ବିବାହ ଦିନ ନାଚୁଥିଲେ ନୂଆବୋହୂ, ହଠାତ ପିଲାକୁ ଦେଲେ ଜନ୍ମ

ବିବାହ ଦୁଇଜଣ ମଣିଷଙ୍କର ମଧ୍ୟରେ ଜୀବନସାରା ରହିବାର ଏକ ପବିତ୍ର ସମ୍ପର୍କ ହୋଇଥାଏ । ପ୍ରତ୍ୟକ ଲୋକଙ୍କର ଏହି ଇଛା ଥାଏ କି ଯେତବେଳେ ତାଙ୍କର ବିବାହ ହେବ ତ ସାରା ଦୁନିଆ ଦେଖିକି ରହିଯିବ । କିନ୍ତୁ ଇଂଲଣ୍ଡରେ ଜୀବନ ବିତାଇବାକୁ ଯାଉଥିବା ଏକ ଯୋଡି ଘଟଣା କିଛି ଓଲଟା ହୋଇଛି । ଏଠାରେ ନୂଆବୋହୂ ନିଜର ବିବାହ ଦିନ ନାଚୁ ଥିବା ସମୟରେ ଏକ ପିଲାକୁ ଜନ୍ମ ଦେଲା ।

୧୮ ଡିସେମ୍ବର ରେ ଇଙ୍ଗଲଣ୍ଡର ବେଷ୍ଟ ମିଡଲେଡ ରେ ୧୯ବର୍ଷର ଡେନି ମାଉଣ୍ଟଫୋଡ ତଥା ୧୮ ବର୍ଷର କାର୍ଲ ଙ୍କ ବିବାହ ବହୁତ ଧୁମଧାମରେ ଚାଲିଥିଲା । ନୂଆବୋହୂ କାର୍ଲ ନିଜର ହେବାକୁ ଯାଉଥିବା ସ୍ଵାମୀ ସହିତ ଡ୍ୟାନ୍ସ ଫ୍ଲୋର ଉପରେ ଠୁମକା ଲଗାଉ ଥିଲେ । ସେତବେଳେ ନୂଆବୋହୂର ୱାଟର ବ୍ୟାଗ ଫାଟି ଗଲା ଏବଂ ପିଲା ବାହାରକୁ ଆସିବାକୁ ଲାଗିଲା । ଏହି ଦୃଶ୍ୟ ଦେଖି ସବୁ ଅତିଥି ମାନଙ୍କର ହୋସ ଉଡିଗଲା । ବାର ଆମ୍ବୁଲାନ୍ସକୁ ଫୋନ କଲା ଏବଂ ନିଜ ସ୍ତ୍ରୀକୁ ହସ୍ପିଟାଲକୁ ନେଇ ଗଲା ।

ବିବାହରେ ଆସିଥିବା ଅତିଥି ମାନେ ବିଲକୁଲ ବି ଭାବିନଥିଲେ କି ନୂଆବୋହୂ ଗର୍ଭବତୀ ଅଛି ବୋଲି । ତାର ସ୍ଵାମିକୁ ଜଣା ଥିଲାକି ସେ ଗର୍ଭବତୀ ଅଛି ବୋଲି କିନ୍ତୁ ସେ ଭାବି ନଥିଲେ କି ଏତେ ଶୀଘ୍ର ପିଲା ହେଇଯିବ ବୋଲି ।

ଖବର ଅନୁସାରେ ବିବାହ ଦିନ ନୂଆବୋହୂ ୯ମାସ ୨ଦିନ ର ଗର୍ଭବତୀ ଥିଲେ । ହସ୍ପିଟାଲରେ ପହଞ୍ଚବା ପରେ ନୂଆବୋହୂ ଏକ ପିଲାକୁ ଜନ୍ମ ଦେଲା । ତାଙ୍କର ପିଲା ନର୍ମାଲ ତରିକାରେ ହେଲା । ପିଲାର ଓଜନ ୨.୭ କିଲୋ ଥିଲା । ବିବାହ ଦିନ ପିଲାକୁ ଉପହାରରେ ପାଇଥିବାରୁ ବାର ବହୁତ ଖୁସି ହେଲା । ସେ ଦୁଇଜଣ ସୋସିଆଲ ମିଡିଆରେ ବି ନିଜର ଫଟୋ ଶେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *