ବିବାହ ପରେ ପ୍ରେମିକାଙ୍କ ସହ ସ-ମ୍ପ-ର୍କ ରଖିଥିଲେ ଯୁବକ, ବ୍ଲା-କ-ମେ-ଲିଂ ସହି ନପାରି ପ୍ରେମିକା ପିଇଲେ ବି-ଷ… ଆଉ ତାପରେ

ମିଳିଥିବା ସୂ-ଚ-ନା ଅନୁସାରେ ଘ-ଟ-ଣା-ଟି କିଛି ଏହିଭଳି ଅଟେ । ବାଲେଶ୍ଵର ଜିଲ୍ଲାର ଖନ୍ତାପଡା ଥା-ନା ଅନ୍ତର୍ଗତ ଶିବପୁରା ଗ୍ରାମର ଜଣେ ଯୁବତୀ ସାହାଜିପାଟଣା ଗ୍ରାମର ଜଣେ ଯୁବକ ପରସ୍ପରକୁ ଭଲ ପାଉଥିଲେ । ଏହା ପରେ ଯୁବକ ଜଣକ ଯୁବତୀକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାହା ସହ ବାରମ୍ବାର ଶା-ରୀ-ରି-କ ସ-ମ୍ପ-ର୍କ ରଖୁଥିଲା ।

କିନ୍ତୁ ସବୁଠୁ ବଡ ଅ-ଜ-ବ କଥା ଏହା ଅଟେ କି ଯେତେବେଳେ ଘର ଲୋକମାନେ ଏହା ବିଷୟରେ ଜାଣିଲେ ତେବେ ଯୁବକ ଘରର ଲୋକମାନେ ଯୁବତୀ ଘର ଲୋକମାନଙ୍କୁ ବିବାହ କରିବା ପାଇଁ ୪ ଲକ୍ଷ ଟଙ୍କା ସହ କାର ମା-ଗି-ଲେ । କିନ୍ତୁ ଝିଅ ଘର ଲୋକମାନେ ଏଥିପାଇଁ ଅ-ସ-ମ-ର୍ଥ ଥିଲେ । ଏମିତିରେ କିଛି ଦିନ ପରେ ଯୁବକର ଘର ଲୋକମାନେ ଯୁବକର ଅନ୍ୟତ୍ର ସ୍ଥାନରେ ବିବାହ କରିଥିଲେ । ମେ ୧୪ ତାରିଖରେ ସେହି ଯୁବକ ଜଣକ ଅନ୍ୟ ଏକ ଯୁବତୀକୁ ବିବାହ କରିଲେ ।

କିନ୍ତୁ ବିବାହ କରିବା ସତ୍ବେ ବି ଯୁବକକୁ ପ୍ରେ-ମ ନି-ଶା ଛାଡି ନ ଥିଲା । ବିବାହ ପରେ ବି ଯୁବକ ଜଣକ ବା-ର-ମ୍ବା-ର ନିଜର ପୁରୁଣା ପ୍ରେମିକାକୁ ଫୋନ କରି ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ ବା-ଧ୍ୟ କରୁଥିଲା । ଏହା ସହିତ ଭି-ଡି-ଓ ଭା-ଇ-ରା-ଲ କରିବାର ବି ଧ-ମ-କ ଦେଉଥିଲା । ସବୁଠୁ ବଡ ଅ-ଜ-ବ କଥା ଏହା ଅଟେ କି ଯୁବକ ଜଣକ ନିଜର ଚତୁର୍ଥୀ ରାତିରେ ବି ନିଜର ପ୍ରେମିକାକୁ ଫୋନ କରି ଅ-ଶ୍ଳୀ-ଳ ଭି-ଡ଼ି-ଓ ଭା-ଇ-ରା-ଲ କରିଦେବାର ଧ-ମ-କ ଦେଉଥିଲା ଓ ସେହି ରାତିରେ ହିଁ ପ୍ରେମିକା ବି-ଷ ପି-ଇ ଆ-ତ୍ମ-ହ-ତ୍ୟା କରିଲେ ।

ମେ ୧୭ରେ ଆ-ତ୍ମ-ହ-ତ୍ୟା କରିବା ପରେ ମେ ୧୮ରେ ଝିଅର ମୃ-ତ୍ୟୁ ଖ-ବ-ର ଚାରିଆଡେ ବ୍ୟା-ପି-ଗ-ଲା । ଏହା ପରେ ଝିଅ ଘର ଲୋକମାନେ ନିଜର ଝିଅର ଆ-ତ୍ମ-ହ-ତ୍ୟା ପାଇଁ ତାହାର ପ୍ରେମିକ ଓ ତାହାର ପରିବାର ଲୋକମାନେ ଦା-ୟୀ ବୋଲି ଅ-ଭି-ଯୋ-ଗ ବାଢିଲେ । ଝିଅର ଘର ଲୋକମାନେ ଖନ୍ତାପଡ଼ା ଥା-ନାରେ ଅ-ଭି-ଯୋ-ଗ ମଧ୍ୟ କରିଲେ ।

କିନ୍ତୁ ପୋ-ଲି-ସ ଏହି ମା-ମ-ଲାକୁ ଅପ-ମୃ-ତ୍ୟୁ ମା-ମ-ଲା ବୋଲି ରୁ-ଜୁ କରି କୌଣସି ବି ପ୍ରକାରର ଯା-ଞ୍ଚ କରୁ ନାହାନ୍ତି ବୋଲି ଝିଅର ମା ସୁଜତା ରାଉତ ମି-ଡି-ଆ ସାମ୍ନାରେ କହିଛନ୍ତି । ସେ ଆଗକୁ କହିଲେ କି ପୋ-ଲି-ସ ରାଜନେତାମାନଙ୍କର ଚାପରେ ଆସି ଯା-ଞ୍ଚ କରୁ ନାହାନ୍ତି । ଏତିକି ନୁହେଁ ନିୟମ ଅନୁସାରେ ଥା-ନାରେ ଏଫ-ଆଇ-ଆର ଦ-ର୍ଜ କରିବା ପରେ ୨୪ ଘଣ୍ଟା ମଧ୍ୟରେ ଅ-ଭି-ଯୋ-ଗକାରୀଙ୍କୁ ଏଫ-ଆଇ-ଆର କପି ଦିଆଯାଏ ।

କିନ୍ତୁ ଏହି ଘ-ଟ-ଣାରେ ଅ-ଭି-ଯୋ-ଗ କରିବାର ୪୧ ଦିନ ପରେ ବି ଥା-ନାରୁ ତାଙ୍କୁ କୌଣସି ବି ପ୍ରକାରର ଏଫ-ଆଇ-ଆର କପି ମିଳି ନାହିଁ । ଏହା ସହିତ ଯା-ଞ୍ଚ ମଧ୍ୟ କରାଯାଉ ନାହିଁ । ଏତିକି ନୁହେଁ ପୋ-ଲି-ସ ଝିଅର ମାତା ପିତାଙ୍କୁ ଏହି ଘ-ଟ-ଣାକୁ ସ-ମ-ଧା-ନ କରିବା ପାଇଁ ଚା-ପ ପକାଉଛନ୍ତି ବୋଲି ଝିଅର ଘର ଲୋକମାନେ ଅ-ଭି-ଯୋ-ଗ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *