ରାତାରାତି ଚମକି ଉଠିବ ଭାଗ୍ୟ, ତକିଆ ତଳେ ରଖନ୍ତୁ ଏହି ଗୋଟେ ଜିନିଷ ଓ ଦେଖନ୍ତୁ ଚମତ୍କାର- Vastu Tips

ବନ୍ଧୁଗଣ ମୁଣ୍ଡ ରଖି ଶୋଊଥିବା ତକିଆ ଆପଣଙ୍କୁ ରାତା-ରାତି ମାଲାମାଲ କରିଦେବ । ବନ୍ଧୁଗଣ ଆପଣ ତକିଆ ତଳେ ଏହି ଗୋଟିଏ ଜିନିଷ ନିଶ୍ଚିତ ରଖନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ଭାଗ୍ୟ କିପରି ବଦଳି ଯାଉଛି । ବନ୍ଧୁଗଣ ସମସ୍ତେ ଉନ୍ନତ ମାନର ରହଣିକୁ ପସନ୍ଦ କରିଥାନ୍ତି । ସମସ୍ତଙ୍କ ଜୀବନରେ କିଛି ନା କିଛି ଘଟଣା ଘଟୁଥାଏ, ମାତ୍ର ସେହି ଘଟଣା ଗୁଡିକ କେତେକ କ୍ଷେତ୍ରରେ ଆମ ପାଇଁ ଲାଭଦାୟକ ହୋଇଥାଏ ତ ଆଉ କେତେକ କ୍ଷେତ୍ରରେ ତାହା ଆମ ପାଇଁ ବହୁତ କ୍ଷତି କାରକ ସାବ୍ୟସ୍ଥ ହୋଇଥାଏ । ବନ୍ଧୁଗଣ ଆମେ କରୁଥିବା ସମସ୍ତ କାର୍ଯ୍ୟର ବିବରଣୀ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ହୋଇଛି ।

ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସେହି ସବୁ କାର୍ଯ୍ୟ ଗୁଡିକ କରିଥାଉ ତେବେ ତାହା ଆମ ପାଇଁ ଲାଭ ଦାୟକ ସାବ୍ୟସ୍ଥ ହୋଇଥାଏ । ସେଥି ମଧ୍ୟରୁ ଆମେ ଆଜି ଜଣେଇ ଦେବାକୁ ଯାଉଛୁ ଯେ ଶୋଇବା ତକିଆ ତଳେ କେଉଁ ଜିନିଷ ରଖିଲେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବା ସହିତ ଆପଣଙ୍କୁ ରାତାରାତି ମାଲାମାଲ କରିଥାଏ । ୧- ପଜେଟିଭ ଏନର୍ଜିରେ ଭରପୂର୍ଣ୍ଣ ମୟୂର ଚୂଳ; ସକାରାତ୍ମକ ଊର୍ଜା ପାଇଁ ଏବଂ କାମୀୟାବ ହେବା ପାଇଁ, ନିଜ ତକିଆ ତଳରେ ମୟୂର ପଙ୍ଖ ରଖନ୍ତୁ ।

ଏହାର ଅସର ବହୁତ ଲାଭକାରୀ ସିଦ୍ଧ ହୋଇଥାଏ । ତକିଆ ତଳେ ମୟୂର ଚୂଳ ରଖି ଶୋଇବା ଦ୍ଵାରା ବ୍ୟକ୍ତିଙ୍କର କୁଣ୍ଡଳୀରେ ଲାଗିଥିବା ସମସ୍ତ ଦୋଷ କ୍ଷୟ ହୋଇଥାଏ । ଏହିପରି କଲେ ଆପଣଙ୍କ ଭାଗ୍ୟ ଆପଣଙ୍କର ସମ୍ପୂର୍ଣ ସାଥ ଦେଇଥାଏ । କୌଣସି ଦୁର୍ଘଟଣା ଘଟିବାକୁ ଯାଉଥିଲା ବେଳେ ମଧ୍ୟ ମୟୂର ଚୂଳ ଆପଣଙ୍କୁ ବଞ୍ଚାଇ ଥାଏ । ସକାଳୁ ଉଠିଲେ ତକିଆ ତଳୁ ମୟୂର ଚୂଳ କାଢି ତାହାର ଦର୍ଶନ ଅବଶ୍ୟ କରନ୍ତୁ । ଆପଣଙ୍କୁ ତାହାର ସୁପରିଣାମ ଅବଶ୍ୟ ପ୍ରାପ୍ତ ହେବ ।

୨- ତକିଆ ତଳେ ରଖନ୍ତୁ ତୁଲସୀ ପତ୍ର; ଶୋଇବା ସମୟରେ ୪ ରୁ ୫ ଟି ତୁଲସୀ ପତ୍ର ରଖିବାରୁ ଆପଣଙ୍କୁ ପଜେଟିଭ ଏନର୍ଜି ପ୍ରାପ୍ତ ହୋଇଥାଏ । ଆପଣ ସକାଳୁ ଉଠି ତୁଲସୀ ପତ୍ରକୁ ଖାଇ ଦିଅନ୍ତୁ, ଏହା ଫଳରେ ନକାରାତ୍ମକ ଊର୍ଜାରୁ ଛୁଟକାର ମିଳିଥାଏ । ମାତ୍ର ମନେ ରଖନ୍ତୁ ତୁଲସୀ ପତ୍ର ସନ୍ଧ୍ୟା ସମୟରେ ଛିଡାଇବେ ନାହିଁ ।

୩- ତକିଆ ତଳେ ରଖନ୍ତୁ ପଇସାର କଇଁନ; ରାତିରେ ଶୋଇଲା ବେଳେ ଗୋଟିଏ କଇଁନ ରଖନ୍ତୁ ତକିଆ ତଳେ ଏବଂ ତାହାକୁ ସକାଳୁ ଉଠିବା ପରେ ଗୋଟିଏ ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତୁ, ଆପଣଙ୍କ ଭାଗ୍ୟ ଚମକିବ ଉଠିବ । ଏହା ଗୋଟେ ମାସ କରିବା ଦ୍ଵାରା ଆପଣଙ୍କୁ ସୁଫଳ ପ୍ରାପ୍ତ ହେବାର ନିଜେ ଅନୁଭବ କରିପାରିବେ ।

୪- ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଠିକ ସ୍ଥିତିରେ ନ ଥାନ୍ତି ତେବେ ଆପଣ ନିଜ ତକିଆ ତଳେ ଚାନ୍ଦିର କଇଁନ ଅବଶ୍ୟ ରଖନ୍ତୁ । ସେହିଭଳି ମଙ୍ଗଳ ଗ୍ରହ ଦୋଷକୁ ଦୂର କରିବା ପାଇଁ ତଥା ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହଙ୍କର ଦୋଷ ରହିଥାଏ, ତେବେ ଆପଣ ସୋନାଚାନ୍ଦି ଜଡିତ ଆଭୁଷଣ ନିଶ୍ଚିତ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ସମସ୍ତ କଷ୍ଟ ଏବଂ ଦୋଷ ଦୂର ହୋଇଥାଏ ଏବଂ ଆପଣ ମାଲାମାଲ ହୋଇଥାନ୍ତି ।

ବନ୍ଧୁଗଣ ଏହା ଥିଲା ତକିଆ ତଳେ ସମ୍ଭବ ପରତ ଏହି ଜିନିଷ ଗୁଡିକୁ ରଖିଲେ, ଏହା ଆପଣଙ୍କୁ କରାଇଥାଏ ମାଲାମାଲ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *