ଗୋଟେ ରାତି ମୋ ସହ ଶୋଇଲେ ହିଁ କାମ ଦେବି, ଡାଇରେକ୍ଟର ରଖିଥିଲେ ଏମିତି ସର୍ତ, ତା ପରେ ଅଭିନେତ୍ରୀ ଜଣଙ୍କ ଯାହା କଲେ…

କାଷ୍ଟିଙ୍ଗ କାଉଚ ଆଉ ବଲୀଉଡ ଦୁନିଆର ବହୁତ ଗଭୀର ଆଉ ପୁରୁଣା ସମ୍ପର୍କ ଅଟେ । ଟିଭି ଦୁନିଆରେ ଏହା ବହୁତ ପୁରୁଣା କଥା ଅଟେ, ବିଶେଷ କରି ସେହି ଲୋକଙ୍କ ପାଇଁ ଯିଏ ଫିଲ୍ମ ଦୁନିଆରେ ନୂଆ ଆସିଥାନ୍ତି ତାଙ୍କ ପୂର୍ବଜ ମାନେ ଫିଲମରେ କାମ କରି ନଥାନ୍ତି ଆଉ ସେ ନିଜ ପରିଶ୍ରମ ଦୁନିଆରେ ନା କରିବାକୁ ଆସିଥାନ୍ତି । ତେବେ ଏହି ଭଳି ସଂଘର୍ଷ କରୁଥିବା ଲୋକଙ୍କ ସହ କାଶଟିଙ୍ଗ କାଉଚ ଭଳି ସମସ୍ୟା ସବୁଠାରୁ ଅଧିକ ହୋଇଥାଏ । ‘ଦିଲ ତୋ ହାପି ହେ ଜି’ ଫେମ ଟିଭି ଅଭିନେତ୍ରୀ ଡୋନଲ ବିଷ୍ଟ କାହାଣୀ କିଛି ଏହି ଭଳି ଅଟେ । ତେବେ ଆସନ୍ତୁ ଜାଣିବା ତାଙ୍କ କାହାଣୀ ବିଷୟରେ ।

ଫିଲ୍ମ ଦୁନିଆ ବାହାରୁ ଯେତେ ସୁନ୍ଦର ଦେଖା ଯାଇଥାଏ ଭିତରୁ ସେତେ ଅସନା ଅଟେ । ଠାରେ ଏହି ପଙ୍କରେ ଯିଏ ପାଦ ରାଖୀ ଦେଲା ତାର ବାହାରିବା ବହୁତ କଷ୍ଟକର ହୋଇଥାଏ । ଡୋନଲ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ଆଉ ଅଭିନୟ ମଧ୍ୟ ବହୁତ ଭଲ କରନ୍ତି ସେ ଆଜି ଯାହା ଅଛନ୍ତି ନିଜ ପରିଶ୍ରମ ଦ୍ଵାରା ଅଛନ୍ତି । ତେବେ କଣ ଆପଣ ଏହା ଜାଣିଛନ୍ତି କିଛି ଦିନ ତଳେ ଡୋନଲ ବହୁତ ବଡ ଖୁଲାସା କରିଛନ୍ତି ଡୋନଲ କହିଛନ୍ତି ଯେ ଯେତେବେଳେ ସେ ଚଳଚିତ୍ର ଦୁନିଆକୁ ଆସିବା ପାଇଁ ସଂଘର୍ଷ କରୁଥିଲେ ।

ସେତେବେଳେ ତାଙ୍କୁ ବହୁତ ପ୍ରକାର ଅଡିସନ ଦବାକୁ ପଡୁଥିଲା କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ଲୋକ ଏହି ଦୁନିଆରେ ବହୁତ ଖରାପ ଅଛନ୍ତି ଯିଏ ପାଟି ଖୋଲି ଅନ୍ୟ ସରଲ ଲୋକଙ୍କ ଶିକାର କରିବା ପାଇଁ ବସିଛନ୍ତି । ତେବେ ଏହା ପରେ ଡୋନଲ କହିଲେ ସାଉଥରେ ସେ ଗୋଟେ ଫିଲ୍ମ ପାଇଁ ଅଡିସନ ଦେଇଥିଲେ ତାଙ୍କୁ ସିଲେକ୍ଟ ମଧ୍ୟ କରା ଗଲା ଡେଟ ଫିକ୍ସ ହେଲା କିନ୍ତୁ କିଛି ଦିନ ପରେ ତାଙ୍କୁ କୁହା ଗଲା ଯେ ତାଙ୍କୁ ବାହାର କରି ଅନ୍ୟ ଜଣଙ୍କୁ ଅଭିନେତ୍ରୀ ରଖା ଯାଇଛି ।

ଯାହା ପରେ ଡାଇରେକ୍ଟର ସହ ସେ କଥା ହେଲେ ଆଉ ଡାଇରେକ୍ଟର ତାଙ୍କୁ ବହୁତ ଖରାପ ଭାବରେ କହିଲା ଯେ “ଗୋଟେ ରାତି ମୋ ସହ ବିଥେଇ ଦିଏ ମୁଖ୍ୟ ଅଭିନେତ୍ରୀ ତମେ ହିନ ହବ, କେହି ଅଟକାଇ ପାରିବେ ନାହିଁ” ଡୋନଲ ଏହି କଥା ଶୁଣି ରାଗି ଯାଇଥିଲେ ଆଉ ବହୁତ କଥା ଶୁଣାଇ ସେଠାରୁ ଚାଲି ଆସିଥିଲେ । ଏହି ଘଟନା ଘଟିବା ପରେ ସେ ବହୁତ ଡଋ ଯାଇଥିଲେ ଯାହା ପରେ ତାଙ୍କ ମା ବାପା ତାଙ୍କୁ ବହୁତ ସାହାଜ୍ଯ କଲେ ଆଉ ଦ୍ଵିତୟ ଥର ସେ ପ୍ରୟାସ କଲେ ଆଉ ଟିଭି ଦୁନିଆରେ ଚାନସ ପାଇଲେ ଯାହା ଫଳ ସ୍ୱରୂପ ସେ ଆଜି ଏତେ ପ୍ରସିଦ୍ଧ ହୋଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *