ବିବାହରେ ସମସ୍ତଙ୍କ ସାମ୍ନାରେ ଘଟିଗଲା ଏଭଳି ଘଟଣା କିନ୍ତୁ କେହି ଜାଣି ବି ପାରିଲେ ନାହିଁ, ଦେଖନ୍ତୁ Video

ଆମ ଦେଶରେ ବିବାହ ବହୁତ ବଡ ଉତ୍ସବ ରୂପରେ ଦେଖାଯାଏ । ଯେଉଁଥିରେ ଲୋକମାନେ ସମସ୍ତଙ୍କ ସହ ଖୁସି ବାଣ୍ଟିବା ପାଇଁ ବାହଘରକୁ ଡାକି ଥାନ୍ତି । ଏହା ଛଡା ସମସ୍ତେ ଚାହାନ୍ତି କି ତାଙ୍କର ବାହଘର ସୁନ୍ଦର ଓ ସମସ୍ତେ ଯେମିତି ମନେ ରଖିବେ ସେହିଭଳି ହେଉ । କିନ୍ତୁ କିଛି ବିବାହରେ କିଛି ଲୋକମାନେ ଏମିତି କିଛି ଅଜବ ଅଜବ କାମ କରି ଦିଅନ୍ତି ଯାହାକି ସମସ୍ତଙ୍କୁ ସବୁଦିନ ପାଇଁ ମନେ ରହିଯାଏ ।

ଏହି ଦୃଶ୍ୟରେ ଦେଖନ୍ତୁ ମହିଳା ଜଣକ ବରକୁ ଏତେ ହଳଦୀ ଲଗାଉଛି କି ଯେମିତି ଆଜି ତାର ବାହଘର ନୁହେଁ ଆଜି ହୋଲି ଅଛି । ପୁଅର ଶରୀରର ଏମିତି କୌଣସି ଅଂସ ନା ହିଁ ଯେଉଁଠି ହଳଦୀ ଲାଗି ନାହିଁ । ଲୋକମାନଙ୍କ ଅଲଗା ଅଲଗା ଡାନ୍ସ ବିଷୟରେ ଜାଣିଛନ୍ତି । କିନ୍ତୁ କିଛି ଡାନ୍ସର ଏତେ ଫର୍ମରେ ଆସି ଯାଆନ୍ତି କି ସେମାନେ ଶେଷରେ ସ୍ଟେଜକୁ ହିଁ ଭାଙ୍ଗି ଦିଅନ୍ତି । ଯେମିତି ଏହି ମହିଳା ଜଣକ କରିଲା ।

ବାହାଘରକୁ ନେଇ ସମସ୍ତେ ଖୁସି ଥାନ୍ତି । କିନ୍ତୁ ବର ବିଷୟରେ କଣ କହିବେ ଯେତେବେଳେ କନ୍ୟା ମୁଣ୍ଡରେ ସିନ୍ଦୁର ଦେବାର ସମୟ ଆସିଲା ତେବେ ବର ନିଜ ମୁଣ୍ଡରେ ସିନ୍ଦୁର ଦେଇ ଦେଲେ । ଯାହାକୁ ଦେଖି ସମସ୍ତେ ତାକୁ ଅଟକାଇଲେ । ଗୋଟିଏ ବାହାଘରରେ ଏକ ଫାଉଣ୍ଟେନ ଲଗା ଯାଇଥିଲା । ଯାହାକୁ ଦେଖି ଲୋକମାନେ ଏଥିରେ ନିଜର ଖାଇବା ପ୍ଳେଟ ଧୋଇବାକୁ ଲାଗିଲେ । ଜଣଙ୍କୁ ପ୍ଳେଟ ଧୋଇବା ଦେଖି ସମସ୍ତେ ସେହିଭଳି କରିବାକୁ ଲାଗିଲେ । କାହା ମୁଣ୍ଡରେ ଏହା ବୁଦ୍ଧି ଆସିଲା ନାହିଁ କି ଏହା କଳ ନୁହେଁ ଏକ ଫାଉଣ୍ଟେନ ଅଟେ । ଯାହାକି ସୁନ୍ଦରତା ଦ୍ରୁଷ୍ଟିରେ ଲଗା ଯାଇଛି ।

ବାହାଘରରେ ସମସ୍ତେ ନଚିଥାନ୍ତି । କିନ୍ତୁ ଏହି ବାହାଘରରେ ବର ନିଜେ ନାଚିବାକୁ ଲାଗିଲା । ଯେଉଁଭଳି ଭାବରେ ଏହି ବର ନାଚୁଥିଲା ତାକୁ କେହି ଅଟକାଇଲେ ବି ସେ ଅଟକିବ ନାହିଁ । ବାହାଘରରେ ବର ସହ ଥଟ୍ଟା କରିବା ଏକ ସାଧାରଣ କଥା ଅଟେ । କନ୍ୟା ପାଖରେ ବସିଥିବା କଥା ଚିନ୍ତା କରି ଯେତେବେଳେ ବର କନ୍ୟାର ଓଢଣା ଟେକିଲା ତେବେ କନ୍ୟା ସ୍ଥାନରେ ଅନ୍ୟ କେହି ଜଣେ ପୁଅ ଥିଲା । ଏହା ପରେ ବର ପୂରାପୂରି ରାଗିଗଲା ।

ଏହି ଦୃଶ୍ୟରେ ବର ଓ କନ୍ୟା ସ୍ଟେଜ ଉପରେ ବସି ସମସ୍ତଙ୍କ ସହ ଫଟୋ କିଳ୍କ କରୁଛନ୍ତି । କିନ୍ତୁ ସେହି ସମୟରେ ବର ପାଖରେ ବସିଥିବା ଝିଅ ଅଚାନକ ବରର ଚୁମା ନେବାକୁ ଲାଗିଲା । ନିଜ ବାହାଘରରେ କିଏ ବି ଗେମ ଖେଳିବା କଥା ଚିନ୍ତା କରିବ ନାହିଁ । କିନ୍ତୁ ଏଠି ଲାଗୁଛି କନ୍ୟା ପବଜି ଗେମ ର ବହୁତ ବଡ ଦିବାନା ଅଟେ । ଯିଏକି ବିବାହ ଦିନ ବି ପବଜି ଖେଳୁଛି ।

Leave a Reply

Your email address will not be published. Required fields are marked *