ବିବାହିତା ନାରୀ ମାନଙ୍କ ପାଇଁ କିଛି ନିହାତି ଜାଣିବା କଥା- ନିଶ୍ଚୟ ଦେଖନ୍ତୁ

ହିନ୍ଦୁଧର୍ମରେ ୧୨ ମାସରେ ୧୩ ପରବ ପାଳିତ ହୋଇଥାଏ । ଏହି ସବୁ ପରବ ମଧ୍ୟରୁ କିଛି ଏହିପରି ପରବ ଅଛି ଯାହା କେବଳ ବିବାହିତ ନାରୀ ମାନେ ପାଳନ କରିଥାନ୍ତି । ୧୨ମାସରେ ଯେତେ ବି ପର୍ବ ପଡିଥାଏ ଯେଉଁ ନାରୀ ସବୁ ପର୍ବ ପାଳନ କରିଥାଏ ସେମାନଙ୍କ ଗୃହରେ ମା ଲକ୍ଷ୍ମୀ ଙ୍କ ବାସ ସ୍ଥାନ ରହିଥାଏ । ସୁଦଶା ବ୍ରତ ଓ ମାଣବସା ପୂଜାକୁ ଯେଉଁ ନାରୀ ଉଚିତ ମାର୍ଗରେ ପାଳନ କରିଥାଏ ସେହିପରି ବିବାହିତା ନାରୀ ପାଖରେ ସଦା ସର୍ବଦା ଲକ୍ଷ୍ମୀ ବାନ୍ଧି ହୋଇରହିଥାନ୍ତି ।

ସେମାନଙ୍କ ପକ୍ଷରୁ ଦ୍ରାରିଦ୍ରତା ଦୂର ହୋଇଥାଏ, ଧନ ସମ୍ପଦ ର କେବେ ବି ଅଭାବ ରହେ ନାହିଁ । ଗୃହରେ ସ୍ବାମୀଙ୍କୁ ଦେବତା ଭଳି ମାନି ଚାଲିଲେ, ମନ ଜାଣି ସେବା କଲେ ସେ ଗୃହକୁ ୩୩କୋଟି ଦେବତାଙ୍କ ଆଶୀର୍ବାଦ ମିଳିଥାଏ ।

ବିବାହିତା ନାରୀ ସ୍ବାମୀଙ୍କ ମନ ରେ ନାନା ପ୍ରକାରର ଦୁଃଖ ଦେଇ ନିଜ ଗୃହକୁ ଅଶାନ୍ତି ରେ ପୂର୍ଣ କରିଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀ ରୁଷ୍ଠ ହୋଇ ସେ ଗୃହକୁ ତ୍ୟାଗ କରିଥାନ୍ତି । ଶାଶୁ, ଶଶୁର, ନଣନ୍ଦ ଓ ଦିଅର ବା ଦେଢଶୁର ଙ୍କୁ ଉପଯୁକ୍ତ ସେବା ଆଦର କରୁଥିଲେ ଦେବତା ମାନଙ୍କ ଦୟାରୁ ଗୃହକୁ କୌଣସି ବାଧା ଆସିନଥାଏ ।


ଯେଉଁ ବିବାହିତା ନାରୀ ସ୍ବାମୀଙ୍କ ମନ ରେ ସଦା ସର୍ବଦା କଷ୍ଟ ଦେଇଥାଏ ଓ ସମସ୍ତ କର୍ମ ରେ ବାଧା ସୃଷ୍ଟି କରିଥାଏ ସେହି ଘରେ ବିବାହିତା ନାରୀକୁ ଲୋକେ ହତଲଖ୍ମୀ ବୋଲି କୁହାଯାଇଥାଏ । ସେ ଗୃହରେ ପ୍ରବେଶ କରିବାକୁ ମା ଲକ୍ଷ୍ମୀ ଅଶାନ୍ତି ହୁଅନ୍ତି । ସେ ସ୍ତ୍ରୀ ଙ୍କର ଧନ ହୀନତା ଓ ଦରିଦ୍ରତା ବୃଦ୍ଧି ପାଇଥାଏ ।

ସ୍ବାମୀଙ୍କ ମନରେ ଦୁଃଖ ଦେଲେ ପରିବାର ରେ ଅଶାନ୍ତି ବଢିଥାଏ । ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ରେ ବ୍ୟାଘାତ ଘଟିଲେ ସେ ଗୃହକୁ ବାଧାବିଘ୍ନ ଆସିଥାଏ । ସ୍ବାମୀଙ୍କ ସେବା ନିୟମିତ କରୁନଥିଲେ ସେ ସ୍ତ୍ରୀ ବାହାରକୁ ହତଲଖ୍ମୀ ବୋଲି ବିଚାର କରାଯାଇଥାଏ । ଯେଉଁ ବିବାହିତା ସ୍ତ୍ରୀ ସାସୁ ଶାସୁରଙ୍କ ସେବା କରୁନଥାଏ, ମନ ଜାଣି କାମ କରୁନଥାଏ ସେହି ସ୍ଥିତିରେ ସ୍ବାମୀଙ୍କୁ ନାନା ପ୍ରକାରର ଅମଙ୍ଗଳ ଫଳ ମିଳିଥାଏ ।

ପରିବାର ତଥା ସନ୍ତାନ ମାନଙ୍କ କ୍ଷେତ୍ରରେ ମଧ୍ୟ ଅମଙ୍ଗଳ ଦେଖା ଦେଇଥାଏ । ଯେଉଁ ବିବାହିତା ନାରୀ ସ୍ବାମୀଙ୍କ ମନ ଜାଣି କାର୍ଯ୍ୟ କରିଥାନ୍ତି ସେହି ପରି ପରିବାର ଶିବ ପାର୍ବତୀ ଙ୍କର କୃପା ସର୍ବଦା ପ୍ରାପ୍ତ କରିଥାନ୍ତି । ଯେପରି ସ୍ତ୍ରୀ ମାନେ ସ୍ବାମୀଙ୍କ ପ୍ରତି ଅନୁରପ୍ତ ରହିବା ଆବଶ୍ୟକ ସେହିଭଳି ସ୍ଵାମୀ ମାନେ ମଧ୍ୟ ପତ୍ନୀବ୍ରତ ରହିବା ଆବଶ୍ୟକ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *