ବିବାହ ବନ୍ଧନରେ ବାନ୍ଧିହେଲେ ଦିବ୍ୟଦୃଷ୍ଟି ସିରିଏଲର ଦିବ୍ୟ ଓ ଜସ୍ମିନ

ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟ ଦ୍ରୁଷ୍ଟି ସିରିଏଲର ଅଭିନେତା ଅଭିନେତ୍ରୀ ଦିବ୍ୟ ଓ ଜସ୍ମିନ ବିବାହ ବନ୍ଧନରେ ବାନ୍ଧି ହେଲେ । ଅଧିକ ଜାଣିବା ପାଇଁ ଲେଖାଟିକୁ ସେଶ ଯାଏ ପଢନ୍ତୁ । ଆପଣ ପ୍ରତେକ ଦିନ ଦିବ୍ୟଦୃଷ୍ଟି ସିରିୟଲ ପତିଦିନ ଦେଖୁଥିବେ । ଏହି ସିରିଏଲର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଦିବ୍ୟଙ୍କୁତ ବହୁତ ଭଲ ଭାବରେ ଜାଣିଥିବେ । ତାଙ୍କର ଜବରଦସ୍ତ ଅଭିନୟ ଆପଣ ଦିବ୍ୟଦୃଷ୍ଟି ସିରିଏଲରେ ଦେଖିଥିବେ ।

ଦିବ୍ୟ ଓ ଜେସ୍ମିନ ତାଙ୍କ ଦମଦାର ଏକ୍ଟିଂ ପାଇଁ ସେ ବହୁତ ଚର୍ଚାରେ ଅଛନ୍ତି । ସେଥିଲାଗି ସେଇ ସିରିୟଲ ଟି ବହୁତ ଲୋକ ପ୍ରିୟ ହେବାକୁ ଲାଗିଛି । ସେଥିରେ ସେଇ ଦୁଇଜଣଙ୍କ କେମେଷ୍ଟ୍ରି ମଧ୍ୟ ବହୁତ ବଢିଆ ରହିଛି । ଦିବ୍ୟାଙ୍କ ରିଅଲ ନାମ ହେଉଛି ରିଷି ଓ ତାଙ୍କ ଅଭିନୟକୁ ବହୁତ ମାତ୍ରାରେ ପସନ୍ଦ କରିବା ସହିତ  ଏହି ସିରିୟଲ କାହାଣୀକୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରାଯାଉଛି । ତାଙ୍କୁ ମଧ୍ୟ ଆଗରୁ ମଧ୍ୟ ଦୂର୍ଗା ସିରିଏଲରେ ଋଷିକଙ୍କୁ ଦେଖିଥିବେ ।

କୁଆଁରୀ ବୋହୁ ସିରିଏଲରେ ଅଭିନୟ କରି ବେସ ହୃଦୟକୁ ଛୁଇଁ ଅଛି ଦିବ୍ୟ । ଦିବ୍ୟଙ୍କର ଏହି ଛୋଟ ଛୋଟ ଅଭିନୟ ତାଙ୍କୁ ସଫଳତାର ବାଟ ଦେଖାଇଛି ।   ଦିବ୍ୟ ଦ୍ରୁଷ୍ଟି ସିରିଏଲରେ ଅଭିନୟ କରି ସେ ରାତାରତି ଷ୍ଟାର ହୋଇଛନ୍ତି ଋଷିକ ମାନେ ଦିବ୍ୟ । ଆଗରୁ ମଧ୍ୟ ସେ ଦୁଇ ଦୁଇଟା ସିରିଏଲରେ ଅଭିନୟ କରି ସେ ତାଙ୍କର ଅଭିନୟର ଜଲ୍ବା ଦେଖାଇଛନ୍ତି । ଦିବ୍ୟଙ୍କର ବେସୀ ନାମ ନଥିଲା ଯେତେ ଦିବ୍ୟଦୃଷ୍ଟି ସିରିଏଲରେ ହୋଇଛି । ସେ ବହୁତ ଚର୍ଚାରେ ଅଛନ୍ତି ଏହି ସିରିଏଲ ପାଇଁ ।  ଦିବ୍ୟାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ ହିଟ ମଧ୍ୟ ହୋଇଛି ।

ଏବେ ଗୋଟେ ଖବର ବହୁତ ଭାଇରାଲ ହେଉଛିକି ଦିବ୍ୟ ଓ ଜସ୍ମିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିବ୍ୟ ଜସ୍ମିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ ରିଅଲ ଲାଇଫ ନୁହେଁ ରିଲ ଲାଇଫରେ । ଦିବ୍ୟଦୃଷ୍ଟିର ଶୁଟିଙ୍ଗ ସମୟର କିଛି ଫୋଟୋ ଦିବ୍ୟ ଓ ଜସ୍ମିନ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ଦେଖି ଦର୍ଶକ ମାନେ ଭାବୁଛନ୍ତିଯେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବୋଲି । ତେବେ ବନ୍ଧୁଗଣ ଦିବ୍ୟଦୃଷ୍ଟି ସିରିଏଲ ଆପଣଙ୍କୁ କେମିତି ଲାଗୁଛି ଓ ଦିବ୍ୟ ଓ ଜସ୍ମିନ ଙ୍କ ଅଭିନୟ କେମିତି ଲାଗୁଛି ଆମକୁ କମେଣ୍ଟ କରି ଜଣାଇବେ ।

Leave a Reply

Your email address will not be published. Required fields are marked *