ଭୁଲରେ ବି କିନ୍ନରକୁ ଦିଅନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇଯିବେ ବର୍ବାଦ  

ବୁଧବାର ଦିନ କିନ୍ନର ଦେଖିବା ବହୁତ ଶୁଭ ହୋଇଥାଏ, ତେବେ କିନ୍ନର ମାନେ ବହୁତ ଶୁଭ ହୋଇଥାନ୍ତି ସେଥିପାଇଁ ଭଲ ଭଲ ସମୟରେ କିନ୍ନର ମାନଙ୍କୁ ଡାକି ତାଙ୍କ ଆଶୀର୍ବାଦ ନବା ଉଚିତ ଯେମିତିକି ବାହାଘର, ସନ୍ତାନ ଜନ୍ମ ଓ ଅନ୍ୟ ଶୁଭ କାର୍ଯ୍ୟରେ ଲୋକେ କିନ୍ନରକୁ ଘରକୁ ଡାକି ତାଙ୍କୁ ଧନ ଦେଇ ସନ୍ତୁଷ୍ଠ କରି ପଠେଇଥାନ୍ତି । ତେବେ କେବେ ବି କୌଣସି କିନ୍ନର ମଜା କରିବା ଉଚିତ ନୁହ ଏହା ଛଡା କୌଣସି କିନ୍ନର ପାଇଁ ଅପଶବ୍ଦ ଓ ଖରାପ ବ୍ୟବହାର କରିବା ଉଚିତ ନୁହ ତାଙ୍କୁ ସବୁବେଳେ ସମ୍ମାନ ଦିଅନ୍ତୁ ।

ବହୁତ ଲୋକ ଏହା ଜାଣିଛନ୍ତି ଯେ କିନ୍ନର ବହୁତ ଶୁଭ ହୋଇଥାନ୍ତି ଓ ତାଙ୍କର ବୁଧବାର ଦିନ ଶୁଭ ପ୍ରଭାବ ପଡିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କଣ ପାଇଁ ହୋଇଥାଏ । ଶାସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ବୁଧବାର ଦିନ ନପୁଂସକ ବାର ହୋଇଥାଏ ସେଥିପାଇଁ ବୁଧ କିନ୍ନରଙ୍କ ବହୁତ ଶୁଭ ପ୍ରଭାବ ବୁଧବାର ଦିନ ପଡିଥାଏ ।

Image Courtesy: Google

କିନ୍ନର ପ୍ରଜାତି ପରୁଷ ଓ ସ୍ତ୍ରୀ ପ୍ରଜାତିଠାରୁ ବହୁତ ଭିନ୍ନ ହୋଇଥାନ୍ତି, ତେବେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଏହି ଜାତି ଲୋକ ନିଜେ ଆସନ୍ତି ଓ ସମସ୍ତଙ୍କୁ ନିଜ ମନ ଅନୁଯାଇ ଆଶୀର୍ବାଦ ଦିଅନ୍ତି, ତେବେ ଏହା ବହୁତ ଶୁଭ ହୋଇଥାଏ । କୁହାଯାଇଥାଏ କେବେ ବି କୌଣସି କିନ୍ନର ମାନଙ୍କ ବଦୁଆ ନବା ଉଚିତ ନୁହ ତାଙ୍କ ମୁଖରୁ ଯଦି ଆପଣଙ୍କ ପାଇଁ କିଛି ଖରାପ ବାହାରିଥାଏ

Image Courtesy: Google

ତେବେ ଏହା ଆପଣଙ୍କୁ ପାଇଁ ବହୁତ ଭୟଙ୍କର ହୋଇଥାଏ ସେଥିପାଇଁ କେବେ କୌଣସି କିନ୍ନରକୁ ଦୁଃଖ ଦିଅନ୍ତୁ ନାହିଁ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ କିନ୍ନର ମାନଙ୍କୁ ଦାନ ଦବା ବହୁତ ଶୁଭ ହୋଇଥାଏ ବହୁତ ଏମିତି ଲୋକ ଅଛନ୍ତି ଯିଏ କିନ୍ନର ମାନଙ୍କୁ ବହୁତ କିଛି ଦେଇଥାନ୍ତି ତାଙ୍କୁ କହିବା ଆବଶ୍ୟକ ନାହିଁ କିନ୍ତୁ କଣ ଆପଣ ଜାଣିଛନ୍ତି କିନ୍ନର ମାନଙ୍କୁ ଗୋଟେ ଜିନିଷ ଦାନରେ କେବେ

Image Courtesy: Google

ଦିଅନ୍ତୁ ନାହିଁ ତାହା ହେଉଛି ଝାଡୁ ଭୁଲରେ ବି କୌଣସି କିନ୍ନରକୁ ଦାନରେ ଝାଡୁ ଦିଅନ୍ତୁ ନାହିଁ । କାହିଁକିନା ହିନ୍ଦୁ ଶାସ୍ତ୍ର ଅନୁଯାଇ ଝାଡୁ ଘର ଲକ୍ଷ୍ମୀ ହୋଇଥାନ୍ତି ଓ ଘର ପୁରୁଣା ଝାଡୁ ହେଉ ବା ନୂଆ କେବେ କୌଣସି କିନ୍ନରକୁ ଦାନରେ ବା ସେମିତି ବି ଦିଅନ୍ତୁ ନାହିଁ ନଚେତ ଲକ୍ଷ୍ମୀ ଘର ଛାଡି ଚାଲିଯିବେ ଓ ଆପଣଙ୍କ ଘରେ ଆର୍ଥିକ ସମସ୍ଯା ଆରମ୍ଭ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *