ତାର ତାରେଣୀ ସିରିଏଲର ଲିପି କାହିଁକି ୩୫ ବର୍ଷ ହେଲାଣି କରୁନାହାନ୍ତି ବିବାହ, ଜଣା ପଡିଲା କାରଣ

କଣ ପାଇଁ ଲିପି ଏତେ ପର୍ଯ୍ୟନ୍ତ ବାହା ହୋଇ ନହିଁ କାରଣ କଣ ହୋଇପାରେ । କଣ ରହିଛି ଗୂଢ ରହସ୍ୟ ଜାଣିବା ପାଇଁ ଲେଖାଟିକୁ ସେସ ପର୍ଯ୍ୟନ୍ତ ପଢନ୍ତୁ । ଆପଣ ନିଶ୍ଚିନ୍ତ ଜାଣିପାରିବେ । ଲିପିଙ୍କର ଅଭିନୟ ଲୋକମାନେ ବହୁତ ପସନ୍ଦ କରନ୍ତି । ତାଙ୍କର ପୁରନାମ ହେଉଛି ସୁଶ୍ରୀ ସଂଗୀତା ମହାପାତ୍ର । ସେ ୨୦ ଜାନୁଆରୀରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ସ୍ଥାନ ବ୍ରହ୍ମପୁର । ତାଙ୍କର ପ୍ରକୃତ ଘର ବା ବାପାଙ୍କ ଘର ସମ୍ବଲପୁର ଠାରେ ।


ଲିପି ବ୍ରହ୍ମପୁରରେ ହିଁ ପାଠ ପଢା ଆରମ୍ଭ କରିଥିଲେ । ତାଙ୍କର ମା ନାମ ହେଉଛି ବନ୍ଦନା ମହାପାତ୍ର । ଲିପିଙ୍କର ମା ମଧ୍ୟ ଜଣେ ଓଡିଆ ଅଭିନେତ୍ରୀ ଅଟନ୍ତି । ତାଙ୍କ ମା ଅନେକ ଭଜନ ସହିତ ବହୁତ ଟିଭି ସୋରେ କାମ କରିଛନ୍ତି ।ତାଙ୍କ ବାପା ଜଣେ ପୋଲିଶ କର୍ମଚାରୀ ଅଟନ୍ତି । ତାଙ୍କ ପରିବାର କହିଲେ ତାଙ୍କ ଭାଇ ଭାଉଜ  ଆଉ ତାଙ୍କର ଗୋଟିଏ ପୁତୁରା ଅଟନ୍ତି । ଲିପି ବାପାଙ୍କର ଇଛା ଥିଲା ସେ ଗୋଟେ ଆଇପିଏସ ଅଫିସର ହୁଅନ୍ତୁ କିନ୍ତୁ ତାଙ୍କ ମାର ଇଛା ଥିଲାକି ଝିଅ ଜଣେ ଅଭିନେତ୍ରୀ ହେଉ ବୋଲି । ସେଥିପାଇଁ ଲିପି ନିଜ ମା ଙ୍କ ଇଛା ପୁରୁଣା କରିବା ପାଇଁ ଅଭିନୟ ଲାଇନରେ ପାଦ ଦେଇଥିଲେ ।


ଲିପିଙ୍କର ଆଲବମ ଗୁଡିକ ଆପଣ ମାନେ ନିଶ୍ଚିନ୍ତ ଭାବରେ ଦେଖିଥିବେ । ତାଙ୍କର ପ୍ରଥମ ଆଲବମ ଥିଲା ମୁଁ ବିନା ଘୁଙ୍ଗୁରରେ ନଚିବି । ତା ପରେ ସେ ହୋଇଯାଇଥିଲେ ଜଣେ ଷ୍ଟାରତାଙ୍କୁ ଆଲବମ କୁଇନ ଉପାଧି ମିଳିଥିଲା । ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ଆଉ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ ମଧ୍ୟ । ପ୍ରାୟ ତିନି ହଜାର ଆଲବମରେ ଅଭିନୟ କରିଛନ୍ତି ଲିପି । ଯେପରି ଯାଇ ଫୁଲରୁ ଆରମ୍ଭ କରି ସେ ବହୁତ ସାରା ଆଲବମରେ ଅଭିନୟ କରି ପ୍ରସିଦ୍ଧ ହୋଇଥିଲେ ।


ଆଉ ଯାଇ ଫୁଲରେ ସେ ଘରେ ଘରେ ପରିଚିତ ହୋଇଥିଲେ । ସେ ଓଲିଉଡରେ ମଧ୍ୟ ଅଭିନୟ କରିଛନ୍ତି ଯେମିତିକି ପ୍ରସନ୍ଦ ନନ୍ଦା ଙ୍କ ଓମ ଶାନ୍ତି ଓମ, ବ୍ୟାଡ ଗର୍ଲ ଏମିତି ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ସେ ବହୁତ ଭାଷାର ଫିଲ କରିବାରେ ତାଙ୍କର ଇଛା ରହିଛି । ଅଭିନୟକୁ ନେଇ ସେ ବହୁତ ସ୍ଵପ୍ନ ଦେଖିଛନ୍ତି ତେଣୁ ସେ  ଆହୁରି ଆଗକୁ ଯିବାର ତାଙ୍କର ସ୍ଵପ୍ନ ରହିଛି । ସେ ଏପର୍ଜ୍ଯନ୍ତ ବିବାହ କରିବାକୁ ଇଛା କରିନାହାନ୍ତି, କାଲେ ବିବାହ କଲେ ତାଙ୍କ ଅଭିନୟରେ ବାଧା ସୃଷ୍ଟି  ହେବ । ସେଥିପାଇଁ ସେ ବିବାହ କରୁନାହାନ୍ତି ।

Leave a Reply

Your email address will not be published. Required fields are marked *