ନାରୀଙ୍କ ଶରୀର ବିଷୟରେ କିଛି ଏଭଳି କଥା ଯାହା ନିଜେ ସେମାନେ ମଧ୍ୟ ଜାଣି ନଥିବେ

ପୁରୁଷ ଓ ନାରୀ କାମରେ ହୋଇପାରନ୍ତି ସମାନ କିନ୍ତୁ ଏମିତି କିଛି ଜିନିଷ ଥାଏ ଯେଉଁଟା ମହିଳା ସହିତ ସମ୍ବନ୍ଧ ହୋଇପାରେ । ଆଜିର ଏହି ଲେଖାରେ ଆମେ ମହିଳା ମାନଙ୍କ ବିଷୟରେ ଏମିତି ୧୦ ଟି ଅସାଧାରଣ ଜିନିଷ କହିବୁ ଯାହା ସତ ବୋଲି ପ୍ରମାଣିତ ହୋଇଛି । ଆସନ୍ତୁ ଜାଣିବା ।

ପ୍ରଥମରେ ଫୁଡ ପ୍ରିଫରେନ୍ସେ – କଣ ଆପଣ ଜାଣିଛନ୍ତୁ ମହିଳା କେଉଁ ଜିନିଷ ଥାଏ ଯାହା ଜୀବନସାରା ଖାଇଥାଏ । ମାଛ, ନା ଲୋ କ୍ୟାଲୋରି, ସାଲଡ ନାହିଁ ଆଇସକ୍ରିମ । ଗୋଟେ ରିସର୍ଚରୁ ଜଣା ପଡିଛିକି ଝିଅ ମାନେ ନିଜ ଜୀବନରେ ଲିପସ୍ଟିକର ଫୋର ପାଉଣ୍ଡ ଖାଇଦେଇଥାନ୍ତି ।

ହୋଇପାରେ ଆପଣ ବିଶ୍ବାସ କରିପାରିବେନିକିନ୍ତୁ ଏହାହିଁ ଅଟେ । ଝିଅ ମାନେ ଏହାର ସ୍ମଲ ପାର୍ଟିକିଲ ଖାଇଦେଇଥାନ୍ତି । ଲିପଷ୍ଟିକ ଲଗେଇଲା ପରେ ଏହାର ଛୋଟ ଛୋଟ ଟୁକୁଡା  ପେଟକୁ ପଳେଈ ଥାଏ । ଯେବେ ବୁଢୀ ଲୋକ ହେବେ ସେତେ ଲିପଷ୍ଟିକ ପେଟକୁ ଯାଇଥାଏ ।

ଗେଟିଙ୍ଗ ଡ୍ରେସ – ଝିଅ ମାନେ କେଉଁ ଭଳି ଡ୍ରେସ ପିନ୍ଧି ଥାନ୍ତି । ସେମାନେ ପ୍ରଥମେ ଡ୍ରେସ ପିନ୍ଧି ଦେଇଥାନ୍ତି ତାପରେ ହେୟାର ସ୍ଟାଇଲ କରି ଥାନ୍ତି ତା ପରେ ମେକପ ନେଇଥାନ୍ତି । ସେ ଆଗ ଡ୍ରେସ ପିନ୍ଧି ତାପରେ ମେକପ ହୋଇଥାନ୍ତି କାରଣ ଯଦି ମେକପ ହୋଇ ଡ୍ରେସ କି ଟି ଶର୍ଟ ପିନ୍ଧୁଛନ୍ତି ତାହେଲେ ତାଙ୍କ ଲିପଷ୍ଟିକ ଲିଭିଯାଇପାରେ ନହେଲେ ଅଲଗା କେଉଁଠି ଲାଗିଯାଇପାରେ ।

ରିସ୍କ ଲେବଲ – ଆପଣ ଦେଖିଥିବେ ବହୁତ ଝିଅ ପୁଅଙ୍କ ଭଳି ରିସ୍କ ନେଇ ନଥାନ୍ତି । ପୁଅ ମାନେ ଯେମିତି ଚେୟାରକୁ ଖାଲି କରିବା ପାଇଁ ଫାୟାର ୱର୍କ୍ସ କୁ ଆଟଚ କରିବା ଗୋଟେ ଗ୍ରେଟ ଆଇଡିଆ ଲଗେଇଥାନ୍ତି  । ସାଧାରଣତଃ ଝିଅ ମାନେ ନିଜ ଶରୀରକୁ ନେଇ ବହୁତ ସାବଧାନ ରହିଥାନ୍ତି । ଯେଉଁଠି ପୁଅ ମାନେ ବହୁତ ଫିଅରଲେସ ହୋଇଥାନ୍ତି ।

ବହୁତ ଅଧିକ ଖାଇବା ଖୁଆଇଥାନ୍ତି  – ଝିଅମାନେ ରୋଷେଇ କରିବା ପାଇଁ ପସନ୍ଦ କରିଥାନ୍ତି ଓ ସେ ହୋଇପାରେ ଆପଣଙ୍କ ଖାଇବାରେ ବହୁତ ଧ୍ୟାନ ରଖିଥାନ୍ତି । ଏହି କଥାରେ ଦୁଇଟି କାରଣ ହୋଇପାରେ ଗୋଟିଏ ହେଲା ନିଜ ସାଥିର ବହୁତ ଯତ୍ନ ନେଇଥାଏ ଖାଇବା ପିଇବାରେ । ଦିତୀୟ କଥା ଏହା ହୋଇପାରେକି ସେ ଭାବି ଥାନ୍ତି ଆପଣ ସବୁବେଳେ ତାଙ୍କର ସାଥି ହୋଇ ରହିଥାନ୍ତି ସେଥିଲାଗି ଅଧିକ ଖୁଆଇ ମୋଟା କରିଦେଇଥାନ୍ତି । କାରଣ ଆଉ କେଉଁ ଝିଅ ଆପଣଙ୍କୁ ନ ଦେଖୁ ।

କନିଙ୍ଗ ସ୍କିଲ – ଆପଣଙ୍କ ଗର୍ଲ ଫ୍ରେନ୍ଡ ଆପଣଙ୍କ ପ୍ରତି ଏତେ ଇଣ୍ଟ୍ରେଷ୍ଟେଡ ନଥିବ କିନ୍ତୁ ହଠାତ ଆପଣଙ୍କ ବିଷୟରେ ଜାଣିବାକୁ ଲାଗିବ, ସେତେବେଳେ ଆପଣଙ୍କୁ ବହୁତ ସନ୍ଦେହ ହୋଇପାରେ କି ସେ ଆପଣଙ୍କ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି କିନ୍ତୁ ସେମିତି କିଛି ହୋଇନଥାଏ ସେ ଆପଣଙ୍କ ଫୋନ ନମ୍ବର ଓ ସୋସିଆଲ ଆକାଉଣ୍ଟର ପାସୱାର୍ଡ ଜାଣିବା ପାଇଁ ଚେଷ୍ଟା କରନ୍ତି । ପୁଅ’ମାନଙ୍କର ସେନ୍ସ ଅଫ ସ୍ମେଲ ଅଧିକ ଥାଏ । କିନ୍ତୁ ଝିଅମାନଙ୍କର ସେନସ ଅଫ ସ୍ମେଲ ପୁଅ ମାନଙ୍କ ଅପେକ୍ଷା ଅଧିକ ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *