୪ଟି ବଲୀଉଡ ଅଭିନେତ୍ରୀ ଯେଉଁମାନେ ସର୍ଜରୀ ପରେ ଦେଖା ଯାଉଛନ୍ତି ଅଧିକ ଖରାପ

ଆପଣ ମାନେ ସମସ୍ତେ ଏହି କଥା ବହୁତ ଭଲ ଭାବରେ ଜାଣିଥିବେ ଯେ ଅଭିନେତ୍ରୀ ମାନଙ୍କ ଜୀବନ ବହୁତ ସୂକ୍ଷ୍ମ ହୋଇଥାଏ, ତେବେ ସୁନ୍ଦର ନ ଦେଖା ଗଲେ ତାଙ୍କୁ କୌଣସି କାମ ମିଳି ନଥାଏ । ଅଭିନେତ୍ରୀ ମାନେ ସୁନ୍ଦର ଦେଖା ଯିବା ପାଇଁ ଓ ଜିରୋ ଫିଗର ପାଇଁ ଯୋଗ ଓ ଜିମ ଭଳି କଷ୍ଟ ମଧ୍ୟ କରିଥାନ୍ତି ।

ତେବେ ଏହା ଛଡା ଅଭିନେତ୍ରୀ ମାନେ ନିଜ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ନିଜ ଖାଇବା ପିବାର ଗୋଟେ ଡାଇଟ ପ୍ଳାନ ମଧ୍ୟ ରଖନ୍ତି ଯାହା ଦ୍ଵାରା ତାଙ୍କ ସୁନ୍ଦରତାରେ କୌଣସି ଅସୁବିଧା ନ ଆସୁ । ଆପଣ ମାନେ ଏହି କଥା ଜାଣିଥିବେ ଯେ ବଲୀଉଡ ପ୍ରାୟତଃ ଅଭିନେତ୍ରୀ ମାନେ ନିଜକୁ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାନ୍ତି ତେବେ କିଛି ଅଭିନେତ୍ରୀ ମାନେ ପ୍ଲାଷ୍ଟିକ ସର୍ଜରୀ ପରେ ଆଉ ସୁନ୍ଦରୀ ହୋଇଥାନ୍ତି କିନ୍ତୁ କିଛି ଆଉ ଅସୁନ୍ଦର ହୋଇଥାନ୍ତି ।

Image Courtesy: Google

୧. ସୃତି ହସନ :

ଆପଣ ମାନେ କମଲ ହସନଙ୍କୁ ବେସ ଭଲ ଭାବରେ ଜାଣିଥିବେ କାହିଁକିନା କମଲ ହସନ ସାଉଥ ବହୁତ ବଡ ଷ୍ଟାର ଅଟନ୍ତି ଓ ବଲୀଉଡରେ ସେ ଚାଚି ୪୨୦ ଭଳି ସୁପର ହିଟ ଫିଲ୍ମ ମଧ୍ୟ କରିଛନ୍ତି । ତାଙ୍କ ଝିଅ ନାମ ଶ୍ରୁତି ହସନ ଅଟେ, ଶ୍ରୁତି ନିଜ ଅଭିନୟ ପାଇଁ ବହୁତ ପ୍ରସିଦ୍ଧ ହୋଇଛନ୍ତି, ତେବେ ଦେଖିବା ପାଇଁ ଶ୍ରୁତି ବହୁତ ସୁନ୍ଦର ଅଟନ୍ତି କାହିଁକିନା ଶ୍ରୁତି ନିଜ ନାକ ସର୍ଜରୀ କରାଇଛନ୍ତି, ତେବେ ଆଗରୁ ଶ୍ରୁତିଙ୍କ ନାକ ବଡ ଥିଲା ଯାହା ଦ୍ଵାରା ତାଙ୍କ ଚେହେରା କିଛି ଅଜବ ଲାଗୁଥିଲା କିନ୍ତୁ ନାକ ସର୍ଜରୀ ପରେ ଶ୍ରୁତି ଆହୁରି ସୁନ୍ଦର ଦେଖା ଗଲେ ।

Image Courtesy: Google

୨. ବାଣି କପୁର :

ଫିଲ୍ମ ୱାରରେ ଆପଣ ବାଣି କପୁରକୁ ଅଭିନୟ କରିଥିବାର ପାଇଥିବେ, ତେବେ ସୁଧ ଦେଶୀ ରୋମାନ୍ସ ଫିଲ୍ମରେ ଆପଣ ବାଣି କପୁରକୁ ସପୋଟିଙ୍ଗ ରୋଲରେ ଦେଖିଥିବେ ସେହି ସମୟରେ ତାଙ୍କ ସୁନ୍ଦରତା ସାଧାରଣ ଥିଲା ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା କିନ୍ତୁ ନିଜ କେରିଅର ଆରମ୍ଭରେ ବାଣି ଓଠ ସର୍ଜରୀ କରାଇଲେ ଯାହା ପରେ ତାଙ୍କ ଚେହେରା କିଛି ଖାସ ଦେଖା ଗଲା ନାହିଁ ଓ ଏହାର ଓଲଟା ତାଙ୍କୁ କାମ ମିଳିବା ବନ୍ଦ ହୋଇ ଯାଇଥିଲା, ତେବେ କିଛି ଅଭିନେତ୍ରୀଙ୍କ ପାଇଁ ଏହି ପ୍ଲାଷ୍ଟିକ ସର୍ଜରୀ ବହୁତ କାମ କରିଛି କିନ୍ତୁ କିଛି ଅଭିନେତ୍ରୀ ମାନାଙ୍କ ପାଇଁ ଅସୁବିଧା କରିଛି ।

Image Courtesy: Google

୩. ଆଈଶା ଟାକିଆ :

ଆପଣ ମାନେ ଆଈଶା ଟାକିଆଙ୍କୁ ଜାଣିଛନ୍ତି, ସେ ସାଉଥ ଓ ବଲୀଉଡ ଦୁଇ ଜାଗାରେ ବହୁତ ପ୍ରସିଦ୍ଧ ଥିଲେ କିନ୍ତୁ ସେ ନିଜ ଓଠ ପ୍ଲାଷ୍ଟିକ ସର୍ଜରୀ କରାଇଲେ ଯାହା ପରେ ସେ ନିଜ ଓଠ ବଡ କଲେ ଓ ସର୍ଜରୀ ପରେ ସେ ବହୁତ ଖରାପ ଦେଖା ଯାଉଥିଲେ ।

Image Courtesy: Google

୪. ଅନୁଷ୍କା ଶର୍ମା :

ଆପଣ ମାନେ ପ୍ରସିଦ୍ଧ ଅଭିନେତ୍ରୀ ଅନୁସକା ଶର୍ମାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଅନୁସକା ଏମିତି ଗୋଟେ ଅଭିନେତ୍ରୀ ଯିଏ ରବ ନେ ବନା ଦି ଯୋଡି ଭଳି ସୁପର ହିଟ ଫିଲ୍ମ ସହ ନିଜ କେରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସାଧାରଣ ରୂପ ଲୋକଙ୍କ ବହୁତ ପସନ୍ଦ ଆସିଥିଲା କିନ୍ତୁ ପିକେ ଫିଲ୍ମ ଆଗରୁ ସେ ନିଜ ଓଠ ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ ଯାହା ପରେ ତାଙ୍କ ଓଠ ବହୁତ ବଡ ଓ ଖରାପ ଦେଖା ଯାଉଥିଲା ଯାହା ପାଇଁ ତାଙ୍କୁ ବହୁତ ଟ୍ରୋଲ ମଧ୍ୟ କରା ଗଲା ଓ କେତେ ଲୋକ ତାଙ୍କୁ ଡୋନାଲ ଡକ ମଧ୍ୟ କହିବାକୁ ଲାଗିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *