ଏହି ଅଭିନେତ୍ରୀ ମାନଙ୍କ ସ୍ବାମୀଙ୍କୁ ଆପଣ ଆଗରୁ କେବେ ଦେଖିନଥିବେ 

ଆପଣ ମାନେ ଓଡିଆ ସିରିଏଲ ବା ଅଭିନେତ୍ରୀ ନିହାତି ଦେଖୁଥିବେ ଓ ପସନ୍ଦ ମଧ୍ୟ କରୁଥିବେ ତେବେ ପର୍ଦା ଉପରେ ଅଭିନେତ୍ରୀ ବିବାହିତା ବା ଅବିବାହିତା ଜାଣିବା ଅସମ୍ଭବ ଅଟେ । ତେବେ କିଛି ଅଭିନେତ୍ରୀ ଏମିତି ମଧ୍ୟ ଅଛନ୍ତି ଯିଏ ବିବାହ କଲା ପରେ ମଧ୍ୟ ମିଡିଆ ବା ବାହାର ଦୁନିଆରେ ନିଜର ବିବାହ ଖବର ଆସିବାକୁ ଦେଇ ନାହାନ୍ତି । ଏହି ଭଳି ଅଭିନେତ୍ରୀ ମାନଙ୍କ ପରିବାର ଓ ସ୍ବାମୀଙ୍କୁ ଦେଖିବା ପାଇଁ ଫ୍ୟାନ ମାନେ ବେସ ଇଣ୍ଟରେଷ୍ଟଏଡ ହୋଇଥାନ୍ତି ।

ତେବେ ଆଜି ଆମେ ଆପାନଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଜାଣି ନାହାନ୍ତି ।

Image Courtesy: Google

୧. ପିଙ୍କି ପ୍ରଧାନ :

ପିଙ୍କି ଅଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀ ଓ ଗାଇକା ଭାବରେ ବେସ ପରିଚିତ ଚେହେରା ଅଟନ୍ତି, ତେବେ କଣ ଆପାନ ଜାଣିଛନ୍ତି ତାଙ୍କ ସ୍ଵାମୀ କିଏ ତାଙ୍କ ସ୍ବାମୀଙ୍କ ନାମ ସବ୍ୟ ଦାଶ ଅଟେ । ପିଙ୍କି ଗୀତ ବହୁତ ଭଲ ଗାଇଥାନ୍ତି ଓ ବହୁତ ଚଳଚିତ୍ର ଓ ଆଲ୍ବମ ଗୀତ ମଧ୍ୟ ସେ ଗାଇଛନ୍ତି । ଏହା ଛଡା ସେ ବହୁତ ଚଳଚିତ୍ରରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି ।

Image Courtesy: Google

୨. ଫ୍ଲୋରେନ୍ସ ପାଢି :

ଆପଣ ମାନେ ଫ୍ଲୋରେନ୍ସଙ୍କୁ ଜାଣିଥିବେ କାହିଁକିନା ସେ ବହୁତ ସିରିଏଲରେ ଅଭିନେତ୍ରୀ ଭାବରେ କାମ କରିଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ନେଇଥିଲା । ତେବେ କଣ ଆପଣ କେବେ ତାଙ୍କ ସ୍ବାମୀଙ୍କୁ ଦେଖିଛନ୍ତି ଯଦି ଦେଖି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ସ୍ବାମୀଙ୍କୁ ଦେଖେଇବୁ । ଫ୍ଲୋରେନ୍ସ ଦେଖିବା ପାଇଁ ବିବାହିତା ଲାଗନ୍ତି ନାହିଁ ସେଥିପାଇଁ ତାଙ୍କ ଫ୍ୟାନ୍ସ ଭାବନ୍ତି ସେ ବିବାହିତା ନୁହନ୍ତି ।

Image Courtesy: Google

୩. ସୁନିତା :

ଆପଣ ମାନେ ସୁନିତାଙ୍କୁ ଚଳଚିତ୍ରରେ ଦେଖିବାକୁ ପାଇଥିବେ ତେବେ ସେ ବିବାହ ପରେ ଅବରୋଡରେ ରହି ଯାଇଛନ୍ତି । ତେବେ ତାଙ୍କ ଦର୍ଶକ ମାନେ ତାଙ୍କୁ ଏବେ ବି ପର୍ଦାରେ ଦେଖିବା ପାଇଁ ଇଛା କରନ୍ତି । ତେବେ କଣ ଆପାନ ଜାଣିଛନ୍ତି ସୁନିତା କାହା ସହ ବିବାହ କରିଥିଲେ ସୁନିତାଙ୍କ ସ୍ବାମୀଙ୍କ ନାମ ସୋମନାଥ ଅଟେ ।

୪. ମଧୁ :

ଆପଣ ମାନେ ମଧୁଙ୍କୁ “ଶିଷ୍ଟର ଶ୍ରୀ ଦେବୀରେ ଦେଖିବା ପାଇଥିବେ ଏହା ଛଡା ସେ ବହୁତ ସିରିଏଲ ରେ ମଧ୍ୟ ନେଗେଟିବ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ତେବେ ଯେ ହେଉଛନ୍ତି ତାଙ୍କ ସ୍ଵାମୀ, ଦୁହେଁ ବହୁତ ଭଲ ମଧ୍ୟ ଲାଗନ୍ତି ।

Leave a Reply

Your email address will not be published. Required fields are marked *