ବିଧାତା ଖେଳିଲା ଖେଳ ଗୋଟିଏ ଜୁଇରେ ବାପା-ମା-ଝିଅ ! ସମ୍ପୂର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଖବର ଆସି ପହଞ୍ଚିଛି ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ହୁତୁହୁତୁ ହୋଇ ଜଳୁଛି ଜୁ-ଇ । ପଞ୍ଚ ଭୂତରେ ଲୀନ ହେଉଛି ତିନୋଟି ପ୍ରାଣ । ଆପଣ ମାନେ ବୁଝି ପାରୁଥିବେ ଯେବେ ଗୋଟେ ଜୁ-ଇ 3ଟି ଜୀବନ ଦା-ହ ହେଉଛି ତା ନିଶ୍ଚୟ ଗୋଟେ ପରିବାର ହୋଇଥିବ । ତେବେ ଏହି କଥା ଟି ସତ ।

ଗୋଟେ ପରିବାରର 3 ଜଣ ଲୋକଙ୍କୁ ଗୋଟେ ଜୁଇ ରେ ଦାହ କରିଛନ୍ତି ପରିବାର, ଆତ୍ମୀୟ ସ୍ଵଜନ, ବନ୍ଧୁ ବାନ୍ଧବ । ପ୍ରଥମେ ସ୍ତ୍ରୀ, ନିଷ୍ପାପ ଝିଅ ଓ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି ସ୍ଵାମୀ । କେହି କିଛି ଭାବିବା ଆଗରୁ ସବୁ କିଛି ଶେଷ ହୋଇ ଯାଇଛି । ଚାହୁଁ ଚାହୁଁ ଚାଲି ଯାଇଛି 3 ଟି ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଲକ୍ଷ୍ମୀପୁର ତୋୟାପୁଟ ଗାଁ ରେ ।

ଏଭଳି ଭୟଙ୍କର ଘଟଣା ଘଟିଲା ତାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଧରିଛି । କାହିଁକି ଏମିତି ନିସ୍ପତି ନେଲା ଗାଁ ର ଲିଙ୍ଗରାଜ ସେ ନେଇ କାହା ପାଖରେ କିଛି ବି ଉତ୍ତର ନାହି । ଗାଁ ସାଥି ଙ୍କ କହିବା ଅନୁଯାୟୀ ଲିଙ୍ଗରାଜ କୁଆଡେ ଆଇପିଏଲ କ୍ରିକେଟ ବ୍ୟତାୟଙ୍ଗ ର ଟଙ୍କା ଲଗାଉ ଥିଲେ । ଏମିତିକି ଲକ୍ଷ ଲକ୍ଷ ଟଙ୍କା ଯିବା ପରେ ସେ ସୁଧୁରି ନ ଥିଲେ ।

ଅଧିକ ଟଙ୍କା ରୋଜଗାର କରିବା ଆଶାରେ ସବୁ କିଛି ସର୍ବ ସାନ୍ତ କରି ଦେଲେ ଲିଙ୍ଗରାଜ । କଥା ଏତିକିରେ ସରି ନାହି ଗାଁ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଋଣ ନେଇଛନ୍ତି ଲିଙ୍ଗରାଜ । ତେଣୁ ଅତ୍ୟଧିକ ଋଣ ଭାର ହେବାରୁ ସେ ଏମିତି ପଦକ୍ଷେପ ନେଇଥିବା କଥା କହୁଛନ୍ତି ଗାଁ ଲୋକେ । ନିଜେ ଭଲରେ ରହିବେ ବୋଲି ଟଙ୍କା ଧାର କରିଲେ । ଟଙ୍କା ସୁଝି ନ ପାରିବାରୁ ଚିନ୍ତା ବଢିଲା ।

ଏଥିଲାଗି ନିଜେ ମାନସିକ ଚାପ ରେ ରହି ଜୀବନ ହାରିବା ସହ ଦୁନିଆକୁ ଜଣାଇବା ଆଗରୁ ନିଷ୍ପାପ କୁନି ଝିଅର ଜୀବନ ନେବାକୁ ପଚାଇଲେନି ଲିଙ୍ଗରାଜ । ଆଉ ଏକା ସାଙ୍ଗ ରେ ଗୋଟେ ପରିବାରର 3 ଜଣଙ୍କ ର ଶ-ବ ଦା-ହ-ର ଦୃଶ୍ୟ ସମସ୍ତଙ୍କ ଆଖି ଭିଯାଇ ଦେଇଥିଲା । ଲିଙ୍ଗରାଜ ଙ୍କ ସହ ତାଙ୍କର ସ୍ତ୍ରୀ ଓ ଝିଅର କେମିତି ମୃ-ତ୍ୟୁ ହେଲା ସେ ନେଇ ତଦନ୍ତ ଚାଲିଛି ।

ବ୍ୟବଛେଦ ରିପୋର୍ଟ ଆସିବା ପରେ ସତ ସାମ୍ନା କୁ ଆସିବ ବୋଲି କହିଛନ୍ତି ଆଇଆଇସି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *