ଭୟଙ୍କର ରୁ ଭୟଙ୍କର ଅର୍ଶ ବା ରକ୍ତ ପଡୁଥିଲେ ମାତ୍ର ଥରେ ଏହାର ସେବନ କରନ୍ତୁ- Health Tips

ଆଜିକାଲି ଭୁଲ ଜୀବନ ଶୈଳୀ ଓ ଖାଦ୍ୟପେୟ ଅନିୟମିତା ଯୋଗୁ ଲୋକ ମାନଙ୍କର ମଳକଣ୍ଠ ବା ଅର୍ଶ ଭଳି ସମସ୍ଯା ଦେଖା ଯାଉଛି । ଯାହାକୁ ଆମେ ଇଂରାଜୀରେ ପାଇଲ୍ସ କହିଥାଉ । ଅର୍ଶ ହେଲେ ବସିବା ଉଠିବାରେ ସମସ୍ଯା ହେବା ସହ ରକ୍ତ ପଡିଥାଏ । ଅର୍ଶ ହେବାର ବିଭିନ୍ନ କାରଣ ଅଛି । କିନ୍ତୁ କବଜ, ଗ୍ଯାସ, ଏସିଡିଟି ବା ଯଦି ଆପଣଙ୍କ ପେଟ ଠିଆ ଭାବେ ସଫା ହେଉ ନଥିବ ତେବେ ଅର୍ଶ ଭଳି ସମସ୍ଯା ଦେଖା ଯାଇଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଘରୋଇ ଉପଚାର ନେଇ ଆସିଛୁ ଯାହା ଦ୍ଵାରା ଅର୍ଶ ଭଳି ସମସ୍ଯା ଦୂର ହୋଇଯିବ । ଏଥିପାଇଁ ଆବଶ୍ୟକ ରହିଛି ଲାଜକୁଳୀ ପତ୍ର ଯାହା ବଣ ବା ଆପଣଙ୍କ ଘର ପାଖରେ ମିଳିପାରେ । ଲାଜକୁଳୀ ଗଛର ଆୟୁର୍ବେଦିକ ଅନୁସାରେ ବିଶେଷ ମହତ୍ଵ ରହିଛି । ଏହାର ପତ୍ରକୁ ଛୁଇଁ ଦେଲେ ଏହା ମଉଳି ଯାଏ ଯାହା ପାଇଁ ଏହାର ନାମ ଲାଜକୁଳୀ ଗଛ ରହିଛି ।

ଏହି ଗଛରେ କଣ୍ଟା ଥିବାରୁ ଧ୍ୟାନ ପୂର୍ବକ ଏହାର ପତ୍ର ବାହାର କରନ୍ତୁ । ଏହା ପରେ ଲାଜକୁଳୀ ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି କଞ୍ଚା କ୍ଷୀର ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏକ କପ କଞ୍ଚା ଗାଈ କ୍ଷୀରର ଆବଶ୍ୟକ ରହିଛି । ଏହା ପରେ ଏହି କ୍ଷୀରରେ ଲାଜକୁଳୀ ପତ୍ର ପକାନ୍ତୁ । ଏହା ପରେ ଆପଣ ଏହାର ସେବନ କରନ୍ତୁ ।

ଖାଲି ପେଟରେ ଆପଣ ପ୍ରତି ଦିନ ଏହାର ସେବନ କରିଲେ ଯେତେ ପୁରୁଣା ଅର୍ଶ ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭଲ ହୋଇଯିବ । ଯଦି ଆପଣଙ୍କର ଅର୍ଶ ସମସ୍ଯା ଅଧିକ ଦିନ ହେଉଥିବ ତେବେ ଏହାର ସେବନ ୧୫ ଦିନ ଯାଏଁ କରନ୍ତୁ । ଯଦି ଆପଣଙ୍କର ଅର୍ଶ ସମସ୍ୟାରେ ରକ୍ତ ପଡୁଥାଏ ତେବେ ଏହାର ଉପଚାର ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ।

ଗେଣ୍ଡୁ ପାତ୍ର ଯାହା ଆପଣଙ୍କ ଘରେ ସହଜରେ ମିଳିଯିବ । ଗେଣ୍ଡୁ ପତ୍ରର ଡେମ୍ଫରୁ ପାତ୍ର ବାହାର କରି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଆଡ କରନ୍ତୁ ୧୦ଟି ଗୋଲମରୀଚ । ଏହି ୨ଟି ସାମଗ୍ରୀକୁ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଏକ ଗ୍ଳାସ ପାଣିରେ ଏହି ପେଷ୍ଟକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଯଦି ଆପଣ ଏହାକୁ କିଛି ଦିନ ସେବନ କରିବେ ତେବେ ଆପଣଙ୍କର ଅର୍ଶରେ ରକ୍ତ ପଡୁଥିଲେ ତାହା ବନ୍ଦ ହୋଇଯିବ । ଆପଣ ଦିନକୁ ୨ ଥର ଖାଲି ପେଟରେ ଏହାର ସେବନ କରନ୍ତୁ । ଆପଣଙ୍କର ରକ୍ତ ହେଉଥିଲେ ତାହା ତୁରନ୍ତ ବନ୍ଦ ହୋଇଯିବ । ଏହା ବହୁ ପୁରାତନ କାଳରୁ ପ୍ରୟୋଗ ହୋଇ ଆସୁଛି । ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହି । ଆପଣ ନିଶ୍ଚିନ୍ତ ଭାବେ ଏହି ୨ଟି ରେମେଡିର ପ୍ରୟୋଗ କରନ୍ତୁ । ଦେଖିବେ ଅର୍ଶ ଭଳି ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *