ମହିଳାମାନେ ରାତିରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 5ଟି କାମ ନଚେତ ହୋଇଯିବେ ଲଷ୍ମୀଛଡ଼ା- Vastu Tips

ଘର ସୁଖ ସମୃଦ୍ଧି ମହିଳା ମାନଙ୍କ ହାତରେ ରହିଥାଏ । ମହିଳା ମାନେ ଚାହିଁଲେ ଘର ସଜାଡି ପାରିବେ ତ ଆଉ କିଛି କ୍ଷେତ୍ର ରେ ଭାଙ୍ଗି ମଧ୍ୟ ପାରିବେ । ମହିଳା ମାନେ ଘର ସୁଖ ଶାନ୍ତି ବଜାୟ ରଖିବା ପାଇଁ ଅନେକ ପୂଜା ପାଠ କରିଥାନ୍ତି । କିନ୍ତୁ ଏମିତି କିଛି କାମ ରହିଛି ଯାହା ମହିଳା ମାନେ ରାତି ସମୟରେ ଭୁଲରେ ବି କରିବା ଉଚିତ ନୁହେଁ । ଆଜି ଆମେ ଆପଣ ମାନଙ୍କୁ ସେହି କାମ କଣ ଯାହା ମହିଳା ମାନେ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମହିଳା ମାନେ ସୂର୍ଯ୍ୟାସ୍ତ ହେବା ପରେ ବାହାର ର ବ୍ୟକ୍ତି ଯଦି ଦହି ବା କ୍ଷୀର ଦାନ କରିଥାନ୍ତି ତାହା ଶୁଭ ହୋଇ ନ ଥାଏ । ଏପରି କରିବା ଦ୍ଵାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ତେଣୁ ଏପରି କରିବା ଉଚିତ ନୁହେଁ ।

୨- ରାତି ସମୟରେ ଘର ସବୁ ସଦସତ ଖାଇବା ପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ । ମହିଳା ମାନେ ଭୁଲରେ ବି ରାତି ସମୟରେ ଅଇଁଠା ବାସନ ଘରେ ପକାଇ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଦୁଖ ଦରିଦ୍ରତା ଦେଖା ଯାଇଥାଏ ।

୩- କିଛି ମହିଳା ମାନେ ରାତି ସମୟରେ କେଶ ଖୋଲା କରି ଶୋଇଥାନ୍ତି । ଯାହା ଦ୍ଵାରା ଘରେ ଅଭାବ ଲାଗି ରହିଥାଏ । ଏହା ସହ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ । ଯାହା ଦ୍ଵାରା ଘରେ ସବୁ କାମରେ ଅସଫଳତା ଆସିଥାଏ । ତେଣୁ ମହିଳା ମାନେ ଭୁଲରେ ବି ରାତି ସମୟରେ କେଶ ଖୋଲା କରି ଶୋଇବା ଉଚିତ ନୁହେଁ ।

୪- ଘର ମହିଳା ମାନେ କିଛି ଲୁଣ କାଗଜରେ ପୁରାଇ ଏହାକୁ ରାତି ସମୟରେ ଘରେ ରଖିବା ଉଚିତ । ଏହି ଲୁଣ କୁ ସକାଳେ ନେଇ ଅଳିଆ ଆବର୍ଜନା ରେ ଫିଙ୍ଗି ଦେବା ଉଚିତ । ଏହା ଦ୍ଵାରା ଘରେ ଥିବା ସବୁ ଖରାପ ଶକ୍ତି ଦୂରେଇ ଯାଏ ।

୫- ମହିଳା ମାନେ ରାତି ରେ ଶୋଇବା ପୂର୍ବ ରୁ ପାଣି ଗ୍ଳାସ କୁ ଭୁଲରେ ବି ବେଡ ଉପରେ ରଖନ୍ତୁ ନାହି । ଏହା ଦ୍ଵାରା ଗୃହ ରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ତେଣୁ ପାଣି ଗ୍ଳାସ କୁ ବେଡ ର ତଳେ ରଖନ୍ତୁ ।

ଏହି ୫ଟି କାମ ମହିଳା ମାନେ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ସହ ଧନର ମଧ୍ୟ ଅଭାବ ରହେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *