ସ୍ଵାମୀଙ୍କ ଅପମାନ କରୁଥିବା ସ୍ତ୍ରୀ ମାନେ ଏହାକୁ ଥରେ ନିଶ୍ଚୟ ଦେଖିବା ଉଚିତ- Sri Krishna Updesh

ଆମ ଶାସ୍ତ୍ରରେ ଭଲ ଓ ସୁଖ ଜୀବନ ବଞ୍ଚିବା ପାଇଁ ଅନେକ କଥା କୁହା ଯାଉଛି । ଏହାର ପାଳନ କରିଲେ ମଣିଷ ଜୀବନରେ ସୁଖରେ ବଞ୍ଚିପାରେ । ଯଦି ଏହାର ଅବମାନ କରିଯାଏ ତେବେ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ସ୍ତ୍ରୀ ଓ ପୁରୁଷ କିଛି ନିୟମର ପାଳନ କରିବା ନିହାତି ଜରୁରୀ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ହିନ୍ଦୁ ଶାସ୍ତ୍ର ଅନୁସାରେ କୌଣସି ଅମାବାସ୍ୟା ବା ପୁଂର୍ଣ୍ଣିମା ଦିନ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବା ବା ତେଲ ମାଲିସ କରାଇବା ବା ଆମିଷ ଭୋଜନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ଜୀବନ୍ନରେ ଦୁର୍ଭାଗ୍ୟ ଆସିଥାଏ ।

୨- ଦୀପ, ଶିବଲିଙ୍ଗ, ଶାଳିଗ୍ରାମ, ମଣି, ଦେବୀ ଦେବତାଙ୍କ ମୂର୍ତ୍ତି, ସୁନା, ଯଜ୍ଞ କୁଣ୍ଡ, ଶଙ୍ଖ କେବେ ବି ଭୁଲରେ ତଳେ ରଖିବା ଉଚିତ ନୁହେଁ । ଏସବୁ ରଖିବା ପୂର୍ବରୁ କପଡା ପକାଇ କୌଣସି ଉଚ୍ଚ ଜାଗାରେ ରଖିବା ଉଚିତ ।

୩- ଦିନ ସମୟରେ ବା ପୂଜା କରିବା ସମୟରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମ ରେ କୁହା ଯାଇଛି । ଏପରି କରିବା ଦ୍ଵାରା ମହିଳା ଓ ପୁରୁଷ ରୋଗାଗ୍ରସ୍ତ ହୋଇଥାନ୍ତି । ବିଶେଷ କରି ଆଖି ଓ କାନ ସମ୍ବଧୀୟ ରୋଗର ଶିକାର ହେବାକୁ ପଡିଥାଏ ।

୪- ପୁରୁଷଙ୍କୁ କେବେ ବି ପର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଦରିଦ୍ରତା ବଢିବା ସହ ଧନ ହାନି ହୋଇଥାଏ । ଯଦି ଆପଣ କାହାକୁ ଦାନ ଦେବା ପାଇଁ ସଂକଳ୍ପ କରିଛନ୍ତି ତେବେ ତାହା ସମୟ ଅନୁସାରେ ପୁରା କରିବା ଉଚିତ ।

୫- ସ୍ତ୍ରୀ ମାନେ ଧ୍ୟାନ ଦେବା ଉଚିତ କି ନିଜ ସ୍ଵାମୀଙ୍କ ସହ କେବେ ବି ଖରାପ ବ୍ୟବାହାର କରିବା ବ ଉଚ୍ଚ ପାଟିରେ କହିବା ବା ଅପମାନ ଦେବା ଉଚିତ ନୁହେଁ । ଯେଉଁ ସ୍ତ୍ରୀ ନିଜର ବାଣୀରେ ଅନ୍ୟକୁ ଦୁଖ ଦେଇଥାଏ ସେ ଆଗାମୀ ଜନ୍ମରେ କାଉ ଜନ୍ମ ନେଇଥାଏ ।

୬- ଖରାପ ଲୋକ ସହ ଏକାଠି ରହିବା, ଖାଇବା, ବୁଲିବା ଆଦିକୁ ବର୍ଜନ କରା ଯାଇଛି । ଜଣେ ବ୍ୟକ୍ତି ସହ ରହିବା, ଶୋଇବା ବା ଖାଇବା ସମୟରେ ନିଜର ଗୁଣ ସମ୍ପର୍କରେ କହିବାକୁ ପଡିଥାଏ । ତେଣୁ ଖରାପ ଲୋକ ସଂସ୍ପର୍ଶରେ ଆସିଲେ ନିଜ ଭିତରେ ବି ଖରାପ ଗୁଣ ଆସିଯାଏ ।

୭- ହିନ୍ଦୁ ଧର୍ମ ଅନୁସାରେ ସ୍ତ୍ରୀ ମାନଙ୍କୁ ସୂର୍ଯ୍ୟ ବା ଚନ୍ଦ୍ର ଅସ୍ତ ସମୟରେ ଦେଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଏହା ବ୍ଯତୀତ ଆଖି ସହ ଜଡିତ ରୋଗ ମଧ୍ୟ ହୋଇଥାଏ । କିନ୍ତୁ ସୂର୍ଯ୍ୟ ଉଦୟ ସମୟରେ ଦେଖିବା ଶୁଭ ମନାଯାଏ ।

୮- କେବେ ବି ପିତା, ମାତା, ଭାଇ, ଭଉଣୀ, ପାତୀବ୍ରତା ସ୍ତ୍ରୀ, ସ୍ଵାମୀ, ଗୁରୁଙ୍କର ଅନାଦାର କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ବ୍ୟକ୍ତିକୁ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *