ବୁଧବାର 24 ଫେବୃଆରୀ 2021- ଗଣେଶଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।


ମେଷ :- ,ଇଏସଏ ରାସୀ ଲୋକଙ୍କର କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ବାଧାରୁ  ମୁକ୍ତି ମିଳିବ । ଆପଣଙ୍କୁ କୌଣସି ଖାସ ଲୋକ ସହିତ ମିଳିବାର ସୁଯୋଗ ମିଳିବ । ଖର୍ଚରେ କମି ଆସିପାରେ ଓ ଆମଦାନୀ ବଢିବ ଯେଉଁଥିରେ ଆପଣଙ୍କ ଆତ୍ମା ବିଶ୍ଵାସ ବଢିବ । ପ୍ରେମ ଜୀବନରେ ସଫଳତା ମିଳିବ । ଆର୍ଥିକ ଚିନ୍ତା କାରଣରୁ ମନରେ ଅସନ୍ତୋଷ ରହିବ । ବିଦେଶ ଯିବାର ମନ ହେବ । କାର୍ଯ୍ୟ କ୍ଷେତ୍ରରେ ସକ୍ରିୟତା ବଢାଇବାକୁ ହେବ ।

ବୃଷ :- ବୃଷ ରାଶିର ଲୋକ ଯାତ୍ରାରେ ଅନାବଶ୍ୟକ ଖର୍ଚରୁ ବଞ୍ଚନ୍ତୁ । ମୁଲ୍ଯବନ ବସ୍ତୁକୁ ସମ୍ଭାଳିକି ରଖିବେ, ଚୋରୀ କି ହଜିବାର ଆଶଙ୍କା ରହିଛି । କଥାରେ ଠିକ ରଖନ୍ତୁ । ଅଧିକାରୀଙ୍କ ସହିତ ଠିକ ଠାକ  କଥା ବର୍ତା କରନ୍ତୁ । ଥକା ଓ ମାନସିକ ଚିନ୍ତା ରହିବ । କୌଣସି ପ୍ରକାର ସମସ୍ଯା ଅଛିତ ତାକୁ ନଜର ଅନ୍ଦାଜ କରନ୍ତୁ ନହିଁ ତାର ସମାଧାନ ଖୋଜିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ :- ଆଜି ଆପଣ ନିଜ କାର୍ଯ୍ୟ କ୍ଷମତା ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିବେ । ଦୂରରେ ରହୁଥିବା ସମ୍ପର୍କୀୟଙ୍କ ସହିତ ସମ୍ପର୍କ ରଖିପାରନ୍ତି । ସ୍ୱାସ୍ଥ୍ୟ ମାମଲାରେ ଧ୍ୟାନ ଦେବା ଆବଶ୍ୟକ । ସନ୍ଧ୍ଯା ପର୍ଯ୍ୟନ୍ତ ଶରୀରରେ ଥକାନ ଓ ସୁସ୍ତି ହୋଇପାରେ । ବିତୀୟ ଲାଭ ଦ୍ଵାରା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ବହୁତ ଲାଭ ଖବର ଦ୍ଵାରା ସମସ୍ତେ ଖୁସି ହେବେ । ଚାକିରିରେ ସ୍ଥାନନ୍ତରୀଣ ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତିରେ ସୁଧାର ହେବ ।


କର୍କଟ :- ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ ହୋଇପାରନ୍ତି । ଉଚ ପଦଧିକାରୀ ଖୁସି ହେବେ । ପ୍ରେମ ସମ୍ବନ୍ଧରେ ନିଜ ନିଜ ଭିତରେ ତାଳ ମେଲ ଓ ସହଯୋଗ ବନିବ । ଛୋଟ ଜାଗାକୁ ଯାତ୍ରା କରିପାରନ୍ତି । ପିଲାର ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ନେଇ ଚିନ୍ତା ହୋଇପାରେ । ପରିବାରରେ ଜଡିତ କାର୍ଯ୍ୟକୁ ଆଜି ସେଶ କରନ୍ତୁ ଯଦି କିଛି କାମ ପେଣ୍ଡିଂ ପଡିଛିତ ତାକୁ ଆଜି ଶେଷ କରନ୍ତୁ । ଘରର କଥାକୁ କାହା ଆଗରେ ପ୍ରକାଶ କରନ୍ତୁ ନହିଁ ।

ସିଂହ :- ଭବିଷ୍ୟତ ପାଇଁ ଆଜିର ଦିନ ଆପଣଙ୍କ ପାଇଁ କିଛି ସକାରାତ୍ମକ ପରିବର୍ତନ ନେଇକି ଆସିପାରେ । ଆପଣ ଯେତେ ପରିଶ୍ରମ କରିବେ ଭାଗ୍ୟ ସେହି ଭଳି ଆପଣଙ୍କ ସହଯୋଗ କରିବ । ଭାଇ ଭଉଣୀଙ୍କ ସହଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ପ୍ରଭାବ ଓ ପ୍ରତିଷ୍ଠାର ପ୍ରାପ୍ତି ହେବ । ସମ୍ପତିକୁ ନେଇ ଯଦି କୌଣସି ବିବାଦ ଚାଲିଛି ତେବେ ସେଠାରୁ କିଛି ଶୁଭ ସମାଚାର ମିଳିପାରେ । ଜୀବନସାଥି ସ୍ଵାସ୍ଥ୍ୟକୁ ନେଇ କିଛି ଚିନ୍ତା ଆସିପାରେ ।

କନ୍ୟା :- ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣ କାମ କାର୍ଯ୍ୟ ରେ ସୁଧାର ଆଣିବାପାୟନ ଚେଷ୍ଟା କରିବେ । କୌଣସି ଚିହ୍ନ ସାଙ୍ଗର ସାହାର୍ଯ୍ୟ ଦ୍ଵାରା ଆପଣ ବିଗିଡି ଯାଇଥିବା କାର୍ଯ୍ୟକୁ ଠିକ କରିପାରିବେ । ଆପଣ ଙ୍କ ନିଜ ଲୋକ ଆପଣଙ୍କ କାର୍ଯ୍ୟରେ ଆସୁଥିବା ବାଧକୁ ଦୂର କରିପାରିବ । ଆପଣଙ୍କୁ ସମୟର ସହଯୋଗ ମିଳିବ ଓ ଆପଣଙ୍କ ସବୁ କାମ ସମୟ ହିସାବରେ ପୁରା ହୋଇବ । ଆଜି ଧନ ଲାଭର ଯୋଗ ରହିଛି ।


ତୁଳା :- ଆଜିରା ଦିନ ଆରମ୍ଭରେ ଆପଣଙ୍କୁ କୌଣସି ଚ୍ୟାଲେଞ୍ଜେର ସାମ୍ନା କରିବାକୁ ପଡିପାରେ । ସମ୍ଭବ ହୋଇପାରେ ଆପଣଙ୍କ କାମରେ କିଛି ବାଧା ଆସିପାରେ । ଏହି ବାଧା ଗୁଡିକୁ ପାର କରି ଆପଣ ନିଜ କାମକୁ ବହୁତ ସହଜରେ ପୁରା କରିବେ । ସ୍ଥାୟୀ ସଫଳତା ପୁରା କରିବା ପାଇଁ ଆପଣଙ୍କୁ କିଛି ଅତିରିକ୍ତ ପ୍ରୟାସ କରିବାକୁ ପଡିପାରେ । ଆଜି ସାଙ୍ଗ ମାନଙ୍କ ସହିତ ଯାତ୍ରାର ଯୋଗ ରହିଛି ।

ବିଛା :- ଆଜି ପାରିବାରିକ ସମସ୍ଯା ଦୂର ହେବ । ପରିବାରରେ ଭଲ ସମୟ ବିତାଇବେ । ଘରର ଖର୍ଚ ହୋଇପାରେ । ପରିବାରରେ ଆଜିର ଦିନ ବହୁତ ବଢିଆ ରହିବ । ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ଯା ଦୂର ହେବ । ଆପଣ ନିଜ ସତୃଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ବାହାରକୁ ଯିବାକୁ ପଡିପାରେ । ଆଖି ରୋଗ ପାଇଁ ସଚେତନ ରୁହନ୍ତୁ । ଆଜି ବାହନ ଇତ୍ୟାଦିର ଉପଯୋଗରେ ଦାୟିତ୍ଵହିନତା କରନ୍ତୁ ନହିଁ ।

ଧନୁ :- ଆଜି ଆପଣଙ୍କର ପରିଶ୍ରମରେ ଫଳ ମିଳିବାକୁ ସମୟ ଲାଗିବ । ପ୍ରେମ ଜୀବନରେ ଆଜିରଦିନ ଅଧିକ ଅନୁକୂଳ ନୁହେଁ । ନିଜ ସାଥୀକୁ ମଣେଇବା ପାଇଁ କୌଣସି କମି ରଖନ୍ତୁ ନହିଁ । ଆପଣଙ୍କ ସନ୍ତାନ ଆପଣଙ୍କୁ କୌଣସି ମହତ୍ବପୂର୍ଣ କଥା ବିଷୟରେ ସଜେସନ ଦେଇପାରନ୍ତି । ଆପଣ ନିଜ ପରିବାର ସହିତ କୌଣସି ଭୁଲ ବୁଝାମଣା କରନ୍ତୁ ନହିଁ । ସନ୍ତାନଙ୍କ ଆଡୁ ଖୁସିଖବର ମିଳିପାରେ ।

ମକର :- ଆଜି ଆପଣଙ୍କୁ କୌଣସି ହଜିଯାଇଥିବା ବସ୍ତୁ ମିଳିବାର ସମ୍ଭାବନା ରହିଛି । ଖର୍ଚ ଅଧିକ ବଢିପାରେ । ଦାଂପତ୍ଯ ଜୀବନରେ ଚିନ୍ତା ଓ ଜୀବନ ସାଥିର ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିବ । ଛାତ୍ରଙ୍କୁ ନିଜ ପଢାରେ ଧ୍ୟାନ କେନ୍ଦ୍ରିତ କରିବାରେ ମୁସ୍କିଲ ହୋଇପାରେ । କାହା ସହିତ ରାଗିକି କଥା ହୁଅନ୍ତୁ ନହିଁ । ଆପଣ କୌଣସି ବରିଷ୍ଠ ବ୍ୟକ୍ତିଙ୍କୁ ରଗାଇ ପାରନ୍ତି । କାମ ମାମଲାରେ ଆପଣଙ୍କୁ ସଫଳତା ମିଳିବ ।

କୁମ୍ଭ :- କୁମ୍ଭ ରାଶିର ଲୋକଙ୍କୁ ଧାର୍ଯ୍ୟ ବା ବିବେକ ସହିତ ସାଥି ବନାଇ ରଖିବା ଉଚିତ । ଭାଗ୍ୟ ଚମକିବ ଓ ବୁଲିବାକୁ ଯିବାର ସୁଯୋଗ ମିଳିବ । ମନ ଖୁସି ରହିବ ଓ ନୂଆ ଊର୍ଜା ସହିତ ଆଜିର ଦିନକୁ ବିତାଇବେ । ଆପଣ ଭୌତିକ ସୁଖ ଓ ଆରାମର ଅନୁଭବ କରିବେ । କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ସ୍ଥିତି ରହିବ । ଆପଣ ସାମାନ୍ଯ କାମକୁ କରିବା ପାଇଁ ଆଳସ୍ୟ କରିପାରନ୍ତି । ପ୍ରେମ ମାମଲାରେ ଆଜିର ଦିନ ବହୁତ ପଜେଟିଭ ରହିବ ।

ମିନ :- ମିନ ରାଶିର ଲୋକ ମାତା ପିତାଙ୍କୁ କିଛି ଲୁଚାନ୍ତୁ ନାହିଁ ନହେଲେ ଆପଣଙ୍କ ପାଇଁ ଭଲ ହେବନି । ଆପଣଙ୍କୁ ବିନମ୍ରତା ଓ ସାବଧାନର ସହିତ କଥା ହେବ ଉଚିତ । ଆପଣ ନିଜ ସାଥିର ଭାବନକୁ ସନମାନ ଦେବା ଆବଶ୍ୟକ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ଓ ନୂଆ ଭାବନା ସହିତ ଆପଣ କାମକୁ ଆରମ୍ଭ କରିବେ ଯେଉଁଥିରେ ଆପଣଙ୍କୁ ଭଲ ଫଳ ପ୍ରାପିଟିଆଇ ହେବ । ପରିବାରରେ ଆଜିର ଦିନ ବହୁତ ଭଲ ରହିବ ।

Leave a Reply

Your email address will not be published. Required fields are marked *