ଆୟୁର୍ବେଦ ର ସବୁଠାରୁ Best Medicine ତ୍ରିଫଳା- Swami Ramdev

ଆୟୁର୍ବେଦ ପୁରା ସଂସାରରେ ଏମିତି ଔଷଧ ଯାହା କୌଣସି ପ୍ରକାର ସାଇଡ ଇଫେକ୍ଟ ଦିଏ ନାହିଁ ଯଦି ଏହାକୁ ସଠିକ ଭାବରେ ବ୍ୟବହାର କରା ଯାଏ ତେବେ । ଆପଣ ମାନେ ଏହା ଜାଣିଥିବେ ଯେ ପ୍ରାଚୀନ ସମୟରେ ଆୟୁର୍ବେଦ ଥିଲା ଯାହା ଦ୍ଵାରା ବଡରୁ ବଡ ରୋଗ ବା ଘା ବା କୌଣସି ଶରୀର ରୋଗ ଦୂର କରା ଯାଉଥିଲା ।

କିନ୍ତୁ ବର୍ତମାନ ବିଜ୍ଞାନ ଆସି ଯାଇଛି କିନ୍ତୁ ବିଜ୍ଞାନ ସହ କିଛି ଭଲ ତ କିଛି ଖରାପ ମଧ୍ୟ ଆସିଛି କାହିଁକିନା ଯଦି କୌଣସି ମେଡିସିନ ଦ୍ଵାରା ଦରଜ କମ ହେଉଛି ତେବେ ତା ସାଇଡ ଇଫେକ୍ଟ ଦ୍ଵାରା ମଣିଷ ଦରଜ ବଢିବାକୁ ମଧ୍ୟ ଲାଗିଥାଏ । ତ୍ରିଫଳା ଏମିତି ଗୋଟେ ମିଶ୍ରଣ ଯେଉଁଥିରେ ୩ଟି ଫଳ ମିଶ୍ରଣ ହୋଇଥାଏ ସେଥିପାଇଁ ଏହାକୁ ତ୍ରିଫଳା ନା ଦିଆ ଯାଇଛି । ଆଜି ଆମେ ଆପଣଙ୍କୁ ତ୍ରିଫଳା ଲାଭକାରୀ ଗୁଣ ବିଷୟରେ ବହୁତ କିଛି କହିବାକୁ ଯାଉଛୁ ।

Image Courtesy: Google

୧. ଅଁଳା :

ତ୍ରିଫଳାରେ ସବୁଠାରୁ ଅଧିକ ମାତ୍ରାରେ ଅଁଳା ପଡିଥାଏ, ତେବେ ଆପାନ ମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଗ୍ଯାସ ଓ ବହୁତ ପ୍ରକାର ପେଟ ଓ ହୃଦୟ ସମସ୍ଯା ପାଇଁ ଅଁଳା ବ୍ୟଭାର କରା ଯାଇଥାଏ ।

Image Courtesy: Google

ହରିଡା :

ହରିଡା ଏମିତି ଗୋଟେ ଆୟୁର୍ବେଦିକ ଜିନିଷ ଯାହା କୌଣସି ଆୟୁର୍ବେଦିକ ଔଷଧ ସହ ସେବନ କରିବା ଦ୍ଵାରା ଆମ ଶରୀର ସବୁ ସ୍ଥାନରେ ବହୁତ ସହଜରେ ପହଞ୍ଚିଥାଏ କାହିଁକିନା ହରିଡା ରକ୍ତରେ ଭଲ ଭାବରେ ମିଶି ଯାଇଥାଏ ଓ ପୁରା ଶରୀରରେ ପହଞ୍ଚିଥାଏ ।

ବାହାଡା :

ବାହାଡ ଏମିତି ଗୋଟେ ଆୟୁର୍ବେଦିକ ଜିନିଷ ଯାହା ବାତ ପିତ ଓ କଫକୁ ପୁରା ଷଋରେ ସନ୍ତୁଳିତ କରିଥାଏ, ତେବେ ବାହାଡ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଏହି ସବୁ ଜିନିଷ ସନ୍ତୁଳନ ସଠିକ ରହିଥାଏ ।

Image Courtesy: Google

ଆସନ୍ତୁ ଜାଣିବା ତ୍ରିଫଳା ର ଲାଭକାରୀ ଗୁଣ ବିଷୟରେ :

ତ୍ରିଫଳାରେ ୪ ଭାଗ ଅଁଳା ଓ ୨ ଭାଗ ହରିଡା ଓ ଗୋଟେ ଭାଗ ବାହାଡ ପ୍ପଡିଥାଏ ଏଇ ମିଶ୍ରଣ ଏମିତି ଗୋଟେ ମିଶ୍ରଣ ଯାହା ଅମୃତ ସହ ସମାନ ବୋଲି କୁହା ଯାଇଥାଏ କାହିଁକିନା ଏହି ମିଶ୍ରଣ ଯେଉଁ ମଣିଷ ସେବାନ କରିଥାଏ ସେହି ବ୍ୟକ୍ତି ପେଟ ଠାରୁ ଆରମ୍ଭ କରି ଶରୀର ସବୁ ଅଙ୍ଗକୁ ସ୍ଵସ୍ଥ ଓ ମଜବୁତ କରିଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ମିଶ୍ରଣ ଯେଉଁ ବ୍ୟକ୍ତି ପ୍ରତିଦିନ ସେବନ କରିଥାଏ ତାକୁ କୌଣସି ଶାରୀରିକ ଅସୁବିଧା ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *