4ଟି ବଲୀଉଡ ଅଭିନେତ୍ରୀ ଯେଉଁମାନଙ୍କର ଅଛି ଡାଇରେକ୍ଟରଙ୍କ ସହ Affair

ବଲୀଉଡ ଜଗତ ଏମିତି ଗୋଟେ ଜଗତ ଯେଉଁଠି ସବୁକିଛି ସମ୍ଭବ ଅଟେ । ଏଠି ବୟସ ଯେତେ ବି ଥାଉ ଯଦି ଦୁହେଁ ରାଜି ତେବେ କିଛି ବି ହୋଇପାରେ । ମୁମ୍ବାଇ ର ଚଳଚିତ୍ର ଜଗତରେ ଗୋଟେ ଫିଲ୍ମ ବା ସିରିଏଲରେ କାମ କରୁଥିବା ଅଭିନେତା ଅଭିନେତ୍ରୀ ଭଲ ପାଇଥାନ୍ତି ଓ ବିବାହ ମଧ୍ୟ କରିଥାନ୍ତି ।

ଏଠି କେବଳ ଅଭିନେତା ଅଭିନେତ୍ରୀ ନୁହ ଫିଲ୍ମ ଡାଇରେକ୍ଟର ବା ପ୍ରଡ୍ୟୁସର ମାନଙ୍କ ସହ ମଧ୍ୟ ସମ୍ପର୍କ ବଢିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଡି ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଡାଇରେକ୍ଟର ବା ପ୍ରଡ୍ୟୁସର ସହ ବିବାହ କରିଛନ୍ତି ।

Image Courtesy: Google

୧. ଶ୍ରୀଦେବୀ ଓ ବୋନୀ କପୁର :

ଶ୍ରୀଦେବୀଏନକେ ନିଧନ ଗତ ବର୍ଷ ଦୁବାଇରେ ହୋଇଥିଲା । ଶ୍ରୀଦେବୀ ତାଙ୍କ ସମୟ ବହୁତ ବଡ ଅଭିନେତ୍ରୀଥିଲେ ଦର୍ଶକ ଆଜିବି ତାଙ୍କ ଦିବାନା ଅଛନ୍ତି । ତେବେ ବୋନୀ କପୁର ଆଗରୁ ବିବାହିତ ଥିଲେ କିନ୍ତୁ ଶ୍ରୀ ଦେବୀଙ୍କ ସହ କାମ କରୁ କରୁ ତାଙ୍କୁ ଶ୍ରୀଦେବୀଙ୍କ ସହ ପ୍ରେମ ହୋଇଗଲା ଓ ବହୁତ ବର୍ଷ ସମ୍ପର୍କରେ ରହିବା ପରେ ବୋନୀ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇ ଶ୍ରୀଦେବୀଙ୍କ ସହ ବିବାହ କରିଥିଲେ ।

Image Courtesy: Google

୨. ଉଦିତା ଗୋସ୍ଵାମୀ ଓ ମୋହିତ ସୂରୀ :

ଉଦିତା ଗୋସ୍ଵାମୀ ନିଜ ଫିଲ୍ମ ଜହର ଡାଇରେକ୍ଟର ମୋହିତ ସୂରୀ ସହ ପ୍ରେମ ବିବାହ କରିଛନ୍ତି । ତେବେ ଦୁହେଁ ଦୁହିଙ୍କୁ ବହୁତ ଭଲ ପାଉଥିଲେ ଓ ବିବାହ କରିଥିଲେ ।

୩. କଲ୍କି କୋଚଲିନ ଓ ଅନୁରାଗ କଶ୍ୟପ :

କଲ୍କି କୋଚଲିନ ଏତେ ଭଲ ଅଭିନେତ୍ରୀ ନଥିଲେ ତେବେ ତାଙ୍କୁ ଅଧିକ ଚଳଚିତ୍ର ମଧ୍ୟ ପ୍ରାପ୍ତ ହୋଇ ନାହିଁ । ଦେବ ଡି ଫିଲ୍ମ ର ଡାଇରେକ୍ଟର ଥିଲେ ଅନୁରାଗ କଶ୍ୟପ ଓ ସେହି ଫିଲ୍ମରେ କଲ୍କି ଅଭିନେତୃଥିଲେ । ସେହି ସମୟରେ ଦୁହିଙ୍କୁ ପ୍ରେମ ହେଲା ଯାହା ପରେ ଅନୁରାଗ ନିଜ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇଥିଲେ ଓ କଲ୍କି ସହ ବିବାହ କରିଥିଲେ କିନ୍ତୁ ଦୁହିଙ୍କ ବିବାହ ଅଧିକ ଦିନ ଚାଲିଲା ନାହିଁ ଓ ମାତ୍ର ୫ରୁ ୬ ବର୍ଷ ଭିତରେ ଦୁହେଁ ଅଲଗା ମଧ୍ୟ ହୋଇଯାଇଥିଲେ ।

Image Courtesy: Google

୪. ରାନୀ ମୁଖାର୍ଜୀ ଓ ଆଦିତ୍ୟ ଚୋପଡା :

ରାନୀ ମୁଖାର୍ଜୀଙ୍କୁ କିଏ ଅବା ଜାଣି ନାହିଁ ଆଉ ୟଶ ରାଜ ଫିଲ୍ମ ମଧ୍ୟ ଚଳଚିତ୍ର ଦୁନିଆରେ ବହୁତ ପ୍ରସିଦ୍ଧ ଅଟେ । ରାନୀ ମୁଖାର୍ଜୀ ଓ ଆଦିତ୍ଯ ଦୁହିଙ୍କ ପ୍ରେମ କାହାଣୀ ସମସ୍ତଙ୍କୁ ଜଣା ଥିଲା କିନ୍ତୁ ଦୁହେଁ କେବେ ମାନିଲେ ନାହିଁ । ଏହା ପରେ ହଟାତ ଯାଇ ଦୁହେଁ ଇଟାଲୀରେ ବିବାହ କରିଥିଲେ ଓ ବର୍ତମାନ ଦୁହିଙ୍କ ଗୋଟେ ଝିଅ ମଧ୍ୟ ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *