Special Report: ସାମ୍ନାକୁ ଆସିଲା ଏହିଭଳି ଅଜବ ଖବର, ଭ୍ୟାକ୍ସିନ ନେବା ସଙ୍ଗେ ସଙ୍ଗେ ଠିକ ହୋଇଗଲା Paralysis

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ବହୁତ ତ୍ଵରାନ୍ତିତ ରୂପରେ କରାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହା ଅଟେ କି ଭାରତର ସବୁ ଜନତା ଶୀଘ୍ରରୁ ଅତି ଶୀଘ୍ର ଟୀକା ନେବେ ।

ଏହା ମଧ୍ୟରେ ଆପଣମାନେ ବହୁତ ନ୍ୟୁଜ ବି ଶୁଣିଥିବେ ଯେଉଁଥିରେ କୁହାଯାଉଛି କି କେତେକ ବ୍ୟକ୍ତି ଭ୍ୟାକ୍ସିନ ନେବା ପରେ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଉଛି । ଅର୍ଥାତ କିଏ କରୋନାର ଶିକାର ହେଉଛି ତ, କାହାର ଶରୀର ଚୁମ୍ବକ ହୋଇ ଯାଉଛି ଇତ୍ୟାଦି ଖବର ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଟୀକାକୁ ନେଇ ଏମିତି ବି କିଛି ନ୍ୟୁଜ ସାମ୍ନାକୁ ଆସିଛି ଯାହାକି କୌଣସି ଜୋକ ଠାରୁ କମ ନୁହେଁ ।

କିନ୍ତୁ ବର୍ତ୍ତମାନ ଟୀକାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସୁଛି । ଯେଉଁଥିରେ ଜଣେ ବ୍ୟକ୍ତି କହୁଛନ୍ତି କି କରୋନା ଭ୍ୟାକ୍ସିନ ନେବା ପରେ ତାଙ୍କର ପାରାଲିସିସ ଠିକ ହୋଇ ଯାଇଛି । କରୋନାକୁ ଟୀକାକୁ ନେଇ ଚାରିଆଡେ ବିଭିନ୍ନ ପ୍ରକାରର ଖବର ବ୍ୟାପୁଥିବା ସମୟରେ ମଧ୍ୟପ୍ରଦେଶରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ ରାଜଗଢ଼ ଜିଲ୍ଲାର ସାରଂଗପୁରରେ ରହୁଥିବା ଅବଦୁଲ ମଜୀଦ ଖାନ ନାମକ ଜଣେ ବ୍ୟକ୍ତି ଗତ ୬ – ୭ ମାସ ହେବ ପାରାଲିସିସ ରୋଗରେ ପୀଡିତ ଥିଲେ ।

କିନ୍ତୁ ବହୁତ ସ୍ଥାନରେ ଚିକିତ୍ସା କରିବା ପରେ ତାଙ୍କର ଏହି ରୋଗ ଭଲ ହୋଇ ନ ଥିଲା । କିନ୍ତୁ କରୋନା ଟୀକା ନେବା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଅବଦୁଲ ମଜୀଦ ଖାନଙ୍କ କହିବା ଅଟେ ୨୬ ତାରିଖ ଦିନ ସକାଳେ ଟୀକା ନେବା ପରେ ଏହିଭଳି କିଛି ଅନୁଭବ କରିଥିଲେ । ସେ ବହୁତ ଦିନ ହେବ ପାରାଲିସିସ ରୋଗରେ ପୀଡିତ ହୋଇ ବହୁତ ଯନ୍ତ୍ରଣା ସହୁଥିଲେ ।

ମୁହଁରେ ବି ତାଙ୍କର ପାରାଲିସିସର ପ୍ରଭାବ ଥିଲା । ଏହି କାରଣରୁ ସେ ସଠିକ ରୂପରେ କଥା ବି କହି ପାରୁ ନ ଥିଲେ । ଅବଦୁଲ ମଜୀଦ ଖାନଙ୍କ ଅନୁସାରେ ଟିକା ନେବା ପରେ ତାଙ୍କ ଶରୀରରେ ଅଙ୍ଗ ଗୁଡିକ ଅଳ୍ପ ହଳଚଳ ହୋଇଥିଲା ଓ ଟୀକା ନେବାର ୧ ଘଣ୍ଟା ମଧ୍ୟରେ ତାଙ୍କର ପାରାଲିସିସ ଠିକ ହୋଇ ଯାଇଥିଲା ।

ତାଙ୍କର ଯେଉଁ ସବୁ ଅଙ୍ଗ ଗୁଡିକ ଚାଲୁ ନ ଥିଲା ସେହି ସମସ୍ତ ଅଙ୍ଗ ଗୁଡିକ ପୂର୍ବ ଭଳି କାମ କରୁଛି ଓ ସେ ପୂର୍ବବଳି ସମସ୍ତ କାମ କରି ପାରୁଛନ୍ତି । ଅବଦୁଲ ମଜୀଦ ଖାନ କହିଛନ୍ତି କି ଟୀକା ତାଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ । ଏମିତିରେ ବର୍ତ୍ତମାନ ସେ ସମସ୍ତଙ୍କୁ ଟୀକା ନେବା ପାଇଁ ନିବେଦନ କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *