ବୁଢା ହେବା ପର୍ଯ୍ୟନ୍ତ ସୁସ୍ଥ ରହିବାକୁ ଚାହୁଁଥିଲେ ଗଣ୍ଠି ବାନ୍ଧି ନିଅନ୍ତୁ ଏହି 1 ନିୟମ- Health Tips

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମ ଶରୀର ଭିତରେ ବହୁତ ପ୍ରକାର ଅଙ୍ଗ ହୋଇଥାନ୍ତି ଯାହା ଆମ ଖାଇବାକୁ ହଜମ କରିବାରେ ସାହାଜ୍ଯ କରିଥାନ୍ତି, ତେବେ ଯେଉଁ ଖାଦ୍ୟ ଆମେ ଖାଇ ଥାଉ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ ବା ନାହିଁ ତାହା ଆମେ କେବେ ଚିନ୍ତା କରି ନଥାଉ ଆମେ କେବଳ ସୁଆଦ ଉପରେ ଧ୍ୟାନ ଦେଇଥାଉ ଯାହା ଦ୍ଵାରା ଆମ ଶରୀର ଦିନକୁ ଦିନ ଖରାପ ହୋଇଥାଏ କିନ୍ତୁ ଆମକୁ କିଛି ଜଣା ପଡି ନଥାଏ ।

ଯେତେବେଳେ ଆମ ଶରୀର ବହୁତ ଗମ୍ଭୀର ଭାବରେ ଖରାପ ହୋଇଥାଏ ଯାହା ପରେ ଆମକୁ କଷ୍ଟ ହୋଇଥାଏ ସେତେବେଳେ ଆମେ ଏହା ଧ୍ୟାନ ଦେଇଥାଉ ଯେ ଆମ ଖାଇବା ଜିନିଷ ବହୁତ ଖରାପ ଅଛି ଆମକୁ ସୁଆଦିଆ ନୁହ ପୋଷ୍ଟିକ ଖାଦ୍ୟ ଖାଇବା ଉଚିତ ଅଟେ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଶରୀରକୁ ସ୍ଵସ୍ଥ ରଖିବାର ସଠିକ ଉପାୟ କଣ ଅଟେ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ।

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ମଣିଷ ଅଙ୍ଗ ମାନଙ୍କ ମଧ୍ୟରୁ ପେଟ ବହୁତ ମହତ୍ଵ ପୂର୍ଣ ହୋଇଥାଏ କାହିଁକିନା ଶରୀର କେନ୍ଦ୍ର ଆମ ପେଟ ହୋଇଥାଏ, ଆମେ ଯାହା ସେବନ କରିଥାଉ ତାକୁ ପାଚନ କରିବାରେ ସବୁ ଅଙ୍ଗ ସାହାଯ୍ୟ କରନ୍ତି କିନ୍ତୁ ଖରାପ ହେଲେ କେବଳ ପେଟରେ ଖରାପ ହୋଇଥାଏ ।

ଏହାର ଅର୍ଥ ଯେତେବେଳେ ପେଟରେ କୌଣସି ଖାଦ୍ୟ ହଜମ ହୋଇନଥାଏ ସେତେବେଳେ ସବୁ ଅଙ୍ଗ ଉପରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ ଯେତେବେଳେ ଆପଣଙ୍କ ପେଟ ଖରାପ ହୋଇଥାଏ ସେତେବେଳେ ଆପଣଙ୍କୁ ଗ୍ୟାସ, ଏସିଡିଟି ଭଳି ଭୟଙ୍କର ଭୟଙ୍କର ରୋଗ ହୋଇଥାଏ ଆଉ ଏହି ଛୋଟ ରୋଗ ଦ୍ଵାରା ଅଳସର ଭଳି ବଡ ବଡ ରୋଗ ଆରମ୍ଭ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ରୋଗ ମାନଙ୍କ ଠାରୁ କେମିତି ବଞ୍ଚିକି ରହିବା । ଆପଣ ମାନେ ଜାଣିଥିବେ ଯେ ଆମ ଭାରତୀୟ ସଂସ୍କୃତିରେ ଉପବାସର ବହୁତ ମହତ୍ଵ ହୋଇଥାଏ, ତେବେ ଆମ ଶାସ୍ତ୍ର ଆମ ଭଲ ପାଇଁ ଅଛନ୍ତି କିନ୍ତୁ କିଛି ଲୋକ ଏହାକୁ ଭୁଝି ପାରନ୍ତି ନାହିଁ ଆପାଙ୍କୁ ସପ୍ତାହରେ ଗୋଟେ ଦିନ ଉପବାସ କରିବା ଉଚିତ ଏହା ଦ୍ଵାରା ଆମ ଶରୀର ଭିତର ଅଙ୍ଗ ମାନଙ୍କୁ ଆରାମ ମିଳିଥାଏ ଆଉ ଆମ ପେଟରେ ଥିବା ସବୁ କିଛି ବାହାରି ଯାଇଥାଏ ଯାହା ଦ୍ଵାରା ଆମ ପେଟ କିଛି ସମୟ ପାଇଁ ଖାଲି ରହିଥାଏ ଆଉ ଆମକୁ ଅନ୍ୟ ଦିନ ପାଇଁ ଊର୍ଜା ପ୍ରଦାନ କରିଥାଏ ।

ଆପଣ ଗୋଟେ ଦିନ ଉପବାସ କରି ଦେଖନ୍ତୁ ଆପଣଙ୍କୁ ବହୁତ ଭଲ ଅନୁଭବ ହବ । କୁହା ଯାଇଛି ଯେ ଆମ ପେଟରେ ଥିବା ଅଗ୍ନି ସକାଳେ ଆରମ୍ଭ ହୋଇଥାଏ ଆଉ ସନ୍ଧ୍ୟା ସହ ଲିଭି ଯାଇଥାଏ, ତେବେ ଯେଉଁ ଲୋକ ଏଲଇଟିରେ ଖାଇବା ଖାଇ ଥାନ୍ତି ତାଙ୍କ ଖାଦ୍ୟ ହଜମ ହୁଏ ନାହିଁ ଆଉ ହଜାର ପ୍ରକାର ରୋଗ ଆରମ୍ଭ ହୋଇଥାଏ, ତେବେ ସକାଳେ ଭଲରେ କ୍ଷାନ୍ତୁ ଆଉ ରାତିରେ ହାଲ୍କା ଭୋଜନ କରନ୍ତୁ ଏହା ଆପଣଙ୍କ ପାଇଁ ସୁବିଧା ହୋଇଥାଏ ।

Leave a Reply

Your email address will not be published. Required fields are marked *