ବିବାହ କରି ମା ହେବା ପାଇଁ ଚାହୁଁଛନ୍ତି ଜୟା କିଶୋରୀ, ଦେଖନ୍ତୁ ଛୋଟ ବେଳେ କେତେ ସୁନ୍ଦର ଥିଲେ ସାଧ୍ଵୀ

ମୋଟିଭେଶନାଲ ସ୍ପିକର ଓ ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀ ଆଜି ଗୋଟିଏ ବଡ ନାମ ବନିସାରିଛି । ମାତ୍ର 23 ବର୍ଷ ବୟସରେ ସେ ଦେଶ ସାରା ବହୁତ ନାମ କମାଇଛନ୍ତି । ଖାସ କଋ ଯୁବକ ଯୁବତୀ ମାନଙ୍କ ଭିତରେ ଜାୟା କିଶୋରୀ ବହୁତ ପ୍ରସିଦ୍ଧ ଅଟନ୍ତି । ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରହୁଛନ୍ତି । ତାଙ୍କ ଦ୍ଵାରା କୁହାଯାଇ ଥିବା କଥା ଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜୟା କିଶୋରୀଙ୍କ ଫୋଟୋ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଇଥାଏ । ଆପଣ ତାଙ୍କର ବହୁତ ଫୋଟୋ ଦେଖିଥିବେ । କିନ୍ତୁ ଆଜି ଆମେ ତାଙ୍କର ପିଲାବେଳର କିଛି ଭଲ ଓ କିଛି ଦେଖିନଥିବା ଫୋଟୋ ଦେଖେଇବୁ ।

ଏହି ଫୋଟ ଜୟା କିଶୋରୀଙ୍କ ପିଲା ବେଳର ଅଟେ । ଏଥିରେ ସେ ନିଜ ପିତାଙ୍କ କୋଳରେ ବସିଥିବାର ନଜର ଆସୁଛନ୍ତି । ଜୟା କିଶୋରୀ ୭ ବର୍ଷ ବୟସରେ ଭଜନ କୀର୍ତନ କରିବା ଆରମ୍ଭ କରିଦେଇଥିଲେ । ଏହି ଫୋଟ ସେଇ ଦିନର ଅଟେ । ଏହି ଫୋଟୋରେ ଜୟା କିଶୋରୀ ତାଙ୍କ ଦାଦି କୋଳରେ ହସିକି ବସିଥିବାର ନଜର ଆସୁଛନ୍ତି । ଏହି ଫୋଟରେ ଜୟା କିଶୋରୀ ୯ ବର୍ଷର ହୋଇଛନ୍ତି । ବହୁତ କମ ବୟସରେ ଶିବ ତାଣ୍ଡବ ସ୍ତୋତ୍ରମ, ରାମା ଅଷ୍ଟକମ, ଲିଙ୍ଗା ଅଷ୍ଟକମ ଭଳି ସ୍ତୋତ୍ର ମନେ ରଖୁଥିଲେ । ଜାୟା କିଶୋରୀଙ୍କୁ ନାରାୟଣ ସେବା ସଂସ୍ଥାନର ପିଲାଙ୍କ ସହିତସାମ୍ୟ ବିତାଇବା ପସନ୍ଦ ହୋଇଥାଏ ।

ଖାଲି ସେତିକି ନୁହେଁ ସେ ତାଙ୍କର କମାଇର ଗୋଟେ ବଡ ଭାଗ ଏହି ଆଶ୍ରମକୁ ଦାନ କରିଥାନ୍ତି । ଜୟା କିଶୋରୀଙ୍କ ଜନ୍ମ ରାଜସ୍ଥାନର ଏକ ବଡ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ଘରେ ଆରମ୍ଭରୁ ଆଧ୍ୟାତ୍ମିକ ମାହୋଲ ରହିଛି । ଏହି ମାହୋଲରେ ସେ କୃଷ୍ଣ ଭକ୍ତିରେ ଲୀନ ହୋଇଥିଲେ । ଏହା ତାଙ୍କ ପରିବାର ସହିତ ଆଉ ଏକ ଫୋଟୋ ଅଟେ । ଜୟା କିଶୋରୀଙ୍କୁ ତାଙ୍କ ପରିବାର ସହିତ ବହୁତ ପ୍ରେମ ରହିଛି । ଖାଲି ସେତିକି ନୁହେଁ ସେ ଗୋଟିଏ ସାଧାରଣ ଝିଅ ଭଳି ବାହାହେବେ ଓ ମା ବନିବାର ନିସ୍ପତି ନେଇଛନ୍ତି ।

ଏହିସବୁ ଜିନିଷଠୁ  ଆଧ୍ୟାତ୍ମିକ ପ୍ରବକ୍ତା ଏହିଭଳି ଜିନିଷଠୁ ଦୂରେଇ ରହିଥାନ୍ତି, କିନ୍ତୁ ଜୟା କିଶୋରୀ ସମସ୍ତଙ୍କଠୁ ଅଲଗା ଅଟନ୍ତି । ଜାୟା କିଶୋରୀ ଇନଷ୍ଟାଗ୍ରାମରେ ଏକ୍ଟିଭ ରହୁଛନ୍ତି । ତାଙ୍କୁ ସେଠାରେ ୧ କୋଟି ଚାଳିଶି ଲକ୍ଷରୁ ଅଧିକ ଲୋକ ଫୋଲୋ କରୁଛନ୍ତି । ତାଙ୍କ ଦ୍ଵାରା ଦିଆଯାଇଥିବା ଉପଦେଶକୁ ଯୁବପିଢୀ ବହୁତ ଧ୍ୟାନରେ ସୁନିଥାନ୍ତି । ଏହି କଥାରେ କୌଣସି ସନ୍ଦେହ ନହିଁ କି ତାଙ୍କର ସୋସିଆଲ ମିଡିଆ ପ୍ରେଜେନ୍ସେ ବହୁତ ଦମଦାର ରହିଛି । କେବଳ ଶେଥି ପାଇଁ ଯୁବ ପିଢୀ ସହିତ ଜଲ୍ଦି କନେକ୍ଟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *