ଗୋଟେ ଗୁଜୁରାତି କରିପାରେ କୋଟିପତି, ବାସ କରନ୍ତୁ ଏହି ଛୋଟ ଉପାୟ- Elaichi Totka

ବନ୍ଧୁଗଣ ଆପଣ ମାନେ ଗୁଜୁରାତି ର ବ୍ୟବହାର ନିଶ୍ଚୟ ଖାଇବାରେ କରୁଥିବେ । ଏହା ଖାଦ୍ଯର ଟେଷ୍ଟ କୁ ଅଧିକ ବୃଦ୍ଧି କରାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଗୁଜୁରାତିର ଏକ ଉପାୟ ବିଷୟରେ ଯାହାକୁ କରିଲେ ଆପଣ କୋଟିପତି ହୋଇଯିବେ । ଗୋଟେ ଗୁଜୁରାତି ଆପଣ ନିଜର ତକିଆ ତଳେ ଏମିତି ରଖନ୍ତୁ ତା ପର ଦିନ ଦେଖାଯିବ ଅସର ଆଉ ଚମତ୍କାର ।

ଆପଣଙ୍କର ସବୁ ଗ୍ରହ ଦେବେ ଶୁଭ ଫଳ ଓ ଗୁଜୁରାତି ଆପଣଙ୍କୁ ବନାଇ ଦେବ ଆପଣଙ୍କୁ ଗରିବ ରୁ କୋଟିପତି । କାରଣ ଗୁଜୁରାତି ର ଏହି ଛୋଟ ଉପାୟ ଆପଣଙ୍କୁ ଦେଇ ପାଋବ ମନ ମୁତାବକ ପଇସା ଓ ମନ ପସନ୍ଦର ଜିନ ସାଥି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମର ଦୈନିକ ଜୀବନରେ ସବୁଠାରୁ ଖାସ ହେଉଛି ରାତ୍ରି ସମୟ ।

ଯେବେ ଆମେ ସୋଇଥାଉ ସେହି ସମୟରେ ଆମର ଏନର୍ଜି ଆଉ ଥରେ ଋ-ଭାଇଟାଲ ହୋଇଥାଏ । ଯଦି ମଣିଷ ଭଲରେ ସୋଇଥାଏ ତେବେ ଦିନ ତମାମ ଭଲ ଅନୁ ହବ କରିଥାଏ ଓ ତାର ଦିନ ଭଲ ବ୍ଯତୀତ ହୋଇଥାଏ । କିନ୍ତୁ ଯଦି ଆପଣଙ୍କୁ ରାତିରେ ନିଦ ଠିକ ହେଉ ନାହି ତେବେ ଦିନ ତମାମ ଭଲ ବି ଯାଏ ନାହି । କାମରେ ମନ ଜମା ବି ଲାଗେ ନାହି । ଦିନ ସାରା ଥକାପଣ ଅନୁଭବ ହୋଇଥାଏ ।

ନିଦ ନ ଆସିବାର ଅନେକ କାରଣ ହୋଇଥାଏ । ଯେମିତି କି ଦିନ ସାରା କାମର ଭାର ଅଧିକ ରହିବାରୁ, ଆପଣ କୌଣସି  ମାନସିକ ଚାପ ରେ ଅଛନ୍ତି ସେହି କାରଣରୁ ଆପଣଙ୍କ ଦିନ ଜମା ବି ଭଲ ଯାଏ ନାହି । କିନ୍ତୁ ଆପଣ ଗୁଜୁରାତୟ ତି ର ଏହି ଛୋଟ ମାତ୍ର ଉପାୟ କରିଲେ ସବୁ ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ । ଆପଣଙ୍କୁ ରାତି ରେ ଶୋଇବା ସମୟରେ ୫ରୁ ୬ଟି ଗୁଜୁରାତି ଏକ କପଡା ରେ ବାନ୍ଧି ଦିଅନ୍ତୁ ।

ଏମିତି ରଖିଲେ ଆପଣଙ୍କୁ ନିଶ୍ଚୟ ଭଲ ନିଦ ଆସିବ । ଏହା ସହ ଆପଣଙ୍କର ମାନସିକ ଚାପ ମଧ୍ୟ କମିଯିବ । ଯଦି ଆପଣ ରାତିରେ ଭୟ କରୁଛନ୍ତି ତେବେ ତାହା ମଧ୍ୟ ଦୂର ହେବ । ଏହା ଛଡା ଆଉ ଏକ ଉପାୟ ହେଉଛି ତମ୍ବା ପାତ୍ର ରେ ପାଣି ଭାରି ନିଜ ମୁଣ୍ଡ ପାଖରେ ରଖନ୍ତୁ । ସକାଳୁ ଏହି ପାଣି କୁ କୌଣସି ଏକ ଗଛରେ ଢାଳି ଦିଅନ୍ତୁ । କାରଣ ତମ୍ବା ପାତ୍ର ରେ ଗଜବ ଶକ୍ତି ରହିଥାଏ ଯାହା ନେଗେଟିଭ ଶକ୍ତି କୁ ଦୂର କରିଥାଏ ।

ତମ୍ବା ପାତ୍ର ରେ ପାଣି ଭରି ରାତିରେ ରଖିଲେ ନିଦ ମଧ୍ୟ ଭଲ ଆସିଥାଏ । ଏହା ଛଡା ଆପଣଙ୍କୁ ମାନସିକ ଚାପ ପଡିବ ନାହି । ଧ୍ୟାନ ରଖିବେ ଶୋଇବା ସମୟରେ ଆପଣ ମୁଣ୍ଡ ଦକ୍ଷିଣ ଦିଗରେ ହେବା ଉଚିତ । ଉତ୍ତର ଦିଗକୁ ପାଦ ହେବା ଉଚିତ । ବୈଜ୍ଞାନିକ ଦୃଷ୍ଟିରୁ ଏହା ଉଚିତ ଦିଗ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *