ବିବାହ ପରେ Sabyasachiଙ୍କ ସହ ପ୍ରଥମ ଜନ୍ମଦିନ ଏମିତି ପାଳିଲେ Archita, ଦେଖନ୍ତୁ Video

ବନ୍ଧୁଗଣ, ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ମାନ ରହିଛନ୍ତି । ଦର୍ଶକବନ୍ଧୁ ଆପଣ ମାନେ ସେମାନଙ୍କୁ ଟିଭି ପରଦାରେ ଦେଖିବାକୁ ଭଲ ପାଆନ୍ତି । ସେମାନଙ୍କ ମଧ୍ୟରୁ ଏଭଳି ପ୍ରସିଦ୍ଧ କଳାକାର ଅଛନ୍ତି ଯାହାଙ୍କୁ ଆପଣ ମାନେ ନିଜ ହୃଦୟରେ ସ୍ଥାନ ଦେଇଥାନ୍ତି ।

ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଯୋଡି ସ-ମ୍ବ-ନ୍ଧରେ କହିବାକୁ ଯାଉଅଛୁ ଯାହାଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ, ଆପଣ ମାନେ ସମସ୍ତେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ତ ଜାଣିଥିବେ । ଉଭୟ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ରଖି ନିଜର ଅଭିନୟ ତଥା କଠିନ ପରିଶ୍ରମ ଜରିଆରେ ଆଜି ସେ ଘରେ ଘରେ ପରିଚିତ । ବନ୍ଧୁଗଣ ଓଡିଆ ଚଳଚିତ୍ର ରେ କାମ କରୁଥିବା ସମୟରେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଉଭୟଙ୍କୁ ପସନ୍ଦ କରିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ଏହାପରେ ତାହା ପ୍ରେମ ସମ୍ପର୍କ ରେ ପରିବର୍ତ୍ତନ ହୋଇଥିଲା ।

ଗତବର୍ଷ ଉଭୟ ବିବାହ ନିମନ୍ତେ ନିସ୍ପତି ନେଇଥିବା ବେଳେ ମ-ହା-ମା-ରୀ କୋରୋନା ଯୋଗୁଁ ଉଭୟଙ୍କ ବିବାହ ସ୍ତଗିଧ ରଖାଯାଇଥିଲା । ମାତ୍ର ଚଳିତ ବର୍ଷ ସ୍ଥିତି ଟିକିଏ ସୁଧୁରିଥିବା ଅବସ୍ଥାରେ ରାଜସ୍ଥାନ ର ଏକ ବିଶାଳ ପ୍ୟାଲେସ ରେ ଉଭୟଙ୍କର ବିବାହ କାର୍ଯ୍ୟ ସମାପ୍ତ ହୋଇଥିଲା । ଓଡିଶାରେ ସ୍ଥିତି ସଂପୂର୍ଣ୍ଣ ଭାବେ ସଠିକ ନଥିବା ବେଳେ ଉଭୟ ରାଜସ୍ଥାନରେ ବିବାହ କରିଥିଲେ ।

ଏହି ବିବାହରେ ତାଙ୍କ ପରିବାର ଲୋକ ତାଙ୍କ ବିବାହ ରେ ଯୋଗଦାନ କରିଥିଲେ । ବନ୍ଧୁଗଣ ମ-ହା-ମା-ରୀ କାରଣ ରୁ ବନ୍ଧୁବାନ୍ଧବ ତଥା ଓଡିଆ ଇଣ୍ଡଷ୍ଟ୍ରି ର କୌଣସି ଅଭିନେତା ତଥା ଅଭିନେତ୍ରୀ ଯୋଗ ଦେଇ ନଥିଲେ । ମାତ୍ର ରାଜସ୍ଥାନ ରେ ବିବାହ ସାରି ଉଭୟ ଭୁବନେଶ୍ଵର ର ବିଭିନ୍ନ ସ୍ଥାନରେ ନିଜ ବିବାହ ରିସେପ୍ସନ ପାର୍ଟି ରଖିଥିଲେ ।

ବନ୍ଧୁଗଣ ଏହାପରେ ଉଭୟ ଆନନ୍ଦ ରେ ଜୀବନ ବିତାଉଥିବାର ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖୁଥିବେ । ବନ୍ଧୁଗଣ ବିବାହ ପରେ ପ୍ରଥମ ଥର ପାଇଁ ସବ୍ୟସାଚୀ ଙ୍କ ସହିତ ନିଜର ୩୨ତ୍ତମ ଜନ୍ମ ଦିବସ ପାଳନ କରିଛନ୍ତି ଅର୍ଚ୍ଚିତା ସାହୁ । ବନ୍ଧୁଗଣ ଏହି ଜନ୍ମ ଦିନରେ ଅର୍ଚ୍ଚିତା ବହୁତ ମଜାମସ୍ତି କରିଥିବାର ନଜର ଆସିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ମ-ହା-ମା-ରୀ କୋଭିଡ ସମୟରେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରୁଥିବାର ତ ଆପଣ ମାନେ ଜାଣିଥିବେ ।

ବନ୍ଧୁଗଣ ଅର୍ଚ୍ଚିତ ନିଜ ଶାଶୁଘରେ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ବନ୍ଧୁଗଣ ସେ ବିବାହ ପରେ ସବ୍ୟସାଚୀ ଙ୍କ ସହିତ ନିଜ ବିବାହ ପାଳନ କରିଛନ୍ତି । ବନ୍ଧୁଗଣ ଅର୍ଚ୍ଚିତା ସାହୁ ୧୯୯୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ ଅର୍ଚ୍ଚିତାଙ୍କୁ ୩୧ ବର୍ଷ ବୟସ ହୋଇଛି । ବନ୍ଧୁଗଣ ନିଜର ଏହି ଜନ୍ମ ଦିବସ ଅବସରରେ ସବ୍ୟସାଚୀ ଙ୍କ ପରିବାର ତଥା ନିଜ ଶାଶୁଘରର ସଦସ୍ୟ ଙ୍କ ସହିତ ମିଶି କେକ କାଟିବା ସହିତ ବହୁତ ମଜାମସ୍ତି କରିଥିଲେ ।

ଅର୍ଚ୍ଚିତା ମାତ୍ର ୧୫ ବର୍ଷ ବୟସରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଯୋଗଦାନ କରିଥିଲେ । ଏହାପରେ ୨୦୦୫ ମସିହାରେ “ଆକାଶେ କି ରଙ୍ଗ ଲାଗିଲା” ତାଙ୍କର ପ୍ରଥମ ଚଳଚ୍ଚିତ୍ର ରେ ଅଭିନୟ କରି ବହୁତ ପ୍ରସିଦ୍ଧ ହୋଇଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *