ବିବାହର ପ୍ରଥମ ରାତିରେ ନିଜକୁ କୁଆଁରୀ ଦେଖାଇବା ପାଇଁ ଅପରେସନ କରୁଛନ୍ତି ଝିଅମାନେ, ଧରା ପଡିଛି ସିକ୍ରେଟ କ୍ଲିନିକ

ବିବାହର ପ୍ରଥମ ରାତିରେ ନିଜକୁ କୁଆଁରୀ ଦେଖାଇବା ପାଇଁ କେତେକ ଝିଅମାନେ ସିକ୍ରେଟ କ୍ଲିନିକର ବ୍ୟବହାର କରୁଛନ୍ତି । ଡକ୍ଟର ମାନେ ପ୍ରାଇଭେଟ ପାର୍ଟର ଏହି ଛୋଟ ଅପରେସନ କରି ଲକ୍ଷ ଲକ୍ଷ କମାଉ ଛନ୍ତି । ଲଣ୍ଡନରେ ଏମିତି କା ୨୨ କ୍ଲିନିକ ମିଳିଛି ଯେଉଁଠି ମହିଳାମାନେ ନିଜକୁ କୁଆଁରୀ ଦେଖାଇବା ପାଇଁ ହାୟମନ ର ସର୍ଜରୀ କରିଥିଲେ । ଆସନ୍ତୁ ଜାଣିବା ଏହା ବିଷୟରେ । ଡେଲି ମେଲ ରିପୋର୍ଟ ଅନୁସାରେ ୨୨ କ୍ଲିନିକର ନାମ ସାମନାକୁ ଆସିଛି ଯେଉଁଠି ମହିଳାମାନେ ରୁଢିବାଦୀ ପରିବାରର ଚାପରେ ହାୟମନ ର ସର୍ଜରୀ କରାଇଛନ୍ତି ଯେମିତି କି ସେମାନେ ନିଜକୁ କୁଆଁରୀ ଦେଖାଇ ପାରିବେ ।

ଏହି ଅପରେସନ ଜରିଆରେ ପ୍ରାଇଭେଟ ପାର୍ଟର ଝିଲ୍ଲୀନୁମା ସରଞ୍ଚନା ‘ହାୟମନ’ଯାହା ସେକ୍ସ କରିବା ସମୟରେ ଝିଣ୍ଡି ଯାଇଥାଏ ।

ତାହାକୁ ପୁଣି ତିଆରି କରାଯାଇ ଥାଏ ,ଯେମିତି କି ମହିଳା ବିବାହର ପ୍ରଥମ ରାତିରେ ନିଜ ସାଥିଙ୍କ ସହିତ ସବନ୍ଧ ରଖିବେ ସେତବେଳେ ସେ ନିଜକୁ କୁଆଁରୀ ଦେଖାଇ ପାରିବେ । ‘ଦ ଗାଇନ ସେଣ୍ଟର’ଲଣ୍ଡନ ର ଏକ କ୍ଲିନିକ ଅଛି ଯିଏ ହାୟମନ ର ମରାମତି କରିଥାଏ ଯେମିତି କି ବିବାହର ପ୍ରଥମ ରାତିରେ ଝିଅ କୁମାରିତ୍ଵ ପ୍ରମାଣିତ ଚାପରୁ ବାହାରି ପାରିବେ । ସମାଜରେ କେତେକ ରୁଢିବାଦୀ ଲୋକମାନେ ଏହା ମାନିଥାନ୍ତି କି ଯଦି ଝିଅର ହାୟମନ ଫାଟି ଥାଏ ତାହେଲେ ସେ କୁଆଁରୀ ନୁହେଁ । ବିବାହ ପୂର୍ବରୁ କୌଣସି ଅନ୍ୟ ପୁଅ ସହିତ ସବନ୍ଧ ରଖି ସାରିଛି । କେତେକ ଥର ଏହି କାରଣ ବିବାହ ଭାଙ୍ଗିବାର କାରଣ ବି ହୋଇ ସାରିଛି ।  

ରିପୋର୍ଟ ରେ ଏହି କଥା ସାମନାକୁ ଆସିଛି କି ମଧ୍ୟ ପୂର୍ବ ଇଲାକା ଏବଂ ଏସିୟାଇ ମହିଳା ଙ୍କ ଘରବାଲା ଏବଂ ସମାଜର ଚାପରେ କୁମାରିତ୍ଵକୁ ଦିତୀୟ ଥର ପାଇବା ପାଇଁ ଏହି ଅପରେସନ କରାଉଛନ୍ତି । ଡକ୍ଟରମାନେ ବି ଏହି ସାମାଜିକ ଚାପର ଫାଇଦା ଉଠାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

Leave a Reply

Your email address will not be published. Required fields are marked *