ମନକୁ ନିଜ Controlରେ ରଖିବାର 2ଟି ନିୟମ- Geeta Gyan

ଆପଣ ଜଣେ ଛାତ୍ର ଅଟନ୍ତି ଅଧିକା ଟିଭି ଦେଖିବା ଦ୍ଵାରା ଆପଣଙ୍କ ପାଠରେ ଆସୁବିଧା ହୋଇଥାଏ । ତାପରେ ମଧ୍ୟ ଟିଭି ଆପଣ ପ୍ରତିଦିନ ଦେଖୁଛନ୍ତି । ଆପଣଙ୍କ ଓଜନ ବହୁତ  ଅଛି ତା ପରେ ମଧ୍ୟ ଆପଣ ସେହିଭଳି ଖାଦ୍ୟ ଖାଉଛନ୍ତି ଯେଉଁଥିରେ ଆପଣଙ୍କ ଓଜନ ବଢିବାକୁ ଲାଗିଛି ।

ତାମାନେ ଆପଣଙ୍କ ମନ ଆପଣଙ୍କ କଣ୍ଟ୍ରୋଲରେ ନାହିଁ, ଆପଣ ଆପଣଙ୍କ ଲକ୍ଷ ସେବେ ହାସଲ କରିପାରିବେ ଯେବେ ଆପଣଙ୍କ ମନ ଆପଣଙ୍କ କଣ୍ଟ୍ରୋଲରେ ରହିବ । ଶ୍ରୀମଦ ଭଗବତ ଗୀତାରେ ମନକୁ ବଶରେ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଦୁଇଟି କୌଶଳ ବତେଇଛନ୍ତି ।

ଆଜି ଆମେ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା । ଆପଣ ଏହି ଦୁତୀ କୌଶଳରେ ନିଜ ମନକୁ ଗୁଲାମ ବନେଇ ପାରିବେ, କିନ୍ତୁ ଏହା ସରଳ ନୁହେଁ ତାମାନେ କଠିନ ମଧ୍ୟ ନୁହେଁ । ଆମ ମନ ଗୋଟେ ବେଲଗାମ ଘୋଡା ଭଳି ଅଟେ, ଏହା ଉପରେ ଆପଣଙ୍କୁ ଗୋଟେ ଷ୍ଟୋରି ଶୁଣାଉଛୁ । ଗୋଟେ ଠକ ବାବା ଥିଲେ, ଏହି ଠକ ଜଣକ ବହୁତ ବଡ ବଡ କଥା କହୁଥିଲେ ।  ସେ ଏହିଭଳି କଥା କହି ଲୋକଙ୍କୁ ତେଲ ବିକ୍ରି କରୁଥିଲେ । ଯେଉଁ ମାନେ ଚଣ୍ଡା ଥିଲେ ସେମାନେ ଏହି ବାବା କଥାରେ ଆସିଯାଉଥିଲେ ।

ଏହି ବାବା ତେଲ ବିକ୍ରି କରିବା ସମୟରେ ଗୋଟିଏ କଥା କହୁଥିଲେ, ତେଲକୁ ଗୋଟେ ଥର ଲଗେଇଲେ କେସ ଆସିଯିବ । ଏହି କେସ ଉପରୁ ଶକ୍ତି ନେକି ଆସିବ, ଯେବେ ତେଲକୁ ଲଗେଇବେ ଭଗବାନଙ୍କୁ ମନେପକେଇବ ନାହିଁ । ଯଦି ତେଲ ଲଗେଇବା ସମୟରେ ତୁମ ମନ ଭିତରେ ପରମାତ୍ମା  ଚିତ୍ର ଆସିଯାଉଛୁ , ପୁଣି ଆଉଥରେ ଆସି ତେଲ ନେବାକୁ ପଡିବ । କେହି ନାସ୍ତିକ ବ୍ୟକ୍ତି ତେଲ ନେଇକି ଯିବ ଓ ତେଲ ଲଗେଇବାକୁ ବସିଲା ବେଳକୁ ପରମାତ୍ମା ମାନେ ପଡିଯାଉଛନ୍ତି ।

ଲୋକ ପ୍ରତିଦିନ ଏହି ମିଛୁଆ ବାବାଠୁ ତେଲ ନେବାକୁ ଆସିଥାନ୍ତି । ଆମର ଦିମାଗ କିଛି ଏହୁଭଳି କାମ କରିଥାଏ,  ଆପଣ ନିଜ ମନକୁ ଭୁଝାଇ ଥାନ୍ତି ଏହା ଜମାବି କରିବନି କିନ୍ତୁ ସେ ସେଇଆ ପୁଣି କରିଥାଏ । ଯଦି ଆପଣ ମନକୁ ଇଂଷ୍ଟ୍ରକସନ ଦେଇଥାନ୍ତି ସେ କି ମୋଟ ହେଉଛ କଲିଥୁ ମିଠା ଖାଇବ ନାହିଁ । ତୁମ ମନରେ ମିଠା ହିଁ ଚାଲିଥିବ । ଭଗବାନଶ୍ରୀକୃଷ୍ଣ ମନକୁ କଣ୍ଟ୍ରୋଲ କରିବାର ଦୁଇଟି କୌଶଳ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ମନ ଉପରେ କଣ୍ଟ୍ରୋଲ କରିବା ପାଇଁ  ନିରନ୍ତର ଅଭ୍ୟାସ କରିବାକୁ କହିଛନ୍ତି ।

ଆପଣଙ୍କୁ ବାର ବାର ପ୍ରୟାସ କରିବାକୁ ହେବ, ପ୍ରଥମେ ସଫଳ ହୋଇପାରିବ ନାହିଁ କିନ୍ତୁ ନିରନ୍ତର ପ୍ରୟାସ ଆପଣଙ୍କୁ ସଫଳତା ଦେବ ।  ଦିତୀୟତି ହେଲା ବୈରାଗ୍ୟ ଏହା ମନର ଗୋଟେ ଏମିତି ଅଭ୍ଯାସ ଅଟେ କି କାହା ଉପରେ ରାଗ ଭାବ ହୋଇନଥାଏ । ଏହାର ଅର୍ଥ ଆପଣ କୌଣସି ଜିନିଷ ପ୍ରତି ଆସକ୍ତି ରଖିବା ଉଚିତ ନୁହେ । ବୈରାଗ୍ୟ ସେବେ ସମ୍ବଭ ହେବ ଯଦି କୌଣସି ଜିନିଷ ପ୍ରତି ଲାଳସା କି ଆସକ୍ତି ରହିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *