ଏହି ୧୫ ଜଣ ଯୋଡି ହେଉଛନ୍ତି ବଲୀଉଡର ସବୁଠୁ ଧନୀ ଜୀବନସାଥି- ନ॰ ୧ ହେଉଛନ୍ତି ସମସ୍ତଙ୍କ ପସନ୍ଦ

ବଲୀଉଡର ଫ୍ୟାନ ମାନଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ଏକ ଏଭଳି ଖବର ଯାହା ଜାଣିବା ପାଇଁ ଆପଣମାନେ ନିଶ୍ଚୟ ଚାହୁଁଥିବେ । ଯେମିତିକି ଆପଣ ଜାଣିଛନ୍ତି ସବୁ ବଲୀଉଡ ଷ୍ଟାର ହେଉଛନ୍ତି କୋଟିପତି କିନ୍ତୁ କଣ ଆପଣ ଜାଣିଛଣିତ ଏହି ଦଶ ଜଣ ଜୋସଡି ସବୁଠୁ ଧନୀ ଅଟନ୍ତି । ବଲୀଉଡର ସବୁଠୁ ଧନୀ ଜୀବନ ସାଥି ମାନକ ବିଷୟରେ ଆଜି ଆମ ଏପାଙ୍କୁ କହିବୁ । ତେବେ ଏହି ଲିଷ୍ଟରେ କାହା ନାମ ସବୁ ଅଛି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ ଜାଣିବା ସବୁଠୁ ଧନୀ କପଲ କିଏ ।

ଶାହରୁ ଖାନ ଓ ଗୌରୀ ଖାନ:-

ବଲ୍ଲୀଉଡର ବାଦଶାହ ହେଉଛନ୍ତି ଶାହରୁଖ ଖାନ, ବି -ଟାଉନର ସବୁଠୁ ଧନୀ ଅଭିନେତା, ତାଙ୍କ ଧନର ତାଲିକା ହେଉଛି 600 ଡଲାର ମିଲିୟନ । ଗୌରି ଖାନ ମଧ୍ୟ ଜଣେ ସଫଳ ଫ୍ୟାଶନ ଡିଜାଇନର, ରେଡ ଚିଲୀ ପ୍ରୋଡକ୍ଶନ ହାଉସର ମାଲିକ ଅଟନ୍ତି, ଫିଲ୍ମ ଦୁନିଆର ଦୁଇଜଣ ଯାକ ସଫଳ ଓ ଧନୀ ଜୀବନ ସାଥି ଅଟନ୍ତି ।

ବିଦ୍ୟା ବାଲନ ଓ ଶିଦ୍ଧ୍ହାର୍ଥ ରାୟ କପୂର :-

ଫିଲ୍ମ ମେକର ଶିଦ୍ଧ୍ହାର୍ଥ ରାୟ ଙ୍କର ସମ୍ପତିର ମୂଲ୍ୟ ପାଖା ପାଖି ୫୦୦ ମିଲିୟନ ଡଲାର ଅଟେ,ବିଦ୍ୟା ଙ୍କ ସମ୍ପତି ର ମୂଲ୍ୟ ୧୫ ମିଲିୟନ ଡଲାର ଅଟେ ।

ବିରାଟ କୋହଲୀ ଓ ଅନୁଷ୍କ ସର୍ମା :-

ବିରାଟ ହେଉଛନ୍ତି ଭାରତ କ୍ରିକେଟ ଟୀମର କ୍ୟାପଟେନ, ବିରାଟ କୋହଲିଙ୍କ ସମ୍ପତିର ମୂଲ୍ୟ ହେଉଛି ପାଖାପାଖି ୪୬ମିଲିୟନ ଡଲାର, ସେ ହେଉଛନ୍ତି ଜଣେ ଧନୀ କ୍ରିକେଟ ଖେଳାଳି, ଅନୁଷ୍କା ସର୍ମା ହେଉଛନ୍ତି ଜଣେ ସଫଳ ଅଭିନେତ୍ରୀ ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୪୦ ମିଲିୟନ ଏବଂ ଦୁଇଜଣ ଯାକ ଧନୀ ଜୀବନସାଥୀ ଅଟନ୍ତି ।

ରନବୀର ସିଂହ ଓ ଦୀପିକା ପାଦୁକୋନ:-

ଲୋକ ପ୍ରିୟ ଅଭିନେତା ହେଉଛନ୍ତି ରନବୀର ସିଂ, ତାଙ୍କ ସମ୍ପତି ର ମୂଲ୍ୟ ହେଉଛି ପାଖାପାଖି ୩୦ ମିଲିୟନ ଡଲାର୍ସ, ଦୀପିକା ର ସମ୍ପତିର ମୂଲ୍ୟ ହେଉଛି ୧୬ ମିଲିୟନ ଡଲାର୍ସ ।

ସଇଫ ଅଲି ଖାନ ଓ କାରୀନ କପୂର  :-

ବଲ୍ଲୀଉଡ ର ନାନବ ହେଉଛନ୍ତି ସଇଫ ଅଲି ଖାନ, ତାଙ୍କ ସମ୍ପତି ର ମୂଲ୍ୟ ହେଉଛି ୧୫୦ ମିଲିୟନ ଡଲାର, ସେ ଜଣେ ପ୍ରୋଡ୍ୟୁସର ମଧ୍ୟ । ତାଙ୍କ ସ୍ତ୍ରୀ କାରୀନାଙ୍କର ସମ୍ପତିର ମୂଲ୍ୟ ହେଉଛି ୧୨ ମିଲିୟନ ଡଲାର ଏବଂ ତାଙ୍କ ଦୁଇଜଣଙ୍କ ସମ୍ପତି ମିଶି ସେମାନେ ବହୁତ ଧନୀ ଅଟନ୍ତି ।

ପ୍ରିୟଙ୍କା ଚୋପ୍ରା ଓ ନୀକ ଜୋନସ:-

ପ୍ରିୟଙ୍କା ଚୋପ୍ରାଙ୍କ  ସମ୍ପତିର ମୂଲ୍ୟ ହେଉଛି ୫୦ ମିଲିୟନ ଡଲାର ଓ ସେ ହେଉଛନ୍ତି ଜଣେ ବିଶ୍ଵପ୍ରସିଦ୍ଧ ଅଭିନେତ୍ରୀ । ନୀକ ଜୋନାନ୍ସ ଙ୍କ ସମ୍ପତିର ମୂଲ୍ୟ ହେଉଛି ପାଖାପାଖି ୫୦ ମିଲିୟନ ଡଲାର୍ସ, ସେମାନେ ମଧ୍ୟ ହେଉଛନ୍ତି ସବୁଠୁ ଧନୀ ବଲୀଉଡ କପଲ ।

ଅମିର ଖାନ ଓ କିରନ ରାଓ :-

ବଲ୍ଲୀଉଡ ର ମିସ୍ଟର ପରଫେକସନିଷ୍ଟ ,ଅମିର ଙ୍କ ସମ୍ପତିର ମୂଲ୍ୟ ହେଉଛି ୧୮୦ ମିଲିୟନ ଡଲାର ରୁ ଅଧିକ ଓ ତାଙ୍କ ପତ୍ନୀ ଜଣେ ସଫଳ ଫିଲ୍ମ ମେକର । ତାଙ୍କର ସମ୍ପତି ମିଶିଲେ ସେମାନେ ବହୁତ ଧନୀ ଅଟନ୍ତି ଏହିଫିଲ୍ମ  ଦୁନିଆରେ ।

ରିତେଶ ଦେଶମୁଖ ଓ ଜେନେଲିଆ ଡିସୋଜା:-

ଏହି ଅଭିନେତାଙ୍କ ସମ୍ପତିର ମୂଲ୍ୟ ପାଖା ପାଖି ୩୦ ମିଲିୟନ ଡଲାର ଓ ତାଙ୍କ ପତ୍ନୀଙ୍କ ସମ୍ପତିର ମୂଲ୍ୟ ୬ମିଲିୟନ ଅଟେ ।

ସୋନାମ କପୂର ଓ ଆନନ୍ଦ ଆହୁଜା:-

ବଲ୍ଲୀଉଡ ର ଫ୍ୟାସନିଷ୍ଟ ସୋନାମ କପୂରଙ୍କ ସମ୍ପତି ହେଉଛି ୧୦ ମିଲିୟନ ଡଲାର ଓ ତାଙ୍କ ପତିଙ୍କ ସମ୍ପତିର ମୂଲ୍ୟ ହେଉଛି  ୪୦୦ ମିଲିୟନ ଡଲାର ରୁ ଅଧିକ ।

ଅକ୍ଷୟ କୁମାର ଓ ଟୁଇଂକ୍ଲ ଖାନ୍ନା :-

ଅକ୍ଷୟ କୁମାରଙ୍କ ସମ୍ପତିର ମୂଲ୍ୟ ହେଉଛି ପାଖା ପାଖି ୧୫୦ ମିଲିୟନ ଡଲାର ଏବଂ ଦୁଇଜଣଙ୍କ ସମ୍ପତ୍ତି ମିଶି ସେମାନେ ମଧ୍ୟ ବହୁତ ଧନୀ ଅଟନ୍ତି ।

ଅଭିଶେଖ ବଚନ ଓ ଐଶ୍ବର୍ୟା ରାୟ :-

ଐଶ୍ବର୍ୟା ଙ୍କର ସମ୍ପତିର ମୂଲ୍ୟ ୧୦୦ ମିଲିୟନ ଡଲାର ଏବଂ ଅଭିଶେଖ ଙ୍କ ସମ୍ପତିର ମୂଲ୍ୟ ହେଉଛି ୩୦ ମିଲିୟନ ଡଲାର ମିଶି ସେ ବହୁତ ଧନୀ ଜୀବନ ସାଥି ଅଟନ୍ତି ।

ଅମିତାଭ ବଚନ ଓ ଜୟା ବଚନ :-

ସବୁଠୁ  ଧନଶାଳି ଅଭିନେତା ବିଗ ବି ଙ୍କର ସମ୍ପତିର ମୂଲ୍ୟ ପାଖା ପାଖି ୪୦୦ ମିଲିୟନ ଡଲାର, ଜୟା ବଚନଙ୍କ ସମ୍ପତିର ମୂଲ୍ୟ ୮ ମିଲିୟନ ଡଲାର ମିଶି ସେମାନେ ବହୁତ ଧନୀ ଜୀବନ ସାଥି ଅଟନ୍ତି ।

ଶିଲ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା :-

ବଲ୍ଲୀଉଡ ଅଭିନେତ୍ରୀ ସିଲଫା ସେଟ୍ଟୀଙ୍କ ସମ୍ପତିର ମୂଲ୍ୟ ପାଖା ପାଖି ୬୦ ମିଲିୟନ ଡଲାର ଏବଂ ସେ ଧନୀ ବ୍ୟବସାଇ ରାଜକୁନ୍ଦ୍ରାଙ୍କୁ ବିବାହ କରିଛନ୍ତି । ରାଜ କୁନ୍ଦ୍ରାଙ୍କ ସମ୍ପତି ପାଖା ପାଖି ୪୦୦ ମିଲିୟନ ଡଲାର ଦୁଇଜଣଙ୍କ ସମ୍ପତି ମିଶି ସେମାନେ ବହୁତ ଧନଶାଳୀ ଜୀବନସାଥୀ ଅଟନ୍ତି ।

ମୀରା ରାଜପୁତ ଓ ସାହିଦ କପୂର:-

ସାହିଦ କପୂର ଙ୍କ ସମ୍ପତିର ମୂଲ୍ୟ ୩୬ ମିଲିୟନ ଡଲାର ଅଟେ, ତାଙ୍କ ଦୁଇଜଣ ଙ୍କ ସମ୍ପତି ମିଶି ସେମାନେ ବଲ୍ଲୀଉଡ ର ଧନୀ ଜୀବନସାଥୀ ଅଟନ୍ତି ।

ରାନୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରା :-

ରାନୀ ଙ୍କ ସମ୍ପତିର ମୂଲ୍ୟ ୧୨ ମିଲିୟନ ଡଲାର ଏବଂ ଆଦିତ୍ୟ ଚୋପ୍ରା ଙ୍କ ସମ୍ପତିର ମୂଲ୍ୟ ୩୦ ମିଲିୟନ ଡଲାର ଅଟେ,ମିଶି ଦୁଇଜଣ ଧନୀ ଜୀବନ ସାଥି ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *