କରୋନା ଅଲର୍ଟ : ଡେଲ୍ଟା ପ୍ଲସ ଭାରିଆଣ୍ଟର ଏହି ସାମାନ୍ୟ ଓ ଗମ୍ଭୀର ଲକ୍ଷଣ, ନଜର ଅନ୍ଦାଜ କଲେ ହୋଇପାରେ ଘାତକ

କରୋନା ମହାମାରୀ ଯୋଗୁ ପୁରା ଦୁନିଆ ବର୍ତ୍ତମାନ ଚିନ୍ତିତ ଅଛି । ଆମେରିକା, ବ୍ରିଟେନ, ଚୀନ ଓ ଭାରତ ଭଳି ବଡ ବଡ ଦେଶ ବି ଏଥିରୁ ବଞ୍ଚି ପାରି ନାହାନ୍ତି । ଭାରତରେ ବି କରୋନା ଭୟଙ୍କର ରୂପରେ ନିଜର କାୟା ବିସ୍ତାର କରିଚାଲିଛି । ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ କେତେକ ଲୋକମାନଙ୍କର ପ୍ରାଣ ନେଇ ସାରିଛି ।

କିନ୍ତୁ ଭାରତରେ ଗତ କିଛି ମାସ ପୂର୍ବେ ଆରମ୍ଭ ହୋଇଥିବା କରୋନାର ଦ୍ଵିତୀୟ ଲହର ପରିସ୍ଥିତିରେ ଅଳ୍ପ ବହୁତ ସୁଧାର ଆସିଛି । ଯାହାକି ଏକ ଆଶ୍ଵସ୍ତିକର ଖବର ଅଟେ । ଏମିତିରେ ବର୍ତ୍ତମାନ କରୋନାର ତୃତୀୟ ଲହର ଆସିବାର ଆଶଙ୍କା ଜାରି କରାଯାଇଛି । କୁହାଯାଉଛୁ କି ଭାରତରେ ତୃତୀୟ ଲହର ଆସିବାର କାରଣ କରୋନାର ନୂଆ ରୂପ ‘ଡେଲ୍ଟା ପ୍ଲସ ହୋଇପାରେ ।

ଅନ୍ୟ ପଟେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅର୍ଥାତ WHO ବି ମାନସାରିଛି । କରୋନାର ଏହି ରୂପ ବହୁତ ଭୟଙ୍କର ଅଟେ । ଏମିତିରେ ଏହାର କିଛି ଗମ୍ଭୀର ଲକ୍ଷଣ ଅଛି । ଯାହାକୁ କେବେ ବି ଭୁଲରେ ନଜର ଅନ୍ଦାଜ କରିବା ଉଚିତ ନୁହେଁ । ତେବେ ଚାଳନ୍ତୁ ଜାଣିବା ଏହା ବିଷୟରେ ।

କଣ ଅଟେ ଡେଲ୍ଟା ପ୍ଲସ ?

ଡେଲ୍ଟା ପ୍ଲସ ଭାଇରସ କରୋନାର ଏକ ନୂଆ ରୂପ ଅଟେ । ଏହା ଡେଲ୍ଟା କିମ୍ବା ବି ୧.୬୧୭.୨ ର ଉନ୍ନତ ଧରଣର ଭାଇରସ ଅଟେ । ଏହି ଭାଇରସ ସର୍ବେ ପ୍ରଥମେ ଏହି ବର୍ଷ ମାର୍ଚ୍ଚ ମାସର ଶେଷରେ ୟୁରୋପରେ ମିଳିଥିଲା ।

ବୈଜ୍ଞାନିକମାନେ କରୋନାର ଏହି ନୂଆ ରୂପକୁ ‘ଡେଲ୍ଟା ପ୍ଲସ’ ‘ଏୱାଈ ୧’ ନାଁ ଦିଆଯାଇଛି । ଅନ୍ୟ ପଟେ କୁହାଯାଉଛି କି ଏହା ଭାରତରେ କରୋନାର ତୃତୀୟ ଲହର ଆସିବାର କାରଣ ହୋଇପାରେ । ଯଦି ଡେଲ୍ଟା ପ୍ଲସର ସାମାନ୍ୟା ଲକ୍ଷଣ ବିଷୟରେ କହିବା ତେବେ ଶୁଖିଲା କାସ ହେବା, ଜର ଆସିବା, କ୍ଳାନ୍ତ ଅନୁଭବ କରିବା ।

ଡେଲ୍ଟା ପ୍ଲସର ସାଧାରଣ ଲକ୍ଷଣ ହେଉଛି ଶରୀରର ବ୍ୟଥା ହେବା, ତ୍ଵଚାରେ ନାଲି ନାଲି ଦାଗ ହୋଇଯିବା, ଗୋଡ ଆଙ୍ଗୁଠିର ଚର୍ମ ବାହାରିବା, ଗଲାରେ ବ୍ୟଥା, ସ୍ଵାଦ ଓ ସୁଙ୍ଘିବା ଶକ୍ତି ଚାଲିଯିବା, ମୁଣ୍ଡ ବ୍ୟଥା ନ ହେବା, ଜର ଲାଗିବା । ଡେଲ୍ଟା ପ୍ଲସର ଗମ୍ଭୀର ଲକ୍ଷଣ ହେଉଛି ନିଶ୍ଵାସ ଫୁଲିଯିବା । ଛାତିରେ ବ୍ୟଥା ହେବା । ନିଶ୍ଵାସ ନେବାରେ ଅସୁବିଧା ହେବା । କଥାବାର୍ତ୍ତାରେ ଅସୁବିଧା ହେବା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *