ବଲୀଉଡର ପ୍ରସିଦ୍ଧ ବଚ୍ଚନ ପରିବାର ବିଷୟରେ କିଛି ଏଭଳି ରହସ୍ୟ, ଯାହା ଆପଣ ଆଗରୁ କେବେ ଜାଣି ନଥିବେ

ତେବେ ବଲୀଉଡ ଜଗତରେ ବଚନ ପରିବାର ବହୁତ ଆଦରଣୀୟ ପରିବାର ଅଟେ କିନ୍ତୁ ଏହି ପରିବାରେ ବହୁତ ରହସ୍ୟ ମଧ୍ୟ ଅଛି ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କଣ ଆପଣ ଜାଣିଛନ୍ତି ଯେ ଅମିତାବ ବଚନ ଝିଅ ସ୍ଵେତା ବଚନ ତାଙ୍କ ସ୍ଵାମୀ ସହ ଛାଡପତ୍ର ନେଇଛନ୍ତି ଏବଂ ବଚନ ପରିବାରରେ ସବୁ ଦିନ ପାଇଁ ରହିବାକୁ ଆସି ଯାଇଛନ୍ତି, ସ୍ଵେତା ନିଜ ବାପାଙ୍କ ଗେଲ୍ହା ଝିଅ ଅଟନ୍ତି । କିନ୍ତୁ ବଚନ ପରିବାର କେବେ ଏହାକୁ ଅଫିସିଆଲ ଭାବରେ କହି ନାହାନ୍ତି କାହିଁକିନା ଏହା ତାଙ୍କ ପବ୍ଲିସିଟି ଉପରେ ପ୍ରଭାବ ପକାଇଥାନ୍ତା ।

Image Courtesy: Google

ମା ଝିଅ ସମ୍ପର୍କ :

ଜୟା ବଚନ ଏବଂ ସ୍ଵେତା ବଚନ ସମାଜ ଆଗରେ ବହୁତ ଭଲରେ ମିଶାନ୍ତି କିନ୍ତୁ ତାଙ୍କ ସମ୍ପର୍କ ସତରେ ଏତେ ଭଲ ନୁହ । ସ୍ଵେତା ବଚନ କେବଳ ୨୧ ବର୍ଷ ବୟସରେ ବିବାହ କରିଥିଲେ ଏବଂ ସେ ନିଜ ବିବାହ ପାଇଁ ନିଜ ମାକୁ ଦୋଷୀ ମାନନ୍ତି ଏହା ଛଡା ଶ୍ଵେତାଙ୍କ ବିବାହିତ ଜୀବନ ଭଲ ରହିଲା ନାହିଁ ଯାହା ପରେ ସେ ଦୁହେଁ ଅଲଗା ହବା ପାଇଁ ନିସ୍ପତି କଲେ ।

Image Courtesy: Google

ଅମିତାଭ ଓ ବି ଗ୍ରେଡ ଫିଲ୍ମ

କଣ ଆପଣ ଜାଣିଛନ୍ତି ଯେ ଅମିତାବ ବଚନ ଏବଂ ବି-ଗ୍ରେଡ ଫିଲ୍ମ ମଧ୍ୟରେ କେଉଁ ସମ୍ପର୍କ ଅଟେ, ତେବେ ଆଜି ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ୨୦୦୩ରେ ଅମିତାବ ବଚନ ଗୋଟେ ବି – ଗ୍ରେଡ ଫିଲ୍ମ କରିଥିଲେ ଯାହା ନା ବୁମ ଥିଲା ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାହିଁକିନା ଏହା ସତ ଏବଂ ଖବର ଅନୁଯାଇ ଅମିତାବ ବଚନ ଏହି ଫିଲ କେବଳ ନିଜ ଆର୍ଥିକ ସମସ୍ୟା ଭଲ କରିବା ପାଇଁ କରିଥିଲେ ।

Image Courtesy: Google

ଶ୍ଵେତା ଓ ଐଶ୍ଵର୍ଯ୍ୟା ସମ୍ପର୍କ

ତେବେ ଆସନ୍ତୁ ଜାଣିବା ନଣନ୍ଦ ଏବଂ ଭାଉଜ ବାଦ ବିବାଦ ବିଷୟରେ ଯାହା ପ୍ରାୟତଃ ସବୁ ଘରେ ହୋଇଥାଏ କିନ୍ତୁ ଯେହେତୁ ସ୍ଵେତା ନିଜ ସାସୁ ଘର ଛାଡି ନିଜ ବାପ ଘରେ ଅଛନ୍ତି ସେଥିପାଇଁ ଏବେ ଏହା ବଢିଯାଇଛି । ସ୍ଵେତା ବଚନ ଏବଂ ଐଶ୍ଵର୍ଯ୍ୟା ବଚନ ମଧ୍ୟରେ ସମ୍ପର୍କ ଭଲ ରୁହନ୍ତି ନାହିଁ ତେବେ ପବ୍ଲିକ ରେ ମଧ୍ୟ ଦୁହେଁ କଥା ହୁଅନ୍ତି ନାହିଁ କିଛି ଖବର ଅନୁଯାଇ ଏହା କୁହା ଯାଏ ଯେ ସ୍ଵେତା କରିସ୍ମା କପୁରଙ୍କ ବହୁତ ଭଲ ସାଙ୍ଗ ଏବଂ କରିସ୍ମା ଅଭିଷେକଙ୍କ ପ୍ରେମିକା ଥିଲେ, ତେବେ ସ୍ଵେତା ଆଜି ପର୍ଯ୍ୟନ୍ତ ଐଶ୍ଵର୍ଯ୍ୟାକୁ ଭାଉଜ ବୋଲି ସ୍ଵୀକାର କରି ନାହାନ୍ତି ।

Image Courtesy: Google

ଜୟା ଓ ଐଶ୍ଵର୍ଯ୍ୟା ସମ୍ପର୍କ

ତେବେ କଣ ଆପଣ ଐଶ୍ଵର୍ଯ୍ୟା ଏବଂ ଜୟା ବଚନ ମଧ୍ୟ ସମ୍ପର୍କ ବିଷୟରେ ଜାଣିଛନ୍ତି, ଏସ୍ଵର୍ୟା କେବେ ବି ଜୟା ବଚନଙ୍କ ପ୍ରଥମ ପସନ୍ଦ ନଥିଲେ ସେ ଅଭିଷେକ ବଚନ ପାଇଁ ରାନି ମୁଖାର୍ଜୀକୁ ପସନ୍ଦ କରିଥିଲେ, ତେବେ ଏସ୍ଵର୍ୟାଙ୍କ ପବ୍ଲିସିଟି ପାଇଁ ମଧ୍ୟ ଜୟା ବଚନ ବହୁତ ଈର୍ଷ୍ୟା କରନ୍ତି କୁହାଯାଏ ଏହା ପାଇଁ ଦୁହେଁ କେବେ ଭଲ ସମ୍ପର୍କ ରେ ରହିଲେ ନାହିଁ । ଆଗକୁ ଏହିଭଳି ଅନେକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *