ବିଛଣାରେ ବସି ଖାଉଥିବା ଲୋକ ଏହି କଥା ଜାଣି ରଖନ୍ତୁ, ନଚେତ… Vastu Shastra

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ଉପରେ ବହୁତ ପ୍ରଭାବ ପକାଇଥାଏ ଆଉ ଶାସ୍ତ୍ର ଅନୁଯାଇ ବାସ୍ତୁ ଶାସ୍ତରେ ରେ ଯାହା କୁହା ଯାଇଛି ତାହା ଆମ ଜୀବନ ପାଇଁ ଶୁଭକାରୀ ହୋଇଥାଏ ତେବେ ଜୀବନରେ ଆପଣଙ୍କୁ ଯଦି କେହି କୁହନ୍ତି ଯେ ବାସ୍ତୁ ଅନୁଯାଇ ଏହା କରିବା ଉଚିତ ନୁହ ତେବେ ତାଙ୍କ କଥା ମାନନ୍ତୁ । ଆଗ ସମୟରେ ଲୋକ ଭୁଇଁ ଉପରେ ବସି ଖାଦ୍ୟ ଖାଉଥିଲେ ସେଥିପାଇଁ ଅଧିକ ବର୍ଷ ଊର୍ଜାବାନ ରହୁଥିଲେ ଆଉ ତାଙ୍କୁ ବହୁତ କମ ରୋଗ ହାଉଥିଲା କିନ୍ତୁ ବର୍ତମାନ ଲୋକ ଏହାକୁ ମାନୁ ନାହାନ୍ତି ଆଉ ବହୁତ ଦୁର୍ଭାଗ୍ୟ ସାମ୍ନା କରୁଛନ୍ତି ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ ।

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ସୌଚାଲୟ ପାଖରେ ରୋଷେଇ ଘର ରହିବା ଉଚିତ ନୁହ, ତେବେ ରୋଷେଇ ଘର ସାମ୍ନାରେ ମଧ୍ୟ ସୌଚାଲୟ ମୁଖ ରଖିବା ଉଚିତ ନୁହ କାହିଁକିନା ଏହା ବହୁତ ଖରାପ ହୋଇଥାଏ । ଯଦି ଆପଣଙ୍କ ଘରେ ରୋଷେଇ ଆଉ ସୌଚାଲୟ ପାଇଁ ଗୋଟେ କାନ୍ଥ ଅଛି ତେବେ ଏହା ବହୁତ ଖରାପ ଅଟେ କିନ୍ତୁ ଆପଣ ଏହା ପ୍ରଭାବରୁ ବଞ୍ଚିବା ପାଇଁ ସୌଚାଲୟ କବାଟ ସବୁବେଳେ ବନ୍ଦ ରଖି ପାରିବେ ଏହା ଆପଣଙ୍କ ପାଇଁ ଶୁଭକାରୀ ଅଟେ ।

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ଖାଇଲା ବେଳେ ଆପଣଙ୍କୁ ଦିଗ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ ହୋଇଥାଏ, ତେବେ ଶାସ୍ତ୍ର ଅନୁଯାଇ ପୂର୍ବ ନଚେତ ଉତ୍ତର ଦିଗକୁ ମୁହଁ କରି ଖାଇବା ସବୁଠାରୁ ଉତ୍ତମ ହୋଇଥାଏ ବୋଲି କୁହା ଯାଇଛି ।

୩. ଯେଉଁ ମାନଙ୍କ ମା ବାପା ଜୀବିତ ଅଛନ୍ତି ଆଉ ଏହି ବ୍ୟକ୍ତି ଜୀବନରେ ଧନ ସମସ୍ୟା ବହୁତ ଅଧିକ ଅଛି ସେହି ଲୋକଙ୍କୁ ପଶ୍ଚିମ ଦିଗରେ ମୁଖ କରି ଖାଦ୍ୟ ସେବନ କରିବା ଉପକାରୀ ହୋଇଥାଏ, ତେବେ ଏହି ଦିଗରେ ମୁଖ କରି ଭୋଜନ କଲେ ଆପଣଙ୍କ ସମାଜରେ ମାନ ସମ୍ମାନ ବଢିବାକୁ ଲାଗିଥାଏ ।

 

୪. ତେବେ ଶାସ୍ତ୍ର ଅନୁଯାଇ ଖାଇବା ଆଗରୁ ମଣିଷକୁ ହାତ ଗୋଡ ଢୋଇବା ଉଚିତ ହୋଇଥାଏ କାହିଁକିନା ଖାଇଲା ବେଳେ ବ୍ୟକ୍ତି ତଳେ ବସିଲେ ଜଳ ଆଉ ଭୁଇଁ ଏକାଠି ହୁଅନ୍ତି ଆଉ ତା ଦ୍ଵାରା ବାହାରିଥିବା ଊର୍ଜା ମଣିଷ ଶରୀରକୁ ପ୍ରବେଶ କରିଥାଏ ଯାହା ମଣିଷକୁ ସକାରାତ୍ମକ କରିଥାଏ, ତେବେ ଏହି ଭଳି ଲୋକ ସଫଳତା ପାଇବା ପାଇଁ କେବେ ଲୋଭ କରନ୍ତି ନାହିଁ କିନ୍ତୁ ପରିଶ୍ରମ ଅବଶ୍ୟ କରିଥାନ୍ତି ।

ଏହିଭଳି ଅନେକ ବାସ୍ତୁ ସମ୍ବନ୍ଧୀୟ ଟିପ୍ସ ଆମେ ଆପଣଙ୍କ ପାଇଁ ନେଇ ଆସିବୁ, ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *