ବଲିଉଡ ର ଏହି ୫ ଜଣ ପ୍ରସିଦ୍ଧ ହିରୋଇନ ପ୍ଲାଷ୍ଟିକ ସର୍ଜରୀ କରି କଣରୁ କଣ ହୋଇଗଲେ, ନମ୍ବର 4ଙ୍କୁ ଦେଖି ବିଶ୍ଵାସ ହେବନି

ଦର୍ଶକବନ୍ଧୁ, ମେଡିକାଲ ସାଇନ୍ସ ର ଏହି ଆଡଭାନ୍ସ ଦୁନିଆରେ ମନୁଷ୍ୟ କିଛି ମଧ୍ୟ କରିବାକୁ ସକ୍ଷମ ଅଟନ୍ତି । ଯଦି କାହାକୁ ନିଜର ଚେହେରା ପସନ୍ଦ ନାହିଁ ତେବେ ସେ ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ନିଜ ଚେହେରା କୁ ବଦଳି ପାରନ୍ତି । ପରନ୍ତୁ ବନ୍ଧୁଗଣ ଚେହେରା ବଦଳିଲେ କେହି ସୁନ୍ଦର ହୋଇନଥାଏ । ସୁନ୍ଦରତା ମନରୁ ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ବଲିଉଡ ର ୫ ଜଣ ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁମାନେ କି ବଲିଉଡ ରେ ପାଦ ଦେବା ପରେ ଚେହେରା ର ହୁଲିଆ ହିଁ ବଦଳି ଦେଲେ ।

୧- “ଅନୁଷ୍କା ଶର୍ମା” – ବନ୍ଧୁଗଣ “ସାରୁଖ ଖାନ” ସହିତ “ରବ ନେ ବନାଦି ଯୋଡି” ରେ ଅଭିନୟ କରି ନିଜ କାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ର ଦେଇ ସାରିଲେଣି । ବନ୍ଧୁଗଣ ତାଙ୍କ ଲୁକ ସମ୍ବନ୍ଧରେ କହିବାକୁ ଗଲେ, ପ୍ରଥମର “ଅନୁଷ୍କା ଶର୍ମା” ଏବଂ ବର୍ତମାନ ର “ଅନୁଷ୍କା ଶର୍ମା” ରେ ବହୁତ ଅନ୍ତର ରହିଅଛି । ବନ୍ଧୁଗଣ ଅନୁଷ୍କା ଙ୍କୁ କୌଣସି ପ୍ରକାର ର ସର୍ଜରୀ ର ଆବଶ୍ଯକ ନଥିଲା, କାରଣ ସେ ପୂର୍ବରୁ ଅତ୍ୟନ୍ତ ସୁନ୍ଦର ଥିଲେ । ମାତ୍ର ସେ ନିଜର ଓଠ କୁ ସର୍ଜରୀ କରି ବହୁତ ଟ୍ରୋଲିଙ୍ଗ ମଧ୍ୟ ହୋଇଛନ୍ତି କାରଣ ତାହା ଖାସ ହୋଇନଥିଲା ।

୨- “ଶ୍ରୀଦେବୀ” – ବନ୍ଧୁଗଣ “ମିଷ୍ଟର ଇଣ୍ଡିଆ” ତଥା “ଲାଡଲା” ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡ ରେ ନିଜ ସୁନାମ ବିସ୍ତାର କରିଲେ । ସେତେବେଳେ ତାଙ୍କୁ ଟକ୍କର ଦେବାପାଇଁ ଅନ୍ୟ କେହି ନଥିଲେ । ବନ୍ଧୁଗଣ “ଶ୍ରେଦେବୀ” ନିଜ ନାକ ର ସର୍ଜରୀ କରି ବହୁତ ଚର୍ଚ୍ଚା ରେ ଆସିଥିଲେ । ବର୍ତ୍ତମାନ ସେ ଆଉ ଏହି ଦୁନିଆରେ ନାହାଁନ୍ତି ।

୩- “ରାଖି ସାୱନ୍ତ”- ବନ୍ଧୁଗଣ ନିଜ ହରକତ ପାଇଁ ବଲିଉଡ ରେ କଣ୍ଟ୍ରଭର୍ସ ରେ ଘେରି ରହିଥିବା “ରାଖି ସାୱନ୍ତ” ଙ୍କୁ ପ୍ରାଏ ସମସ୍ତେ ଜାଣିଛନ୍ତି । ବନ୍ଧୁଗଣ “ରାଖି ସାୱନ୍ତ” ଆଟ୍ରାକ୍ଟିଭ ଦେଖାଯିବା ପାଇଁ ବହୁତ ସର୍ଜରୀ କରିଛନ୍ତି । ପୂର୍ବର ରାଖି ଏବଂ ବର୍ତ୍ତମାନ ର ରାଖି ମଧ୍ୟରେ ବହୁତ ଅନ୍ତର ରହିଅଛି ।

୪- “ଆଈଶା ଟାକିଆ”- ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କର ସ୍ମାଇଲ କୁ ବହୁତ ପସନ୍ଦ କରିଥିଲେ । ମାତ୍ର ଅଚାନକ ଭାବେ ସେ ପ୍ଲାଷ୍ଟିକ ସର୍ଜରୀ ର ନିର୍ଣ୍ଣୟ କରି ତାଙ୍କ ଫ୍ୟାନ୍ସ ମାନଙ୍କୁ ନିରାଶା କରିଦେଇଥିଲେ ।

୫- “ଯୁହି ଚାୱଲା”- ବନ୍ଧୁଗଣ ନିଜର ସୁଇଟ ସ୍ମାଇଲ ଏବଂ ଚୂଲବୁଲି ଅଭିନୟ ପାଇଁ ସେ ବହୁତ ପ୍ରସିଦ୍ଧ । ବନ୍ଧୁଗଣ ଏହି ଅଭିନେତ୍ରୀ ମଧ୍ୟ ଦୁନିଆରେ ବହୁତ ନାମ କମାଇଛନ୍ତି । ମାତ୍ର ସେ ପ୍ଲାଷ୍ଟିକ ସର୍ଜରୀ କରି ନିଜ ଚେହେରା କୁ ବହୁତ ପରିବର୍ତ୍ତନ କରାଇଛନ୍ତି । କିନ୍ତୁ ମିଡିଆ ସାମ୍ନା ରେ ସେ କେବେ ପ୍ଲାଷ୍ଟିକ ସର୍ଜରୀ ର ଆଲୋଚନା କରିନାହାଁନ୍ତି ।

ମାତ୍ର ତାଙ୍କର ବର୍ତ୍ତମାନ ଚେହେରା କୁ ଦେଖିଲେ ଜାଣିହେବ ଯେ, ସେ ସର୍ଜରୀ କରାଇଛନ୍ତି । ବନ୍ଧୁଗଣ ଏହାଥିଲା ୫ ଜଣ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସର୍ଜରୀ ସମ୍ବନ୍ଧରେ ଗୋଟିଏ ଛୋଟ ବିବରଣୀ । ଏହା ଆପଣଙ୍କୁ ଭଲ ଲାଗିଥିଲେ ନିଜ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *