ହୋଇଥାଏ । ଏହି ଭଳି ଲୋକ ନିଜ କାମରେ ବହୁତ୍ ପରିଶ୍ରମରେ କରନ୍ତି, ଏହି ଭଳି ଲୋକଙ୍କୁ ସଫଳତା ବହୁତ୍ ଶିଘ୍ର ମିଳିଥାଏ ।

୪- ପି :

ପି ନାମ ବ୍ୟକ୍ତି ଶିବଙ୍କ ରଙ୍ଗରେ ରଙ୍ଗେଇ ଥାନ୍ତି । ଏହି ଭଳି ଲୋକଙ୍କ ମନ ବହୁତ୍ ସଫା ହୋଇଥାଏ ସେଥିପାଇଁ ଭଗବାନ ଶିବ କେବେ ତାଙ୍କ ସହ କିଛି ଖରାପ୍ ହବାକୁ ଦିଅନ୍ତି ନାହଁ । ଏହି ନାମ ଲୋକଂକ ଉପରେ ଭଗବାନ ଶିବ ସବୁବେଳେ କୃପା କରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *