ହେ ଭଗବାନ! ଯଦି କ୍ୟାମେରାରେ ରେକର୍ଡ ହୋଇ ନଥାନ୍ତା ତେବେ କେହି ବିଶ୍ଵାସ କରି ନଥାନ୍ତେ

ଆପଣ ମାନେ ସମସ୍ତେ ଅଲଗା ଅଲଗା ଭାବନାର ଅଟନ୍ତି ଭଗବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୂପ ଓ ବୁଦ୍ଧି ସହ ଭିନ୍ନ ଭାବନା ମଧ୍ୟ ଦେଇଛନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କିଛି କଥା ଏମିତି ହୋଇଥାଏ ଯାହା ବହୁତ ଲୋକ ବିଶ୍ଵାସ କରନ୍ତି ଓ ବହୁତ ଲୋକ ବିଶ୍ଵାସ କରନ୍ତି ନାହିଁ  ।

ଏହି ଭଳି କିଛି କଥା ଆଜି ଆମେ ଆପଣଙ୍କୁ ଦେଖେଇବାକୁ ଯାଉଛୁ ଯାହା ଆପଣ କେବେ ଦେଖି ନଥିବେ ବା ଭରସା କରିବା କଷ୍ଟକର କିନ୍ତୁ ବଡ ବଡ ବିଶେସ୍ଜ୍ଞ ମଧ୍ୟ ଏହାକୁ ମାନି ଯାଇଛନ୍ତି । ଭିଡିଓ ଅପଲୋଡ କରିଥିବା ବ୍ୟକ୍ତି ଅନୁଯାଇ ଏହି ଭିଡିଓରେ କୌଣସି ପ୍ରକାର ଏଡିଟିଙ୍ଗ କରା ଯାଇ ନାହିଁ ତେବେ ଆସନ୍ତୁ ଏମିତି କଣ ଦେଖିବାକୁ ମିଳିଲା ।

Image Courtesy: Google

୧. ଆଜିକା ସମୟରେ ସବୁ ମା ବାପା ନିଜ ଛୁଆର ଭିଡିଓ ବନେଇବାରେ ଲାଗି ରୁହନ୍ତି ଯାହା ଦ୍ଵାରା ସେ ନିଜ ଛୁଆ ର କ୍ୟୁଟ ମୁମେଣ୍ଟ ନିଜ ପାଖରେ ରଖି ପାରିବେ । ତେବେ ଗୋଟେ ବାପା ନିଜ ଛୁଆ ଭିଡିଓ କରୁଥିଲା ଛୁଆ ଅଇନା ସାମ୍ନାରେ ବସି ନିଜ ପ୍ରତିବିମ୍ବ ଦେଖି ଖୁସି ହଉଥିଲା ଓ ଅନ୍ୟ ଛୁଆ ଭାବି ତା ସହ ଖେଳୁଥିଲା କିନ୍ତୁ ହଟାତ ଯାହା ହେଲେ ତାହା ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଛୁଆ ହଟାତ ବୁଲି ନିଜ ବାପାକୁ ଦେଖିଲା ଯାହା ପରେ ଅଇନାରେ ଛୁଆ ମୁଣ୍ଡ ଦେଖା ଯିବାର ଥିଲା କିନ୍ତୁ ଅଇନାରେ ଛୁଆ ମୁହଁ ଦେଖା ଯାଉଥିଲା ଯେମିତି ଅଇନାରେ ଅନ୍ୟ କୌଣସି ଛୁଆ ଅଛି । ତେବେ ଏହି ଦୃଶ୍ୟ ଦେଖି ବାପା ଡଋ ଗଲା ଓ ନିଜ ଛୁଆକୁ ସେତୁ ଉଠାଇ ଆଣିଲା ।

Image Courtesy: Google

୨. ଗୋଟେ ଝିଅ ଡ୍ୟାନ୍ସ କ୍ଳାସରେ ଡ୍ୟାନ୍ସ କଲା ପରେ ଥକିଯାଇ ବସିଥିଲା ଡ୍ୟାନ୍ସରୁମରେ ୩ କାନ୍ଥରେ ଅଇନା ଲଗା ହୋଇଥାଏ ଝିଅ ସବୁ ପ୍ପ୍ରାତିବିମ୍ବ ଠିକ ଥିଲା ହଟାତ ତା ପଛ ପ୍ରତି ବିମ୍ବ ଠିଆ ହୋଇଲା କିନ୍ତୁ ଝିଅ ବସିଥିଲା ଏହି ଦ୍ରୁଶ୍ଯ ଦେଖି ଝିଅ ଡଋ ଗଲା ଓ ରୁମ ଛାଡି ପଳାଇଲା କିନ୍ତୁ ଏହି ଘଟଣା ସେହି ରୁମରେ ଥିବା କ୍ୟାମେରାରେ ରେକଡ ହୋଇ ଯାଇଥିଲା ।

Image Courtesy: Google

୩. ଗୋଟେ ବ୍ୟକ୍ତି ଗୋଟେ ଝିଅ ସହ ଗୋଟେ ଫଟୋ ଉଠାଇ ପୋସ୍ଟ କରିଥିଲେ ଯାହା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ କାହିଁକିନା ଫଟୋରେ ଝିଅ ସାମ୍ନାକୁ ଅନାଇଛି କିନ୍ତୁ ଝିଅ ପଛରେ ଥିବା ଅଇନାରେ ଝିଅ ପଛ ଦେଖା ଯିବା ବଦଳରେ ଝିଅ ମୁହଁ ଦେଖା ଯାଉଥିଲା ଯାହା ଲୋକଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ ଜନକ କଥା ଥିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *