ବଲିଉଡର ଏହି ୪ ଅଭିନେତା ହେଉଛନ୍ତି ଶୁଦ୍ଧ ଶାକାହାରୀ, ଚତୁର୍ଥ ନମ୍ବର ବାଲା ଅଭିନେତାଙ୍କ ନାମ ଜାଣିଲେ ଲାଗିବ ଝଟକା

ଆମେ ସମସ୍ତେ ଖାଇବାକୁ ପସନ୍ଦ କରିଥାଉ ସେଥିରୁ କେତେକ ଲୋକ ଆମିଷ ଖାଇବା ପାଇଁ ପସନ୍ଦ କରନ୍ତି ତ ଆଉ କିଛି ଲୋକ ସାଧା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଏହି କଥାକୁ ନେଇ ସବୁବେଳେ ଲୋକମାନଙ୍କ ଭିତରେ ଝଗଡା ବି ଚାଲିଆସିଛି କି ଏଥିରୁ କେଉଁ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯେଉଁ ମାନେ ଆମିଷ ଖାଇଥାନ୍ତି ସେମାନେ କୁହନ୍ତି କି ଆମିଷ ଖାଇଲେ ଶରୀର ଫିଟ ରହିଥାଏ ଏବଂ ସେଥିରେ ବହୁତ ସାରା ପୋଷାକ ତତ୍ଵ ବି ରହିଥାଏ ।

ଅନ୍ୟ ପଟେ ଶାକାହାରୀ ଖାଉଥିବା ଲୋକମାନେ କହିଥାନ୍ତି କି ନିଜ ପେଟ ଭରିବା ପାଇଁ ଆମକୁ କୌଣସି ଜୀବର ଜୀବନ ନେବାପାଇଁ ଆମର କୌଣସି ଅଧିକାର ନାହିଁ ।

ଶାକାହାରୀ ମାନେ ଏହା ବି କହିଥାନ୍ତି କି ଶାକାହାର ରେ ସେହି ସବୁ ଜିନିଷ ଥାଏ ଯାହା ଗଛରେ ଆଧାରିତ ଏବଂ ପଶୁମାଙ୍କ ଠାରୁ ମିଳୁଥିବା ଜିନିଷ ଯେଉଁଥିରେ କୌଣସି ପ୍ରାଣୀ ଜନ୍ମ ନେଇପାରନ୍ତି ନାହିଁ । ଦୁନିଆର ସବୁଠାରୁ ପୁରୁଣା ଧର୍ମ ସନାତନ ଧର୍ମ ବି ଶାକାହାର ଉପରେ ଆଧାରିତ ଅଟେ ।

ଆମିଷ ଖାଉଥିବା ଲୋକମାନଙ୍କ ଭିତରେ କେତେ ପ୍ରକାରର ଗମ୍ଭୀର ରୋଗର ଖତରା ଅଛି ବୋଲି ଶାକାହାରୀ ଲୋକମାନେ କହିଥାନ୍ତି । ଅଧିକ ଆମିଷ ଖାଇଲେ ମଣିଷ ଭିତରେ ଚିଡଚିଡା ପଣ ସୃଷ୍ଟି ହୋଇଥାଏ । ଆମିଷ ଆପଣଙ୍କର ତନ ଏବଂ ମନ କୁ ଅସୁସ୍ତ କରିଦେଇଥାଏ ।

କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଓଲିଉଡ ର କେତେକ ଅଭିନେତା ମାନେ ଶାକାହାର ଭୋଜନ କରିଥାନ୍ତି ଏବଂ ଆଜି ବି ସେମାନେ ଫିଟ ଅଛନ୍ତି ,ଆଜି ଆମେ ଆପଣଙ୍କୁ ଏମିତି ହିଁ ୪ଜଣ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ।

୧ -ଅମିତାଭ ବଚନ

ବଲିଉଡର ମହାନାୟକ ଅମିତା ବଚନ ସଂପୂର୍ଣ୍ଣ ଶାକାହାରୀ ଭୋଜନ କରିଥାନ୍ତି । ସେ ପ୍ରଥମେ ଆମିଷ ଖାଉଥିଲେ କିନ୍ତୁ ୨୦୦୨ ମସିହା ପରେ ସେ ଶାକାହାରୀ ଖାଇବା ଅପଣାଇ ନେଲେ ଏହା ବିଷୟରେ ସେ କହିଛନ୍ତି କି ଶାକାହାରୀ ମତିସ୍କର ଭାବନା ପାଇଁ ବହୁତ ଜରୁରୀ ହୋଇଥାଏ ।

୨ ସାହିଦ କପୁର

ବଲିଉଡ ରେ ସବୁଠାରୁ ହାଣ୍ଡସମ ହୀରୋ ସାହିଦ କପୁର ନାମ ବି ଶାକାହାରୀ ଲୋକମାନଙ୍କ ଲିଷ୍ଟ ରେ ସାମିଲ ଅଛି ,ସାହିଦ କପୁର ବି ଶୁଦ୍ଧ ଶାକାହାରୀ ଅଟନ୍ତି ।

୩ ଯୋହନ ଆବ୍ରାହମ

ଏହାଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ ଏହାଙ୍କ ବଡିକୁ ଦେଖି ସମସ୍ତଙ୍କୁ ଲାଗିଥାଏ କି ଇଏ ମାଂସାହାରୀ ହୋଇଥିବେ କିନ୍ତୁ ଆପଣ ଜାଣି ଆଶ୍ଚଜ୍ୟ ହେବେକୀ ସେ ସଂପୂର୍ଣ୍ଣ ଭାବେ ଶାକାହାରୀ ଅଟନ୍ତି ,ସେ ତାଙ୍କର ବଡି କୁ ବିନା ଆମିଷ ଖାଇବାରେ ବନାଇଛନ୍ତି । ଜାଁନ ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ।

୪ -ଅମିର ଖାନ

ଅମିର ଖାନ ଙ୍କ ନାମ ମଧ୍ୟ ଶାକାହାରୀ ଲିଷ୍ଟ ରେ ଅଛି । ଅମିର ପ୍ରଥମେ ମାଂସାହାରୀ ଥିଲେ କିନ୍ତୁ ୨୦୧୫ ରେ ସେ ତାଙ୍କ ଜନ୍ମ ଦିନରେ ଶାକାହାରୀ ଖାଇବା ଆପଣାଇ ନେଇଥିଲେ । ତାଙ୍କର କହିବା କଥା କି ଶାକାହାର ମନକୁ ଏକ ବିଶେଷ ପ୍ରକାର ଶାନ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *