ବିବାହ ବନ୍ଧନରେ ବାନ୍ଧି ହେଲେ Riya Dey, ଦେଖନ୍ତୁ ବେଙ୍ଗଲି ଷ୍ଟାଇଲରେ ହେଉଥିବା ବିବାହର Full Video

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ସାରା କଳାକାର ମାନେ ଅଭିନ କରି ଖୁବ ନାଁ କମାଇ ପାରିଛନ୍ତି । ଅଭିନେତା ଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ବେସ ପ୍ରଭାବିତ କରି ପାରିଛନ୍ତି । ଓଡିଆ କଳାକାର ମାନେ ନିଜର ଅଭିନୟ ସହ ଲୁକ, ଷ୍ଟାଇଲ, ବ୍ୟକ୍ତିତ୍ବ ଓ ସୁନ୍ଦରତା ପାଇଁ ମଧ୍ୟ ବେସ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏଯ ଖାସ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବନ୍ଧୁଗଣ ଆପଣ ମାନେ ଓଡ଼ିଆ ହିରୋଇନ ରିୟା ଦେ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ତେବେ ଗତ କାଲି ତାଙ୍କର ବିବାହ ଶେଷ ହୋଇଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହୁବ ଭାଇରାଲ ହେବାରେ ଲାଗିଛି । ସେ ଅନେକ ସାରା ଓଡିଆ ଫିଲ୍ମ ରେ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । ଦୀର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି ରିୟା । ଅଭିନୟ ସମୟରେ ରିୟା କେତେ ଥର ଟିଭି ପରଦା ରେ ବାହା ହୋଇଛନ୍ତି ।

ଆଉ ଶେଷରେ ନିଜର ରିୟଲ ଲାଇଫରେ ବିବାହ କରିଛନ୍ତି ରିୟା । ସେ ସୁନୀଲ ଙ୍କୁ ବିବାହ କରିଛନ୍ତି । ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଭଲ ପାଇ ଆସୁଥିଲେ ଆଉ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତା ହେଲେ ଋଆ ଙ୍କ ବାହାଘର ରେ ବହୁତ ସାରା ଓଡିଆ ସେଲିବ୍ରେଟି ମାନେ ନଜର ଆସିଥିଲେ । ସବୁ ଓଡିଆ ଅଭିନେତା ଓ ଅହିନେତ୍ରୀ ମାନେ ଯୋଗ ଦେଇ ଖୁବ ସାରା ଏଞ୍ଜୋଏ କରିଥିଲେ । ବର୍ତ୍ତମାନ ରିୟା ଙ୍କୁ ମାତ୍ର ୩୧ ବର୍ଷ ହୋଇଛି ।

ରିୟା ଙ୍କ ବାହାଘର ପୁରା ବଙ୍ଗାଳୀ ଷ୍ଟାଇଲ ରେ ହୋଇଥିଲା । ଆଉ ବଙ୍ଗାଳୀ ପରିବାର ରେ ଯେମିତି ମ୍ୟାରେଜ ହୁଏ ଠିକ ସେମିତି ହୋଇଥିଲା । ବାହାଘର ଯେମିତି ମଜା ମସ୍ତି ହୁଏ ସମସ୍ତେ ଠିକ ସେମିତି କରିଥିଲେ । ସୁନୀଲ ଙ୍କୁ ବାହା ହୋଇ ରିୟା ଏବେ ନିଜ ଶାଶୁଘରକୁ ଯାଇ ସାରିଛନ୍ତି । ୨୦୧୨ ରୁ ସେ ଅଭିନୟ ଦୁନିଆରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ । ଆଉ ସେ କେବେ ବି ପଛକୁ ଫେରି ଚାହିଁ ନାହାନ୍ତି ।

ଓଲିଉଡ ର ସବୁ ଆଗ ଧାଡିର କଳାକାର ମାନଙ୍କ ସହ ଅଭିନୟ କରି ସାରା ଓଡିଶାରେ ନିଜର ଅଲଗା ପରିଚୟ ବନାଇବାରେ ସଫଳ ହୋଇଛନ୍ତି ରିୟା । ତାଙ୍କ ବାହାଘର ରେ ଓଡିଆ କଳାକାର ମାନେ ବହୁତ ସାରା ଡ୍ୟାନ୍ସ ମଜା ମସ୍ତି କରିବାର ନଜର ଆସିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ରିୟା ଙ୍କ ବାହାଘର ର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *