Archita ଙ୍କ ଜନ୍ମଦିବସ ପାଳନ ହେଲା ନିଆରା ଢଙ୍ଗରେ, ସବ୍ୟସାଚୀ ଦେଲେ ସରପ୍ରାଇଜ ଗିଫ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ, ଓଲିଉଡ କ୍ଵିନ “ଅର୍ଚ୍ଚିତା ସାହୁ” ଙ୍କର ଜନ୍ମଦିନ । ବହୁତ କମ ବର୍ଷ ବୟସରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ପରିଚୟ ସୃଷ୍ଟି କରିଥିବା ଅର୍ଚ୍ଚିତାଙ୍କର ଜନ୍ମ ଜୁନ ମାସ ୨୯ ତାରିଖ ୧୯୯୦ ମସିହାରେ ହୋଇଥିଲା । ବନ୍ଧୁଗଣ ଅର୍ଚ୍ଚିତା ଓଡିଆ ଚଳଚିତ୍ର “ଓ ମାଈ ଲଭ” ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ସଫଳତା ର ପାହାଚ ଚଢି ଚାଲିଛନ୍ତି ।

ବନ୍ଧୁଗଣ ୨୦୨୧ ମସିହା ହିସାବରେ ଅର୍ଚ୍ଚିତାଙ୍କୁ ବର୍ତ୍ତମାନ ୩୧ ବର୍ଷ ବୟସ ହୋଇସାରିଛି । ବନ୍ଧୁଗଣ ଏହି ଶୁଭ ଦିନରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ସହିତ ମିଶି ବହୁତ ଧୂମଧାମରେ ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ବନ୍ଧୁଗଣ ଅର୍ଚ୍ଚିତା ଙ୍କ ପରିବାର ଲୋକେ ମଧ୍ୟ ଏହି ଶୁଭ ଦିନରେ ଅର୍ଚ୍ଚିତା ଙ୍କ ଜନ୍ମଦିନ ପାଳନ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ ।

ବନ୍ଧୁଗଣ ପ୍ରତିବର୍ଷ ନିଜ ମା ଘର ସଦସ୍ୟ ଙ୍କ ସହିତ ନିଜର ଜନ୍ମ ଦିବସ ପାଳନ କରୁଥିବା ବେଳେ, ଚଳିତ ବର୍ଷ ନିଜ ଶାଶୁଘର ଲୋକ ଙ୍କ ସହିତ ନିଜ ଜନ୍ମଦିନ ପାଳନ କରିଛନ୍ତି । ବନ୍ଧୁଗଣ ଅର୍ଚ୍ଚିତା ତାଙ୍କର ୩୧ତମ ଜନ୍ମଦିନ ତାଙ୍କ ଶାଶୁଘରେ ବହୁତ ଆନନ୍ଦ ସହିତ ପାଳନ କରିଛନ୍ତି ।

ବନ୍ଧୁଗଣ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ବହୁତ ଭଲ ପାଉଥିବାର ଆପଣ ମାନେ ଜାଣିଛନ୍ତି । ଅର୍ଚ୍ଚିତା ଙ୍କ ଜନ୍ମଦିନ ଅବସରରେ ସବ୍ୟସାଚୀ ତାଙ୍କୁ ଏକ୍ସପେନସିଭ ରିଙ୍ଗ ଉପହାର ସ୍ୱରୂପ ଦେଇଛନ୍ତି । ବନ୍ଧୁଗଣ କୋରୋନା ମହାମାରୀ ନିମନ୍ତେ ଅର୍ଚ୍ଚିତା ଚଳିତ ବର୍ଷ ତାଙ୍କ ଘନିଷ୍ଠ ବନ୍ଧୁ ମାନଙ୍କୁ ନିଜ ଜନ୍ମଦିନ ପାର୍ଟି ନିମନ୍ତେ ଡାକି ପାରି ନଥିଲେ ।

ମାତ୍ର ଓଲିଉଡ ସେଲିବ୍ରେଟି ମାନେ ତାଙ୍କ ଜନ୍ମଦିନର ଶୁଭେଛା ଜଣାଇ ଅର୍ଚ୍ଚିତାଙ୍କ ଫଟୋ ଚିତ୍ର ସୋ-ସି-ଆ-ଲ ମି-ଡି-ଆ ରେ ସେୟାର କରିଥିଲେ । ବନ୍ଧୁଗଣ ସବ୍ୟସାଚୀ ଜଣେ ଅଭିନେତା ଥିବା ସଙ୍ଗେ ସଙ୍ଗେ ଜଣେ ସମାଜ ସେବି ମଧ୍ୟ ଅଟନ୍ତି ।

କୋରୋନା ମହାମାରୀ ସମୟରେ ସେ ଅନେକ ଗରିବ ଲୋକଙ୍କୁ ସାହାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ ସବ୍ୟସାଚୀ ଙ୍କ ଧର୍ମ ପତ୍ନୀ ଅର୍ଚ୍ଚିତା ତାଙ୍କ ସହିତ ମିଶି ଏହି ମହତ କାର୍ଯ୍ୟ ରେ ଓଡିଶା ବାସୀ ମାନଙ୍କର ସେବା କରୁଛନ୍ତି । ବନ୍ଧୁଗଣ ଗତବର୍ଷ କୋରୋନା ସଂକ୍ରମଣ ରେ ବାହାରେ ଥିବା ବ୍ୟକ୍ତି ମାନଙ୍କୁ ଓଡିଶା କୁ ଫେରାଇ ଆଣିବା ସହିତ ସେମାନଙ୍କର ଭଲ ମନ୍ଦ ତଥା ସୁଖ ସୁବିଧା ସମ୍ବନ୍ଧରେ ବୁଝାମଣା କରିଥିଲେ ।

ଏହା ପଶ୍ଚାତ ଚଳିତ ବର୍ଷ ମଧ୍ୟ କୋଭିଡ ରେ ସଂକ୍ରମଣ ଥିବା ବ୍ୟକ୍ତି ଙ୍କ ନିକଟରେ ପହଞ୍ଚି ଖାଦ୍ୟ ବଣ୍ଟନ କରୁଛନ୍ତି । ବନ୍ଧୁଗଣ ଉଭୟଙ୍କ ସହିତ କିଛି ସାହସୀ ଝିଅ ମାନେ ମଧ୍ୟ ଏହି ମହତ କାର୍ଯ୍ୟ ରେ ନିୟୋଜିତ ହୋଇ ନିଜକୁ ଧନ୍ୟ ମାନେ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *