ଏମାନେ ହେଉଛନ୍ତି ସିରିୟଲ ‘ରାଧା କୃଷ୍ଣ’ର Actor ମାନଙ୍କ Real Life Partner

ଆପଣ ମାନେ କଲର୍ସ ଚେନେଲରେ ରାଧା କୃଷ୍ଣ ସିରିଏଲ ଦେଖିବାକୁ ପାଇଥିବେ । ଏହି ସିରିଏଲରେ ରାଧା ଓ କୃଷ୍ଣଙ୍କ ଆଲୋକିକ ପ୍ରେମ କାହାଣୀ ବିଷୟରେ କୁହା ଯାଇଛି, କୃଷ୍ଣ ନିଜ ପ୍ରେମରେ କିଛି ବି କରିବାକୁ ରାଜି ଅଛନ୍ତି କିନ୍ତୁ ନିଜ ରାଧେକୁ ମୋହ ବନ୍ଧନରେ ବାନ୍ଧିବାକୁ ଚାହୁଁ ନାହାନ୍ତି ।

ରାଧା କୃଷ୍ଣଙ୍କ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ କରା ଯାଇଛି ତେବେ କଣ ଆପଣ ଜାଣିଛନ୍ତି ଏହି ସିରିଏଲ କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର କିଏ ଅଟେ ଓ ସେ ଦେଖିବାକୁ କେମିତି ଅଛନ୍ତି ।

Image Courtesy: Google

୧. ସୁମେଧ ମୁଦଗଲ୍କର :

ସୁମେଧ ମୁଦଗଲକର ଏହି ସିରିଏଲରେ ମୁଖ୍ୟ ଅଭିନୟ କୃଷ୍ଣ ରୂପରେ ଦର୍ଶକ ମାନାଙ୍କ ସମ୍ମୁଖିନ ହୋଇଛନ୍ତି । ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ବହୁତ ଖୁସି ହୋଇଥାନ୍ତି ଓ ବହୁତ ଲୋକ ତାଙ୍କୁ ଭଗବାନ କୃଷ୍ଣ ମାନୁଚନ୍ତି । ଆପଣ ମାନେ ସମସ୍ତେ ଏହି କଥା ଜାଣିଛନ୍ତି କି ସୁମେଧ ମରାଠୀ ପରିବାରରୁ ବିଲୋଙ୍ଗ କରନ୍ତି ଓ ବର୍ତମାନ ସେ ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ଡେଟ କରୁଛନ୍ତି ।

Image Courtesy: Google

୨. ହିମାଂଶୁ ସୋନି :

ଆପଣ ମାନେ ହିମାଂଶୁ ସୋନିଙ୍କୁ ମହାଭାରତ ସିରିଏଲରେ ମଧ୍ୟ କୃଷ୍ଣ ରୂପରେ ଦେଖିଥିବେ ତାଙ୍କ ଅଭିନୟ ଏତେ ସୁନ୍ଦର ଯେ ତାଙ୍କୁ ଦେଖିଲେ ଏହା ଅନୁଭବ ହୋଇଥାଏ ଯେ ସତରେ ସେ ଭଗବାନ କୃଷ୍ଣ ଅଟନ୍ତି । ତେବେ ହିମାଂଶୁ ସୋନି ରାଧା କୃଷ୍ଣ ସିରିଏଲରେ ବଡ କୃଷ୍ଣ ଅଭିନୟ କରିଛନ୍ତି । ତେବେ କଣ ଆପାନ ଜାଣିଛନ୍ତି ହିମାଂଶୁଙ୍କ ସ୍ତ୍ରୀଙ୍କ ନାମ ଶୀତଳ ଅଟେ ସେ ଦୁଇ ବର୍ଷ ଭଲ ପାଇବା ପରେ ଶୀତଳ ସହ ବିବାହ କରିଥିଲେ ।

୩.  ଅର୍ପିତ ରାଙ୍କା :

ଆପଣ ମାନେ ଷୋରେ କଂସ ମାମୁ ଅଭିନୟରେ ଅର୍ପିତ ରାଙ୍କା ଦେଖା ଦେଇଛନ୍ତି ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ତାଙ୍କ ନକାରାତ୍ମକ ଭାଗବାନ ଦ୍ଵାରା ସିରିଏଲରେ ଜୀବନ ପକେଇଥାଏ । ଆପାନଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ତାଙ୍କ ସ୍ତ୍ରୀ ନାମ ନିଧି ଅଟେ ଓ ଦୁହିଙ୍କ ପ୍ରେମ ବହୁତ ଭଲରେ ଦେଖା ଦେଇଥାଏ ।

Image Courtesy: Google

୪. ମଲିକା ସିଂହ :

ରାଧା କୃଷ୍ଣ ସିରିଏଲରେ ରାଦ୍ଧାଙ୍କ ଅଭିନୟ ପାଇଁ ମଲିକା ସିଂହ ଅଛନ୍ତି ତେବେ ଦର୍ଶକ ମାନେ ତାଙ୍କ ଚୁଲବୁଲା ସ୍ଵଭାବ ଓ ମଜାଳିଆ ବ୍ୟବହାର ଏବଂ ଗମ୍ଭୀର ଅଭିନୟ ପାଇଁ ତାଙ୍କୁ ବହୁତ ପସନ୍ଦ କରିଛନ୍ତି । ତେବେ ଖବର ଅନୁଯାଇ ମଲିକା ସିଂହ ବର୍ତମାନ ପର୍ଯ୍ୟନ୍ତ ଶିଂଗଲ ଅଛନ୍ତି ଓ ତାଙ୍କର କୌଣସି ବୟଫ୍ରେଣ୍ଡ ନାହିଁ ।

Leave a Reply

Your email address will not be published. Required fields are marked *