ବିବାହିତା ବ୍ୟକ୍ତି ସହ ପ୍ରେମ ହୋଇ ଯାଉଛି ତ, ତେବେ ତୁରନ୍ତ କରନ୍ତୁ ଏହି କାମ- Sri Krishna Vani

ଦର୍ଶକ ବନ୍ଧୁ ପ୍ରେମ ତ ସମସ୍ତଙ୍କ ସହ ହୋଇଥାଏ । କିନ୍ତୁ ଯେବେ ବିବାହିତା ମଣିଷ ସହ ପ୍ରେମ ହୋଇଯାଏ ତେବେ କଣ କରିବେ ? ବାସ୍ତବରେ ଦେଖିବାକୁ ଗଲେ ପ୍ରେମ ରଙ୍ଗ, ରୂପ ଦେଖେ ନାହି ବାସ ପ୍ରେମ ହୋଇଯାଏ । ପ୍ରେମ ଦେଖିକି ହୁଏ ନାହି କି ବ୍ୟକ୍ତି ବିବାହିତା କି ନୁହେଁ ।

କେବେ କେବେ ଯାହା ଆପଣଙ୍କ ହିସାବରେ ଠିକ ହୋଇଥାଏ ତାହା ଦୁନିଆ ଆଗରେ ଭୁଲ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣଙ୍କୁ ବିବାହିତା ମଣିଷ ସହ ପ୍ରେମ ହୋଇ ଯାଇଛି କିମ୍ବା ଯଦି ଆପଣ ବିବାହିତା ଆଉ ଅନ୍ୟ କାହା ସହ ପ୍ରେମ ହୋଇ ଯାଇଛି ତେବେ ସେହି କ୍ଷେତ୍ରରେ ଆପଣ କଣ କରିବେ ?

୧- ଯଦି ଆପଣ ବାହା ହୋଇସାରିଛନ୍ତି କିନ୍ତୁ ସ୍ବାମୀଙ୍କ ସହ ଖୁସି ନାହାନ୍ତି । ହୋଇପାରେ ସେ ଆପଣଙ୍କୁ ଭଲ ପାଇବା ଦେଉ ନାହାନ୍ତି କି କେୟାର କରୁ ନାହାନ୍ତି ବା ଶାନ୍ତି ମିଳୁ ନାହି ବା ଆପଣଙ୍କ ସାଥି ଆପଣଙ୍କର ସାଥ ଦେଉ ନାହି । ଆଉ ଏହି ସମୟରେ ଅନ୍ୟ କାହା ସହ ପ୍ରେମ ହୋଇଗଲେ ଆପଣଙ୍କୁ ନିଜର ବିବାହିତା ଜୀବନକୁ ଛାଡିବାକୁ ହେବ । ଏଭଳି ସମ୍ପର୍କକୁ ସବୁ ଦିନ ପାଇଁ ଶେଷ କରିନେବା ଉଚିତ ।

୨- ଯଦି ଆପଣ ବୈବାହିକ ଜୀବନରେ ଖୁସି ଅଛନ୍ତି, କିଛି ସମସ୍ଯା ନାହି, କିନ୍ତୁ ଆପଣଙ୍କୁ ଆଉ କାହା ସହ ପ୍ରେମ ହୋଇଯାଇଛି ଆଉ ନିଜକୁ ଆପଣ ରୋକିପାରୁ ନାହାନ୍ତି ତେବେ ଆପଣ ଜାଣତରେ ଅଜାଣତରେ ବଡ ଭୁଲ କରୁଛନ୍ତି । ଏହି କ୍ଷେତ୍ରରେ ଆପଣ ନିଜ ସହ ନିଜର ସାଥିଙ୍କୁ ବୋ ଧୋକା ଦେଉଛନ୍ତି । ଆପଣଙ୍କୁ ବୁଝିବାକୁ ହେବ କାହାକୁ ଆପଣ ଧୋକା ଦେବାର ଅଧିକାର ନାହି । ଯଦି ଆପଣ ନିଜର ଦାଂପତ୍ଯ ଜୀବନରେ ଖୁସି ନାହାନ୍ତି ତେବେ ଅଲଗା ହୋଇ ଯାଆନ୍ତୁ । କିନ୍ତୁ ଯଦି ଖୁସି ଅଛନ୍ତି ତେବେ ସମ୍ପର୍କ ଖରାପ କରନ୍ତୁ ନାହି ।

୩- ଯଦି ଆପଣ ବିବାହିତା ବ୍ୟକ୍ତିଙ୍କୁ ଭଲ ପାଉଛନ୍ତି କିମ୍ବା ଆପଣ ନିଜେ ବିବାହିତା ହୋଇ ଅନ୍ୟ କୌଣସି ବ୍ୟକ୍ତିକୁ ଭଲ ପାଉଛନ୍ତି ତେବେ ଆପଣଙ୍କୁ ମିଳିବ କଣ ? ଏଥିରେ ଆପଣଙ୍କୁ କେବେଳ ଟାଇମ ପାସ, ଶାନ୍ତି ମିଳିବ ଆଉ କିଛି ନାହି । ସେ ବ୍ୟକ୍ତି ଆପଣଙ୍କୁ କେବେ ବି ଗ୍ରହଣ କରିବେ ନାହି । ସେ ଆପଣଙ୍କୁ କେବେ ପରିବାରରେ ସ୍ଥାନ ଦେବେ ନାହି ।

ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ କି ଆପଣଙ୍କ ଛୁଆକୁ କେବେ ଗ୍ରହଣ କରିବେ ନାହି । ସେଭଳି ବ୍ୟକ୍ତି ଆପଣଙ୍କର ଫାଇଦା ଉଠାଇବେ । ତେଣୁ ଏଭଳି ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ ଆଉ ସବୁ ଦିନ ପାଇଁ ଶେଷ କରି ଦିଅନ୍ତୁ । ଆପଣ ଗୋଟେ ଭୁଲ ମଣିଷ କୁ ଭଲ ପାଇ ବସିଛନ୍ତି ।

ଯିଏ ଆପଣଙ୍କର ସଚ୍ଚା ପ୍ରେମ ସେ ହେଉଛନ୍ତି ଆପଣଙ୍କ ସ୍ଵାମୀ ବା ସ୍ତ୍ରୀ ରୂପରେ ଅଛନ୍ତି । ଆପଣ ଯାହାକୁ ଇଗନୋର କରୁଛନ୍ତି ସେ ହିଁ ଆପଣଙ୍କର ସଚ୍ଚା ପ୍ରେମ ଅଟନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *